100 ବର୍ଷ ପରେ କ୍ରୋଧିତ ଅଛନ୍ତି ଶନିଦେବ, କାଲିଠାରୁ ସାବଧାନ ରୁହନ୍ତୁ ଏହି 1 ରାଶିର ଲୋକ

ଗ୍ରହ ମାନଙ୍କର ନ୍ୟାୟଧେଶ ହେଉଛନ୍ତି ଶନି ଦେବ । ସେ ପ୍ରତେକ ବ୍ୟକ୍ତିର କର୍ମକୁ ନେଇ ତାହାକୁ ଫଳ ପ୍ରଦାନ କରିଥାନ୍ତି । ତେବେ ଶନି ଦେବ ବହୁତ କ୍ରୋଧି ଗ୍ରହ ହୋଇଥାନ୍ତି । ତାଙ୍କୁ ସନ୍ତୁଷ୍ଟ କରିବା ସହଜ ନୁହେଁ । ତେବେ ସବୁ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ହୋଇଥାଏ । ତେଣୁ ଶନି ଦେବଙ୍କର ମଧ୍ୟ ରାଶି ପରିଵର୍ତନ ହୋଇଥିଲା । ଶନି ଦେବ ଅଢେଇ ବର୍ଷରେ ରାଶି ପରିଵର୍ତନ କରିଥାନ୍ତି । ତେବେ ଶନି ଦେବ ଏବେ ମକର ରାଶିରୁ ଆଜି ସନ୍ଧ୍ୟାରେ ଅସ୍ତ ହେବେ ।

ଏହି ରାଶି ପରିବର୍ତ୍ତନ ର ପ୍ରଭାବ କିଛି ରାଶୀଙ୍କ ଉପରେ ପଡ଼ିବାକୁ ଯାଉଛି । ବୃଷ ରାଶି -ବ୍ୟବସାୟ ପାଇଁ ଆପଣ ବିଦେଶ କୁ ଯାତ୍ରା କରିପାରନ୍ତି । କ୍ୟାରିୟର ପାଇଁ ଏହି ସମୟ ବହୁତ ଶୁଭ ଅଟେ । ଚାକିରୀରେ ପଦଦୋନ୍ନତି ହେବାର ସମ୍ଭାବନା ମଧ୍ୟ ଅଛି ।

କନ୍ୟା ରାଶି – ଏହି ରାଶିର ଜାତକଙ୍କ ର ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢିବ ଓ ଏହା ଯୋଗୁଁ ଆପଣ କୌଣସି ଧାର୍ମିକ ଯାତ୍ରା ମଧ୍ୟ କରିପାରନ୍ତି । ଚାକିରିର ନୂଆ ଅବସର ମିଳିବ । ଆପଣଙ୍କ ମନ ର ଇଛା ପୁରା ହେବ । ଧନୁ ରାଶି – ମିତ୍ର ଓ ସଂସାର ଜଡିତ କିଛି ସମସ୍ୟା ହୋଇପାରେ । ଶନିଙ୍କ ର ସାଢ଼େ ୭ ଚାଲିର ଶନି ତୃତୀୟ ଚାଲ ଚାଲୁଛନ୍ତି । ତେଣୁ କୌଣସି ଜାର୍ଯ୍ୟ କରିବାକୁ ଆପଣଙ୍କୁ ସମୟ ଲାଗିପାରେ ।

ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା , ସହାର୍ଯ୍ୟ ଆଦି ମିଳିବ ନାହିଁ । ଗୋଡ଼ ଓ ଫୁସଫୁସ ଜନିତ ସମସ୍ୟା ଆପଣଙ୍କୁ ହୋଇପାରେ । ମିଥୁନ ରାଶି -ଏହି ସମସ୍ୟା ଆପଣଙ୍କ ପାଇଁ ଭଲ ନୁହେଁ । କଷ୍ଟ ଦାୟକ ହୋଇପାରେ । କରଜ ଆଣିବା ଆଗରୁ ଭାବି ଚିନ୍ତା ଆଣନ୍ତୁ । କାହାକୁ କରଜ ଦିଅନ୍ତୁ ନାହିଁ ମଧ୍ୟ । ମନ ଖୁସି ଭଳି ଲାଭ ହେବ ନାହିଁ ବ୍ୟବସାୟ ରେ । ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ।

ବିଛା ରାଶି – ଏହି ସମୟ ଆପଣଙ୍କ ପାଇଁ କଠିନ ରହିବ । କୌଣସି କାର୍ଯ୍ୟ ପୁରା ନ ହୋଇପାରେ ବା କିଛି କାର୍ଯ୍ୟ ଅଧାରୁ ରହିଯାଇ ପାରେ । ଅନେକ କଷ୍ଟ ଓ ଚେଷ୍ଟା ଦ୍ୱାରା ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ । ବିଶେଷ କରି ଗଳା , ଛାତି ,ଦାନ୍ତ , କୁ ନେଇ ସମସ୍ୟା ହୋଇପାରେ । ମକର ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ଶନିଙ୍କର ଅସ୍ତ ସମୟ ମିଶ୍ରିତ ରହିବ ।

ଏମାନଙ୍କର କାର୍ଯ୍ୟରେ ପୁରା ଫୋକ୍ସ ରହିବ । ଯାହା ଦ୍ୱାରା କାର୍ଯ୍ୟରେ ଲକ୍ଷ କେନ୍ଦ୍ର ରହିବ । ଆପଣଙ୍କୁ ବହୁତ ପ୍ରତିବନ୍ଧକ ର ସାମ୍ନା କରିବାକୁ ପଡ଼ିବ । କାର୍ଯ୍ୟ କ୍ଷେତରେ ଆପଣଙ୍କୁ କିଛି କଷ୍ଟ କାର୍ଯ୍ୟ ମଧ୍ୟ କରିବାକୁ ପଡି ପାରେ । ଆପଣ ସେଥିରେ ସଫଳ ମଧ୍ୟ ହେବେ । ଯାହା ଦ୍ୱାରା ଆପଣଙ୍କୁ ନିଜ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ଓ ସହଯୋଗ ମିଳିବ । କୁମ୍ଭ ରାଶି – ଏହି ରାଶିର ଜାତକଙ୍କ ର ପ୍ରଥମ ୧୨ ଭାଗର ସ୍ୱାମୀ ହେଉଛନ୍ତି ଶନି ଦେବ ।

ଵର୍ତମାନ ଶନି ଦେବ ସେହି ୧୨ ଭାଗରେ ହିଁ ରହିବେ । କ୍ୟାରିୟର ଓ ଆର୍ଥିକ ଦୃଷ୍ଟିରୁ ଉନ୍ନତି ହେବ । କାର୍ଯ୍ୟ କ୍ଷେତରେ ପରିସ୍ଥିତି ଜଟିଳ ରହିପାରେ । ଶନିବାର ଦିନ କଳା କୁକୁରକୁ ବା ଗାଈକୁ ଖାଇବା ଦିଅନ୍ତୁ । ସନ୍ଧ୍ୟା ସମୟରେ ଶନିଚାଲିଶା ପାଠ କରନ୍ତୁ । ତୁଲା ରାଶି – ଆପଣ ମାନେ ନିଜ କାମ ଉପରେ ଧ୍ୟାନ ରଖିବାକୁ ଉସ୍ତୁକ ହେବେ । ଆପଣଙ୍କୁ ନିଜ ବରିଷ୍ଠ ଙ୍କ ଠାରୁ ପ୍ରସ୍ୱଚହନା ମିଳିବ । ଚାକିରି ର ନୂଆ ଅଵସର ମଧ୍ୟ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *