10 ବର୍ଷ ତଳର ଅର୍ଶ ହେବ ମାତ୍ର 5ଦିନରେ ଭଲ ହେବେ, ବାସ କରନ୍ତୁ ଏହି ଘରୋଇ ଉପଚାର- Piles Treatment

ଭୁଲ ଜୀବନ ଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା କାରଣରୁ ଆମକୁ ଅର୍ଶ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଅର୍ଶ ହେବା କାରଣରୁ ବସିବାରେ ଅସୁବିଧା ହୋଇଥାଏ । ଅର୍ଶ ସାଧାରଣତଃ ଅପେରସନ ହେବାକୁ ପଡିଥାଏ, କାହିଁକି ନା ଅର୍ଶ ସହଜରେ ଭଲ ହୁଏ ନାହିଁ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଅର୍ଶ ଭଳି ସମସ୍ୟା ଦୂର କରିବା ସହ ଅର୍ଶ ରେ ଯେଉଁ ଅର୍ସାବଳୀ ଝୁଲି ପଡିଥାଏ ତାକୁ ଦୂର କରିବାକୁ ଗୋଟେ ବହୁତ ଚମତ୍କାରୀ ଉପଚାର କହିବୁ । ତେବେ ଆସନ୍ତୁ ଜାଣିବା ସେହି ରେମେଡି କେମିତି ତିଆରି କରିବା ।

ଅର୍ଶ ବା ଅର୍ଶରେ ମାଂସ ଖଣ୍ଡ ଝୁଲି ପଡିଥିବା ଦୂର କରିବା ପାଇଁ ଆବଶ୍ୟକ ରହିଛି କର୍ପୁର ଯାହା ଆପଣଙ୍କୁ ପୂଜା ଘରୁ ବହୁତ ସହଜରେ ମିଳିଯିବ । ଗୋଟିଏ ବା ଦୁଇଟି କର୍ପୁର ନେଇ ଏହାକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏବେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀର ଆବଶ୍ୟକ ରହିଛି ଲେମ୍ବୁ । ଆପଣ ଏଥିରେ ଚାହିଁଲେ ଲେମ୍ବୁ ପ୍ରୟୋଗ ନ କରିପାରିବେ । ଏଥିରେ ଆପଣ ଗୋଟେ ବା ଦୁଇ ଠୋପା ଲେମ୍ବୁ ରସ ଆଡ କରନ୍ତୁ ।

ଏହା ପରେ ଆବଶ୍ୟକ ରହିଛି ଅଧ ଚାମଚ ହଳଦୀ ଗୁଣ୍ଡ । ହଳଦୀ ଆଣ୍ଟି ବ୍ୟାକ୍ଟେରିୟାଲ ପ୍ରପଟି ରେ ଭରପୁର ଅଟେ ଯାହା ଚର୍ମ ଜନିତ ଅନେକ ସମସ୍ୟା ଦୂର କରିବାରେ ଚମତ୍କାରୀ ହୋଇଥାଏ । ଏହା ସହ ଅର୍ଶ ଭଳି ସମସ୍ୟାରେ ହେଉଥିବା ଯନ୍ତ୍ରଣା କୁ ଦୂର କରିବାରେ ହଳଦୀ ବହୁତ ସହାୟକ ହୋଇଥାଏ ।

କହିବାକୁ ଗଲେ ହଳଦୀ ଅନେକ ପ୍ରକାରରେ ଅର୍ଶ ଭଳି ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଭଳି କାମ କରିଥାଏ । ଶେଷ ସାମଗ୍ରୀର ଆବଶ୍ୟକତା ରହିଛି ଜଡା ତେଲ । ଜଡା ତେଲ ଆପଣଙ୍କୁ ବହୁତ ସହଜରେ ଦୋକାନରୁ ମିଳିଯିବ । ଜଡା ତେଲ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ସର୍ବଦା ଓରିଜିନାଲ ଜଡା ତେଲ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

କୋଷ୍ଠ କାଠିନ୍ୟ ଦୂର କରିବା ପାଇଁ ଜଡା ତେଲ ରାମବାଣ ଉପଚାର ଅଟେ । ସେହିପରି ଅର୍ଶ ସମସ୍ୟା ଦୂର କରିବା ଜଡା ତେଲ ବହୁତ ଅଧିକ ଚମତ୍କାରୀ ହୋଇଥାଏ । ସେଥିପାଇଁ ଆପଣ ଏଥିରେ ଏକ ଚାମଚ ଜଡା ତେଲ ଆଡ କରନ୍ତୁ । ଏହା ପରେ ସବୁ ସାମଗ୍ରୀକୁ ଭଲ ଭାବେ ମିକ୍ସ କରନ୍ତୁ । ଆପଣ ଏହାକୁ ଏକ ସପ୍ତାହ ଯାଏଁ ଅର୍ଶ ହୋଇଥିବା ଜାଗାରେ ଲଗାନ୍ତୁ, ଦେଖିବେ ଏହା ସବୁ ଦିନ ପାଇଁ ଦୂର ହୋଇଯିବ ।

ତେବେ ଲଗାଇବା ପୂର୍ବରୁ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କର ଅର୍ଶକୁ ଉଷୁମ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଏହି ପେଷ୍ଟକୁ ନେଇ ତୁଳା ସାହାଯ୍ୟରେ ଏହାକୁ ଆପ୍ଳାଏ କରନ୍ତୁ । ଏହାକୁ ଅଧ ଘଣ୍ଟା ଯାଏଁ ସେମିତି ରହିବାକୁ ଦିଅନ୍ତୁ । ଦେଖିବେ ଆପଣଙ୍କର ଅର୍ଶରେ ଝୁଲି ପଡିଥିବା ମାଂସ ଖଣ୍ଡ ଦୂର ହେବା ସହ ଅର୍ଶ ସମସ୍ୟା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *