ପୂର୍ଣ୍ଣିମା ର ମହତ୍ଵ ଅନେକ ମାତ୍ରାରେ ଅଛି ଆମ ଜୀବନରେ କୁହ ଅଜାଏ କି ବର୍ଷର ଶେଷ ପୂର୍ଣ୍ଣିମା ଦିନ ଆମେ ଏକ ବିଶେଷ ଭାବେ ମାନିବା ନିହାତି ଦରକାର ଅଟେ । କୁହା ଯାଏ କି ବର୍ଷର ଶେଷ ପୂର୍ଣ୍ଣିମା ହେଉଛି ମାର୍ଗଶିର ପୂର୍ଣ୍ଣିମା ଏହି ପୂର୍ଣ୍ଣିମା ଦିନ କୁହାଯାଏ କି ଆମେ ଗୀତା ପାଠ କରି ଥାଉ ଆମ ପୂର୍ବ ପୁରୁଷ ଙ୍କ ପୂଜା କରିବା ପାଇଁ ଆମେ ଜଦି ଏହି ଦିନ ପୂଜା କରିବା ଭକ୍ତି ର ସହ ଏହା ଆମକୁ ନାକେ ପୁଣ୍ୟଫଳ ଦେଇ ଥାଏ । ଏହା ମଧ୍ୟ କୁହା ଯାଏ କି ଏହି ଦିନ ପୂଜା କରିବା ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇ ଥାଏ ।
ଏହି ଦିନ ଆପଣ ମାନେ ସକାଳୁ ଉଠିକି ଏକ ପୋଖରୀ କିମ୍ବା ପାଖରେ ଥିବା ନଦୀ ରେ ସ୍ନାନ କରନ୍ତୁ ଯଦି ଏହା ସମ୍ଭବ ନୁହେଁ ଆପଣ ନିଜ ଗାରେ ଗାଧୋଇବା ପାଣିରେ କିଛି ଗଙ୍ଗାଜଳ ମିଶାଇକି ଗାଢାନ୍ତୁ । ଏହା ସହ ଆପଣ ଆଉ ଏକ କାମ ମଧ୍ୟ କରନ୍ତୁ କି ଆପଣ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କ ଆରାଧନା ମଧ୍ୟ କରନ୍ତୁ ।
ଏହା ସହ ଆପଣ ଏକ ଘିଅ ଦୀପ ସେଠାରେ ଜାଲି କିଛି ସମୟ ଧ୍ୟାନ କରନ୍ତୁ । ଏକ ଘିଅ ଦୀପ ଆପଣ ଘର ବାହାରେ ଥିବା ଚଉକାଠ ପାଖରେ ଜାଲିଲେ ଏହା ଆହୁରି ଭଲ ହୋଇ ଥାଏ । ଆପଣ ଯଦି ଗରିବ ଲୋକ ମାନଙ୍କୁ କିଛି ଅର୍ଣ୍ଣ ଦାନ କରନ୍ତୁ ।
ଯଦି ଆପଣଙ୍କ ପାଖରେ ଏହି ସବୁ ଜିନିଷର ଅଭାବ ଅଛି ତେବେ ଆପଣ ଏକ କାମ କରନ୍ତୁ ନିଜ ଅଗଣାରେ ଥିବା ତୁଳଷୀ ଚଉରା ପାଖରେ ଯାଇକି ଆପଣ ଏକ ଦୀପ ଲଗାଇ ଦିଅନ୍ତୁ ଓ ଏକ ଦୀପ ଚଉକାଠ ପାଖରେ ଲଗାଇ ଦିଅନ୍ତୁ । ଏହା ଦ୍ଵାରା ମଧ୍ୟା ମା ଲକ୍ଷ୍ମୀ ଙ୍କ ଆଗମନ ହୋଇ ବ ଆପଣଙ୍କ ଘରକୁ ।
ଆପଣ ଏହି ଦିନ ପିମପଳି ଗଛ ପାଖେ ଆପଣ ଏକ ଦୀପ ମଧ୍ୟ ଲଗାନ୍ତୁ । ଏହା ଏବେ ଡିସେମ୍ବର ମାସର 19 ତାରିଖରେ ହେବା ପାଇଁ ଜାଉଛି, କିନ୍ତୁ ପୂର୍ଣ୍ଣିମା ଆଗରୁ 12 ତାରିଖ ଦିନ କିଛି ରାଶି ମାନେ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି । ଏହି ରାଶିର ଲୋକମାନେ ଏବେ ମା ଲକ୍ଷ୍ମୀ ଙ୍କ କୃପା ରୁ ଧନର ଗଦିରେ ବସିବା କୁ ଯାଉଛନ୍ତି ।
ନିଜ କାମ କରିବା ସହ ଆପଣ ନିଜର ସ୍ଵାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବା ଉଚିତ ଅଟେ । ଏହା ଖୁବ ଭଲ ପରିଣାମ ଆଣିଦେବ । ଆପଣ କିଛି ଅନୟାବଶକ କଥା ହେବା ରୁ ନିଜକୁ ଦୂରେଇ ରୁହନ୍ତୁ । ଆପଣଙ୍କ ସଫଳତା ର ଦ୍ଵାରା ନିଜକୁ ନିଜ ଖୋଲିଯିବ ।
ଆପଣ ଯଦି କିଛି କାମ କୁ ଆରମ୍ଭ କରୁଛନ୍ତି ତେ ଆପଣ ଭଲ ପରିଣାମ ପାଇବେ ଏହି ରାଶି ମାନଙ୍କ ଭାଗ୍ୟରେ ଏବେ ସମ୍ମାନ, ଶୁଭ ଆଦି ଲେଖା ହୋଇଛି ଏହା ସହ ଆପଣ ଏବେ ନୂଆ ମିତ୍ର ପାଇବେ ଯାହା ଙ୍କ ପାଖରେ ଆପଣ ଲାଭବାନ ହୋଇ ପାରିବେ ସେ ଆପଣଙ୍କ ସହ ସାରା ଜୀବନ ରହିବେ ମଧ୍ୟ । ତେବେ ଏହି ରାଶି ମାନେ ହେଲେ ତୁଳା ରାଶି, କନ୍ୟା ରାଶି, ମେଶ ରାଶି, ସିଂହ ରାଶି, ବୃଷଭ ରାଶି ।