1 ଅକ୍ଟୋବର ସକାଳୁ ଏହି ରାଶିର ହଠାତ ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର 

ସବୁ ପୁର୍ଣିମାରେ ସବୁଠୁ ବଡ ଓ ଫଳଦାୟୀ ପୁର୍ଣିମା ମାନିଥାନ୍ତି ତାହା ଅଧିକ ମାସର ପୁର୍ଣିମା ହୋଇଥାଏ । ଏଥରକ ଏହି ପୁରଣିମା ଅକ୍ଟୋବର ମାସର ୧ ତାରିଖରେ ପଡିବାକୁ ଯାଉଛି । ପୁରଣିମା ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ଦୁଇଜଣ ନିଜ ସାମ୍ନାରେ ଆସିଥାନ୍ତି । ଏହା ସହିତ ଏହି ଦିନ ଚନ୍ଦ୍ରମାର ପ୍ରଭାବ ମନୁଷ୍ୟ ଉପରେ ବହୁତ ଅଧିକ ହୋଇଥାଏ । ଏହି ପୁରଣିମା ଦିନ ଭଗବତ ଗୀତାର ପାଠ କରିବାର ମଧ୍ୟ ବିଶେଷ ମହତ୍ଵ ରହିଛି । କୁହାଯାଏ ଏହି ଦିନ ଗୀତା ପାଠ କରିବା ଦ୍ଵାରା ପିତୃ ମାନଙ୍କୁ ତୃପ୍ତ ମିଳିଥାଏ । ଆମ ସମସ୍ତଙ୍କ ଜୀବନରେ ବହୁତ ପ୍ରକାର ସମସ୍ଯା ଦୁଃଖ ରହିଛି । ଭଗବାନଙ୍କ ଭକ୍ତି କରି ସମସ୍ତେ ମୋକ୍ଷ ପାଇବାକୁ ଚାହିଁ ଥାନ୍ତି ।

ପୌରଣିକ କଥା ଅନୁସାରେ ଏମିତି ମଧ୍ୟ କୁହାଯାଇଛି ପ୍ରତେକ ପୁର୍ଣିମା ଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ଶଚା ମନରେ ପୂଜା କରିବା ଦ୍ଵାରା ଏହି ଜନ୍ମରେ ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ମଳ ମାସ ଓ ଅଧିକ ମାସର ବହୁତ ମହତ୍ଵ ରହିଛି । କାରଣ ଏହି ମାସ ଭଗବାନ ଶିବ ଓ ବିଷ୍ଣୁଙ୍କର ହୋଇଥାଏ । ଯଦି ଏହି ଦିନ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ଚାହୁଁ ଛନ୍ତି ତେବେ ଆପଣ ଏହି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠନ୍ତୁ । ଆଉ ଏହି ଦିନ ବହୁତ ସକାଳୁ ଉଠି ଗାଧୋଇବାର ବହୁତ ମହତ୍ଵ ରହିଛି । ତାପରେ ଭଗବାନଙ୍କର ଶଚା ମନରେ ପୂଜା ଆରାଧନା କରିପାରନ୍ତି ।


ଏହି ରାଶିର ଲୋକ ବହୁତ ଭାଗ୍ୟଶାଳୀ ରହିବାକୁ ଯାଉଛନ୍ତି । ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅସୀମ କୃପା ରହିବାକୁ ଯାଉଛି । ଏହି ଲୋକଙ୍କ ଭାଗ୍ୟ ଆଶାରୁ ଅଧିକ ବଦଳିବାକୁ ଯାଉଛି । ଆପଣ ନିଜ ସବୁ କାର୍ଯ୍ୟରେ ସତ ପ୍ରତିଶତ ଦେବେ । ଆଉ ଆପଣଙ୍କ ପରିବାରରେ ବହୁତ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ଆପଣଙ୍କର ଆସୁଥିବା ଦିନ ବହୁତ ଶ୍ରେଷ୍ଠ ଫଳ କାରକ ରହିବ । ଆପଣଙ୍କୁ ଭବନ ଓ ବାହାନର ମଧ୍ୟ ପ୍ରାପ୍ତି ହୋଇପାରେ । ନିଜ ଭିତରେ ସନ୍ତୁଳନ ବନାଇ ରଖନ୍ତୁ । ଭାଗ୍ଯର ପ୍ରବଳତା କାରଣରୁ ଆପଣଙ୍କ ସବୁ କାମ ଏହି ସମୟରେ ପୁରା ହେବ ।


ତୁଳା ରାଶି :- ଆପଣଙ୍କୁ ଏହି ଦିନରେ କୌଣସି ସୁଖଦ ଖବର ମିଳିପାରେ । ଆପଣଙ୍କ ଆତ୍ମ ବିଶ୍ବାସରେ ମଧ୍ୟ ବୃଦ୍ଧି ହେବ । ଆପଣ କୌଣସି ବିଷୟରେ ଅନାବଶ୍ୟକ ଚର୍ଚା କରନ୍ତୁ ନହିଁ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ । ଆପଣ ବହୁତ ଇନୋଭେଟିଭ ଆଇଡିଆ ଉପରେ ମଧ୍ୟ କାମ କରିପାରିବେ । ଆପଣଙ୍କ ପ୍ରଭାବ ପ୍ରାୟ ସମସ୍ତଙ୍କ ଉପରେ ବନିପାରେ । ସବୁ ପ୍ରକାର ଦୁଃଖର ନିବାରଣ ହେବ ।


ମେଷ ରାସୀ :- ଏହି ରାଶିର ବ୍ୟକ୍ତିଙ୍କୁ ଜୀବନରେ ବହୁତ ସାରା ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ବାକୁ ଯାଉଛି । ଆପଣ ଙ୍କ ଜୀବନରେ ବହୁତ [ପ୍ରକାର ଖୁସି ମଧ୍ୟ ମିଳିବାକୁ ଯାଉଛି । ଧନର ବୃଦ୍ଧି ମଧ୍ୟ ହେବାକୁ ଯାଉଛି । ସାମାଜିକ କ୍ଷେତ୍ରରେ ମାନ ସନମାନ ମଧ୍ୟ ଅଧିକ ମିଳିବାକୁ ଯାଉଛି ।


ସିଂହ ରାଶି :- ଆପଣଙ୍କ ବିଗିଡି ଯାଇଥିବା କାର୍ଯ୍ୟ ମଧ୍ୟ ଠିକ ହୋଇଯିବ । ଯେଉଁ ଲୋକ ଏକେଲା ଅଛନ୍ତି ତାଙ୍କ ଜୀବନରେ ଶଚା ପ୍ରେମ ମଧ୍ୟ ଆସିପାରେ । ଜୀବନର ସବୁ କଷ୍ଟରୁ ଆପଣଙ୍କୁ ମୁକ୍ତି ମିଳିବ । ଆପଣଙ୍କୁ ଲଗାତାର ଖୁସି ଓ ସଫଳତା ମଧ୍ୟ ମିଳିବାକୁ ଯାଉଛି ।


ବୃଷ ରାଶି :- ଆପଣଙ୍କ ଆସୁଥିବା ସମୟ ବହୁତ ଶୁଭ ହେବାକୁ ଯାଉଛି । ଆପଣ ଙ୍କ ପ୍ରେମକୁ ବହୁତ ବଢାବା ମିଳିବ । ପ୍ରେମ ଜୀବନରେ ଆସୁଥିବା ସବୁ ବାଧା ଆପଣଙ୍କର ମଧ୍ୟ ଦୂର ହେବାକୁ ଯାଉଛି । ଯିବାନ ସାଥି ଠାରୁ ଶାରୀରିକ ପ ମାନସିକ ଶାନ୍ତି ମଧ୍ୟ ମିଳିବାକୁ ଯାଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *