2 ମିନିଟ ବାହାର କରି ଆଜି ହିଁ କରନ୍ତୁ ଏହି ଉପାୟ, ଆଜି କିଏ ଭାଗ୍ୟଶାଳୀ ଥିବ ଯିଏ ଏହି ଉପାୟ କରିବ ?

ହନୁମାନଙ୍କର ପ୍ରିୟ ବାର ହେଲା ମଙ୍ଗଳବାର ଏହି ଦିନରେ ହନୁମାନଙ୍କୁ ପୂଜା କଲେ ସନ୍ତୁଷ୍ଠ ହୋଇଥାନ୍ତି । ଶନିଙ୍କୁ କୃର ଗ୍ରହ କହିଥାନ୍ତି।  ଆପଣଙ୍କ ଜୀବନରେ ଯାହା ମାଙ୍ଗଳିକ ଅସୁବିଧା ଆସିଥାଏ ତାହା ମଙ୍ଗଳାଙ୍କ କାରଣରୁ ଆସିଥାଏ ।ସବୁ ସମସ୍ୟାର ସମାଧାନ ରହିଛି । ଜ୍ଯୋତିଷଶାସ୍ତ୍ର ଅନୁସାରେ ମଙ୍ଗଳବାରକୁ ଉଗ୍ର ମାନା ଯାଇଥାଏ ଏବଂ ହନୁମାନଙ୍କୁ ରୁଦ୍ର ମାନା ଯାଇଥାଏ । ଏହି ଦୁଇ ଜଣ ବହୁତ କ୍ରୋଧୀ ସ୍ଵଭାବର ହୋଇଥାନ୍ତି ।

ଯଦି ଏମାନେ ରାଗି ଯାଇଥାନ୍ତି ଏମାନଙ୍କୁ ଶାନ୍ତ କରିବା ବହୁତ କଷ୍ଟ ହୋଇଥାଏ । ଯେଉ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳର ସ୍ଥିତି ଭଲ ନଥାଏ ରକ୍ତ ସମ୍ଭାର୍ଦିତ ସମସ୍ଯା ବା ଚର୍ମ ରୋଗ ସମସ୍ଯା ବାହାରିଥାଏ । ମଙ୍ଗଳବାର ଦିନ ଏମିତି କାର୍ଯ୍ୟ କରିବେ ଯେଉଁଥିରେ ହନୁମାନ ସନ୍ତୁଷ୍ଠ ହେବେ । କାରଣ ହନୁମାନ ଥରେ ରୁଷ୍ଟ ହେଲେ ତାଙ୍କୁ ସନ୍ତୁଷ୍ଠ କରିବାରେ  ବହୁତ କଷ୍ଟ ହୋଇଥାଏ । ମଙ୍ଗଳ ବାର ଦିନ ଲୁଣ ବା ଅମିଶ ଖାଇବା ଦ୍ଵାରା ହନୁମାନ କ୍ରୋଧ ହୋଇଥାନ୍ତି ।

ଏହି ଦିନ କାହାକୁ ପଇସା ବା ଗହଣା ଧାର ବିଅନ୍ତୁ ନାହି ।କାହା ଉପରେ ରଗନ୍ତୁ ନାହି ବା କାହା ସହ ଝଗଡା କରନ୍ତୁ ନାହି ।ମଙ୍ଗଳ ବାର ଦିନ ଲୁହା ଜିନିଷ କିଣନ୍ତୁ ନାହି ଏହା ଦ୍ଵାରା ଶନି ଦେବ ରୁଷ୍ଟ ହୋଇଥାନ୍ତି । ମଙ୍ଗଳବାରଦିନ ଶାରୀରିକ ସଂପର୍କ ରହନ୍ତୁ ନାହି ଏହାଦ୍ବାରା ଆଗକୁ ଆସୁଥିବା ସନ୍ତାନର କ୍ଷତି ହୋଇଥାଏ । ଏହିଦିନ ସମ୍ପର୍କ ରଖିଲେ ହନୁମାନ ରୁଷ୍ଟ ହୋଇଥାନ୍ତି । ଏହି ଉପାୟ ଦ୍ଵାରା ଭାଗ୍ୟ ବଦଳିଯାଇଥାଏ  ।

ମଙ୍ଗଳ ବାର ଦିନ ଗୁଡ ର ଦାନ ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ । ଦିଈ ଦାନ କାଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ । ମସୁର ଡାଲି ଦାନ ଦ୍ଵାରା ବିବାହ ର ସମସ୍ଯା ଦୂର ହୋଇଥାଏ । ରକ୍ତ ଚନ୍ଦନ ଦାନ ଦ୍ଵାରା ରକ୍ତ ଜନିତ ରୋଗ ଦୂର ହୋଇଥାଏ । ନାଲି ମନ୍ଦର ହନୁମାନ ଙ୍କୁ ସମର୍ପଣ କରିବା ଦ୍ଵାରା ଭୌତିକ ସୁଖ ମିଳିଥାଏ ।ଯଦି ଭୂମି ଦାନ କରୁଛନ୍ତି ତ ମଙ୍ଗଳ ଦୋଷରୁ ବହୁତ ଶୀଘ୍ର ମୁକ୍ତି ମିଳିବ ।

ହନୁମାନ ଙ୍କୁ ଭୂମି ପୁତ୍ର ମଧ୍ୟ କୁହାଯାଏ । ମଙ୍ଗଳ ଙ୍କ ସ୍ଵାମୀ ହନୁମାନ ଅଟନ୍ତି । ଏହାର କିଛି ଉପାୟ ସବୁଦିନ ହନୁମାନ ଙ୍କ ପାଖରେ ଘିଅ ଦୀପ ଜଳିବା ଏହା ଦ୍ଵାରା ହନୁମାନ ସନ୍ତୁଷ୍ଟ ହୁଅନ୍ତି । ହନୁମାନ ଙ୍କୁ ବୁନ୍ଦିର ଲଡୁ ଭୋଗ ଲଗାଇ ପାରିବେ । ଏହା ଦ୍ଵାରା ରୋଗ ବା ମନାନ୍ତର ମତାନ୍ତର ଅଛି ଦୂର ହୋଇଯିବ ।ଯଦି ଆପଣ ଶନି ଦୋଷ ବା ମଙ୍ଗଳ ଦୋଷ କମାଇବାକୁ ଚାହୁଛନ୍ତି ମଙ୍ଗଳ ବାର ଦିନ ଚମେଲୀର ତେଲରେ ସିନ୍ଦୁର ମିଶାଇ ଲେପ ଦେଲେ ଏସବୁ ଦୋଷ କଟିଥାଏ ।

ମଙ୍ଗଳ ଙ୍କ କୁଦ୍ରୁଷ୍ଟିରୁ ବଞ୍ଚିବାକୁ ହେଲେ ହନୁମାନଙ୍କ ଚରଣରେ ସିନ୍ଦୁର ଅର୍ପଣ କରିବା ଦ୍ଵାରା ଶନି ଦୋଷ ବା ମଙ୍ଗଳ ଦୋଷ ରୁ ମୁକ୍ତି ମିଳିଯିବ ।ଏହି ଉପାୟ ଦ୍ଵାରା ବିବାହ ବା ପିଲାଙ୍କ ପାଠପଢା ବ୍ୟାପାର ରେ ଉନ୍ନତି ଆଣିଥାଏ । ତୁଳସୀ ପତ୍ରରେ ରାମ କେଖିକି ହନୁମାନ ଙ୍କୁ ଅର୍ପଣ କରୁଛନ୍ତି ହନୁମାନ ପ୍ରସନ୍ନ ହୋଇଥାନ୍ତି ।ମଙ୍ଗଳ ବାର ଦିନ ମାଙ୍କଡ ବା ନାଲି ରଙ୍ଗର ଗାଈ ଙ୍କୁ ଚଣା ଗୁଡ ଖାଇବାକୁ ଦେଲେ  ମଙ୍ଗଳ ଗ୍ରହ ମଜବୁତ ହୋଇଥାନ୍ତି । ଯଦି ଆପଣଙ୍କୁ ଏହି ଭିଡ଼ିଓ ଭଲଲାଗିଥାଏ ଲାଇକ କମେଣ୍ଟ ଏବଂ ଶେୟାର କରନ୍ତୁ । 

Leave a Reply

Your email address will not be published. Required fields are marked *