16 Mayରେ ହେବ ଭୟଙ୍କର ଚନ୍ଦ୍ର ଗ୍ରହଣ, ଏହି 7ଟି ରାଶି ହେବେ ଭାଗ୍ୟଶାଳି, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ!

ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ କଥା ଆମେ ତ ଜାଣି ଥିବା । ଆମେ ଏହାକୁ ସାଧାରଣ ଭାବେ ବର୍ଷରେ ଦୁଇ ରୁ ତିନି ଥର ଦେଖିବା ପାଇଁ ପାଇ ଥାଉ । ଏହି ଦିନ ନିୟମ ମାନ ଥାଏ । ଯାହାକୁ ପାଳନ ଅକରିବା ଦ୍ଵାରା ମଣିଷ ର ମଙ୍ଗଳ ହୋଇ ଥାଏ । ଆଜି ଆମେ ଆପଣଙ୍କୁ କହିବା କି ଏହି ଗ୍ରହଣ ଯାହାର ହେଉ ବି କାହିଁ କି ଆମ ପାଇଁ ଏହା କିଛି ଭଲ ଓ ଖରାପ ପରିଣାମ ନେଇକି ଆସି ଥାଏ । ଯେଉଁ ଭଳି ଆମ ଶସ୍ତ୍ର ରେ ଲେଖା ଯାଇଛି କି ଆମେ ଯାହାଭି କରୁ କିମ୍ବା ଆମେ ଯାହା କରୁଛୁ ଏହାର ପାଇଁ ଆମ କର୍ମ ଫଳ ଥୁଆ ହୋଇ ଥାଏ ।

ଆମ ରାଶି ଅନୁସାରେ ଆମ ସ୍ଵଭାବ ଥାଏ ସାଧାରଣ ଭାବେ ଓ ଆମେ କରୁଥିବା କାମ ପାଇଁ ପରିସ୍ଥିତି ଉତପର୍ଣ୍ଣ କରୁଥିବା ସମୟ ଗ୍ରହ ମାନଙ୍କ ଉପରେ ନିର୍ଭର କରି ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ମଧ୍ୟ ଏହି ଭଳି ପରିଣାମ ପାଇ ଥାଉ ।

ଆମ ରାଶି ଙ୍କ ଚାଳନ ଦ୍ଵାରା ତେବେ ମେ 16 ରେ ହେବା ପାଇଁ ଯାଉଥିବା ଚନ୍ଦ୍ର ଗ୍ରହଣ ପରେ କିଛି ରାଶିର ଲୋକଙ୍କ ପାଇଁ ସମୟ ଖୁବ ଭଲ ହେବା ପାଇଁ ଯାଉଛି । ଏହା ଫଳରେ କିଛି ରାଶି ମାନେ ଭଲ ପରିଣାମ ପାଇବେ କିଛି ଖରାପ ପରିଣାମ ପାଇବେ । ଏହା ଭାରତ ରେ କେଉଁ ଜାଗାରେ ଦେଖା ଜୀବ ।

ଏହା ଆମେରିକା ର ଦକ୍ଷିଣ ଓ ଅଷ୍ଟ୍ରେଲିଆ, ଆଣ୍ଟାର୍ଟିକା, ଇଉରୋପ ରେ ଦେଖା ଜୀବ । ଏହାର ସୁତକ କାଳ କଥା କହିବା ଯଦି ଏହା ଆମ ଭାରତ ରେ 07 । 58 ମିନିଟ ରୁ ଆରମ୍ଭ ହୋଇକି ଦ୍ଵିପହର 11.25 ମିନିଟ ସମାପ୍ତ ହୋଇଯିବ । ଏହା 9 ଘଣ୍ଟା ଆଗରୁ ସୁତକ କଳା ଆଗରୁ ଲାଗିଯିବ । ଏହି ସମୟରେ ଗର୍ଭବର୍ତୀ ମହିଳା ମାନେ ସାବଧାନର ସହ କାମ ଅକରିବା କଥା ଅକାମ ଅକରିବା କଥା ନୁହେଁ କିଛି ଭାରି ଜିନିଷ ଉଠାଇବା ଆକିମ୍ବା ସିଲାଇ କରିବା ଭଲାଇ କିଛି କାମ କରିବା ମନା ହୋଇ ଥାଏ ।

ଏହି ଦିନ କେବଳ ରୋଗୀ, ବୃଦ୍ଧ, ବେମାରି ଲୋକମାନେ ଏହାକୁ ମାନିବା ଅନୁଚିତ ଓ ଭୋଜନ କରି ପାରିବେ । ମାତ୍ର ଅନ୍ୟ ମାନେ ଏହି ସମୟରେ ଭୋଜନ କରିବା ଅନୁଚ୍ଚିତ ଅଟେ । ଆପଣ ଖାଇବା ବେଳେ ତୁଳଶି ପାତ୍ର ର ପାଣି ଛିଞ୍ଚି ଏହାକୁ ଗ୍ରହଣ କରି ପାରିବେ ।

ଏହା ଓଡିଶାରେ ମାନ୍ୟ ହେବନି ମାତ୍ର ରାଶିର ଭାଗ୍ଯ ନିଶ୍ଚିତ ଭାବେ ହେବ । ଯେଉଁ ମାନେ ପ୍ରଗତି ରାସ୍ତାରେ ଅବୋରୋଧ ଅନୁଭବ କରୁଥିଲେ ତେବେ ଏହା ଦୂର ହୋଇଯିବ । ଆପଣ ସନ୍ତାନ ମାନଙ୍କ ପାକହରୁ କିଛି ଖୁଶି ଖବର ପାଇବେ । ଯେଉଁ ମାନେ ବାହାରେ ପାଠ ପଢିବା ପାଇଁ ଚାହୁଁ ଥିଲେ ସେମାନେ ନିଶ୍ଚିତ ଭାବେ ଏବେ ବାହାରେ ପାଠ ପଢୀ ପାରିବେ । ମହିଳା ମାନଙ୍କ ପାଇଁ ସମୟ ଭଲ ରହିବ ।

ଯେଉଁ ମହିଳା ମାନେ ନିଜ ର କିଛି ବ୍ୟବଶାୟ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏହାକୁ କରି ପାରିବେ । ଆପଣ ବାପା ମା ଙ୍କ ସହ ସମ୍ପର୍କ କୁ ଖୁବ ଭଲ କରିବେ । ତେବେ ଏହି ଭାଗ୍ଯବାନ ରାଶି ମାନେ ହେଲେ ମେଷ, ତୁଳା, କନ୍ୟା, କୁମ୍ଭ, ସିଂହ, ମିଥୁନ, ମକର ରାଶି ।

Leave a Reply

Your email address will not be published. Required fields are marked *