100 ବର୍ଷ ପରେ ପ୍ରଥମଥର କ୍ରୋଧିତ ଅଛନ୍ତି ଶନିଦେବ, ଆଜିଠାରୁ ସାବଧାନ ରୁହନ୍ତୁ କେବଳ ଏହି 1 ରାଶିର ଲୋକ

ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା । ସେ ଵ୍ୟକ୍ତିର କର୍ମ ଦେଖି ଫଳ ପ୍ରଦାନ କରିଥାନ୍ତି । ତେଣୁ କୁହଯାଏ ଶନି ଦେବ ଯେଉଁ ବି ରାଶିରେ ଚଳନ କରିଥାନ୍ତି ସେ ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି । ତେଣୁ ସେହି ଭଳି ଶନି ଦେବଙ୍କର କୋପ ଦୃଷ୍ଟି ସମ୍ପର୍କରେ ଆମେ ଜାଣିଚୁ । ଯେଉଁ ରାଶି ଉପରେ ଶନି ଦେବଙ୍କ ର କୋପ ଦୃଷ୍ଟି ରହିଥାଏ । ସେହି ରାଶିର ବ୍ୟକ୍ତିଙ୍କର ଜୀବନରେ ସବୁ ସମସ୍ୟା ଲାଗି ରହିଥାଏ ।

ଅର୍ଥ ଅଭାବ ଦେଖା ଦେଇଥାଏ । ଶନି ଦେବ ସର୍ବଦା କୋପ ଦୃଷ୍ଟି ପକାଇ ନ ଥାନ୍ତି । ଶନି ଦେବ ଯଦି କାହା ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ସେହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇ ଯାଇଥାଏ । ଏମାନଙ୍କର ଜୀବନ ର ସବୁ ସମସ୍ୟା ଦୂର ହୋଇଥାଏ ।

ଶାସ୍ତ୍ରରେ ଅନେକ ଉପାୟ ବର୍ଣିତ ଅଛି ଯାହାକି କରିବା ଦ୍ୱାରା ଶନି ଦେବଙ୍କୁ ପ୍ରସନ୍ନ କରାଯାଇ ପାରିବ । ଯେପରି ହନୁମାନ ଜି ଙ୍କ ଉପାସନା, କଳା ବିରି ଓସ୍ତ ବୃକ୍ଷ ତଳେ ରଖି ପୂଜା କରିବା , ଶନି ଚାଳିଶା ପାଠ କରିବା , ସୋରିଷ ଦାନ କରିବା, ସୋରିଷ ତେଲ ର ଦୀପ ଜଳାଇବା ଆଦି ।

ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ଶନି ଦେବଙ୍କର କୃପା ମିଳିଥାଏ । ତେବେ ଶନି ଦେବଙ୍କର କୃର ଦୃଷ୍ଟି ଏହି ରାଶି ଉପରେ ପଡ଼ିବାକୁ ଯାଉଛି । ଏହି ରାଶିର ଲୋକଙ୍କର ଜୀବନରେ ଅନେକ ସମସ୍ୟା ଦେଖାଦେବ । ଏମାନେ ନିଜର ପ୍ରେମ ଜୀବନକୁ ସଠିକ ଭାବେ ଉପଭୋଗ କରିବାରେ ଅସମର୍ଥ ହେବେ ।

ନିଜ ଜୀବନସାଥୀଙ୍କ ସହ ସମ୍ପର୍କରେ ତିକ୍ତତା ଦେଖାଦେବ । ଏମାନଙ୍କର ଆର୍ଥିକ ସ୍ଥିତି ଖରାପ ହେବାର ସମ୍ଭାବନା ଅଛି । କୌଣସି କାର୍ଯ୍ୟ ଯାହା ଅସମ୍ପୂର୍ଣ୍ଣ ରହିଥାଏ ତାହା ଏବେ ସମ୍ପୁର୍ଣ୍ଣ ବନ୍ଦ ହୋଇଯିବ । କୌଣସି କାର୍ଯ୍ୟରେ ଯିବା ଆଗରୁ ଆପଣ ନିଜର ପିତା ମାତା ଙ୍କ ଆଶ୍ରିବାଦ ନେବା ଉଚିତ ।

ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣ ଅଫିସ ବା ନିଜର କାର୍ଯ୍ୟ କ୍ଷେତ୍ର ରେ ଲଜ୍ଜିତ ହୋଇ ପାରନ୍ତି । ଏହା ଛଡା ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ । କ୍ୟାରିୟର ପାଇଁ ମଧ୍ୟ ଏହି ସମୟ ବହୁତ ଖରାପ ଅଟେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ କ୍ଷତି ସହିବାକୁ ପଡିବ ।

ଶନି ଦେବଙ୍କ କ୍ରୋଧ କାରଣରୁ ଆପଣଙ୍କର ବ୍ୟବସାୟ ରେ ଲସ ହେବ । ଆପଣଙ୍କ ବୈବାହିକ ଜୀବନ ମାନସିକ ଚିନ୍ତାରେ ବିତିବ । ଆପଣ ନିଜର ପୁରୁଣା ମିତ୍ରଙ୍କ ସହ କିଛି ସମୟ ଅତିବାହିତ କରନ୍ତୁ ମନ ଶାନ୍ତ ରହିବ । ତେବେ ସେହି ରାଶି ହେଉଛି ଧନୁ ରାଶି ।

Leave a Reply

Your email address will not be published. Required fields are marked *