ମା ଦୂର୍ଗା ଙ୍କ କୃପା ହେବା ଏତେ ସହଜ କଥା ନୁହେଁ ମା ଙ୍କୁ କିନ୍ତୁ ଖୁବ ସହଜରେ ଆମେ ମାନେ ପ୍ରସନ୍ନ କରିବା ଖୁବ ସହଜ । କିନ୍ତୁ ଏବେ ଏଭଳି କିଛି ଯୋଗ ହେଉଛି ଜ୍ଜାହା ପାଇଁ ମା ନିଜେ ଏବେ ପ୍ରଶନ୍ନ ହେଉଛନ୍ତି । କିଛି ରାଶି ମାନଙ୍କ ଉପରେ ଏହି ମାସ ନଭେମ୍ବର 12 ତାରିଖରୁ ଏବେ ଏହି ରାଶି ମାନେ ଭାଗ୍ଯବାନ ହେବେ । ମେଷ ରାଶି – ଏମାନଙ୍କ ଶାରୀରିକ ସମସ୍ୟା ଦୂର ହେବ ଏହା ସହ ଏମାନେ ଯେଉଁ କାମରେ ଅଟକି ଯାଇ ଥିଲେ ଏହହା ଏବେ ପୂରଣ ହୋଇ ଜୀବ । ଏହା ସହ ଆପଣ ବିବାହ ମଧ୍ୟ କରି ପାରନ୍ତି ।
ବୃଷ ରାଶି – ଆପଣ ଙ୍କ ସବୁ ସମସ୍ଯା ଦୂର ହେବ । ଆଗାମୀ ଦିନ ରେ ଆପଣ ଧନ ଆପଣଙ୍କୁ ମିଳି ଜୀବ କେବଳ ସେତିକି ନୁହେଁ ମା ଙ୍କ କୃପା ପାଇଁ ଆପଣଙ୍କ ବ୍ୟାପାର ରେ ଥିବା ଧନ ଯାହା ଆପଣ ଖର୍ଚ୍ଚ କରି ଥିବେ କାହା ପାଇଁ ଏହା ମଧ୍ୟ ଆପଣଙ୍କୁ ମିଳିଯିବ । ଆପଣ ଜାଗା ମଧ୍ୟ କିଣି ପାରନ୍ତି ।
ସିଂହ ରାଶି – ଆପଣ ରୋଗରୁ ମୁକ୍ତ ପାଇବେ ଚାଲି ଯାଇଥିବା ଚାକିରି ଆପଣ ପାଇବେ । ଆପଣ ମା ଙ୍କ କୃପା ପାଇବା ପରେ ନିଜ ଜାଗା କିମ୍ବା ଅନିଜ ସମ୍ପତ୍ତି ରୁ ଲାଭ ପାଇବେ । ଏବେ ଆସୁଥିବା ଅଯୋଗ ଅନୁସାରେ ଦେଖିବା ଏପାଇଁ ଗଲେ ଆପଣ ସମ୍ମାନ ପାଇବା ସହ ନିଜ ବ୍ୟାପାର ରେ ନୂଆ ପାର୍ଟନର ମଧ୍ୟ ପାଇବେ ।
କନ୍ୟା ରାଶି – ଆପଣ ଚାକିରି ପାଇବା ସହ ବାହାରକୁ ଜବା ଯୋଗ ଅମଧ୍ୟ ଅଛି ଯେଉଁ ମାନେ ନିଜ ପଢାକୁ ନେଇ କିଛି ଚିନ୍ତାରେ ଥିଲେ ସେମାନେ ଏବେ ଆର୍ଥିକ ସହାୟତା ପାଇ ପାରନ୍ତି । ସରକାର ଙ୍କ ପାଖରୁ ଆପଣ ଲାଭ ପାଇବେ । ଆପାନ ବିଦେଶ ରେ ବ୍ୟାପାର କରିବା କିମ୍ବା ପାଠ ପଢିବା ଭଳି ଯୋଗ ପ୍ରବଳ ଅଛି । ମନଶିକ ଚିନ୍ତା ରୁ ଆପଣ ମୁକ୍ତ ହୋଇ ଯିବେ ।
ବିଛା ରାଶି – ଆପଣ ଭୂମି ସ୍ଥାଇ ସମ୍ପଦ ଆଦି ମିଳିବ । ଆପଣ ଯେଉଁ ଜାଗାକୁ ଯିବା ପାଇଁ ଚାହୁଁ ଥିବେ ଭ୍ରମଣ ପାଇଁ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ । ଆପଣ ଙ୍କ ପରିବାର ରେ ଆପଣ କିଛି ନୂଆ ଜାଗା କରିବେ । ଆପଣଙ୍କ ପଡୋଶୀ ଆପଣଙ୍କ ପାଖକୁ ମତ ନେବା ପାଇଁ ଆସିବେ ।
ମିଥୁନ ରାଶି – ଆପଣ ମାନେ ଆଜି ନିଜ ଭାଇ ଭଉଣୀ ମାନଙ୍କ ସହ ସମ୍ପର୍କ ଭଲ କରି ପାରିବେ । ଆପଣ ଯଦି ବିବାହ କିମ୍ବା ମାଙ୍ଗଳିକ କାମରେ ଯୋଗ ଦେବା ଭଳି ଯୋଗ ଦେଖାଉଛି । ଆପଣ ମାନେ ଯଦି ନୂଆ ଜିନିଷ କିଣିବା ପାଇଁ ଇଚ୍ଛା କରିବେ ତେବେ ଆପଣ ନିଶ୍ଚିତ ଭାବେ ଏହାକୁ କିଣି ପାରିବେ । ଏହା ଅଜାଡି ଆପଣଙ୍କ କିଛି କାମରେ ଆସୁଥିବା ତେବେ କିଣିବା ଭଲ ହୋଇ ଥାଏ ।
ତୁଳା ରାଶି – ଏମାନେ ମା ଙ୍କ କୃପାରୁ ଏବେ ଅଧିକ ଭଲରେ ରହିବେ । ଏମାନେ ଏବେ କିଛି ନୂଆ ସମ୍ପତ୍ତି ଅର୍ଜନ କରିବେ । ଏମାନଙ୍କ ମଧ୍ୟରୁ କିଛି ଲୋକମାନେ ଚକିରୀ ପାଇବେ ଓ କିଛି ଜଣଙ୍କ ପାଇଁ ନୂଆ ବ୍ୟାପାର ଅପେକ୍ଷା କରୁଛି । ସ୍ୱାସ୍ଥ୍ୟ ଭଲ ରହିବ ପାରିବାରିକ ସମ୍ପର୍କ ମଧ୍ୟ ଭଲ ରହିବ ।