ଏହି 2ଟି ମନ୍ତ୍ର ଶୋଇବା ପୂର୍ବରୁ ଜପ କରିଲେ ସବୁ ଦୁଖ କଷ୍ଟ ହୋଇଥାଏ ଦୂର ?

ବନ୍ଧୁଗଣ ଧାର୍ମିକ ଉପଦେଶ ଓ ଗ୍ରନ୍ଥ ମାନଙ୍କରେ ଏମିତି କିଛି ଶକ୍ତି ରହିଛି ଯାହା ମଣିଷ ଜୀବନର ଦୁଖର ନିବାରଣ କରିଥାଏ । ଏହି କଥାରେ କୌଣସି ସନ୍ଦେହ ନାହି କି ଯେବେ ଆମେ କୌଣସି ସମସ୍ୟାରେ ପଡିଥାଉ ତ ଏହାର ସମାଦହନ ପାଇଁ ଶାସ୍ତ୍ରୀର ଉପାୟ ଗୁଡିକ ବ୍ୟବହାର କରି ନାହୁଁ । ଶାସ୍ତ୍ର ଗୁଡିକରେ ମଣିଷ ଜୀବନର ପ୍ରତେକ ସମସ୍ୟାର ସମାଧାନ ରହିଛି । ଯଦି ଆପଣ ନିୟମ ଅନୁସାରେ ଉପାୟ କରିଥାଉ ତେବେ ସଫଳ ହୋଇଥାଉ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ମନ୍ତ୍ର ବିଷୟରେ କହିବାକୁ ଯାହାର ଜପ କରିଲେ ମଣିଷ ଜୀବନର ଦୁଖ କଷ୍ଟ ଦୂର ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଭଗବାନ ହନୁମାନଙ୍କର ଚମତ୍କାରିତା ବିଷୟରେ କହିବାକୁ ଯାଉଛି । ଯେତେବେଳେ ଭଗବାନ ହନୁମାନ ଛୋଟ ଥିଲେ ସେହି ସମୟରେ ତାଙ୍କୁ ଅଧିକ ଭୋକ ଲାଗିଥିଲା । ସେହି ସମୟରେ ସେ ଆକାଶରେ ଥିବା ସୂର୍ଯ୍ୟ ଦେବତାଙ୍କୁ ଫଳ ଭାବିଥିଲେ । ତାଙ୍କ ପାଖରେ ଏମିତି ଶକ୍ତି ରହିଥିଲା ଯାହା ପାଇଁ ସେ ସୂର୍ଯ୍ୟ ଦେବତାଙ୍କୁ ଖାଇବା ପାଇଁ ଆଗକୁ ବଢିଥିଲେ ।

ସେହି ସମୟର ଦେବରାଜ ଇନ୍ଦ୍ର ଭଗବାନ ହନୁମାନଙ୍କ ଉପରେ ଶସ୍ତ୍ରର ପ୍ରୟୋଗ କରିଥିଲେ । ଯାହା ଦ୍ଵାରା ହନୁମାନଜି ମୂର୍ଚ୍ଛିତ ହୋଇ ପଡିଥିଲେ । ଯେବେ ବାୟୁ ଦେବତାଙ୍କୁ ଏହି ସମ୍ପର୍କରେ ଜଣା ପଡିଲା ସେହି ସମୟରେ ସେ ବହୁତ କ୍ରୋଧିତ ହୋଇଥିଲେ ।

କିନ୍ତୁ ଯେବେ ସବୁ ଦେବତା ମାନେ ଜାଣିବାକୁ ପାଇଲେ ଭଗବାନ ହନୁମାନ ମହାଦେବଙ୍କର ରୁଦ୍ର ଅବତାର ଅଟନ୍ତି ସମସ୍ତ ଦେବତା ମିଶି ଭଗବାନ ହନୁମାନଙ୍କୁ ଶକ୍ତି ପ୍ରଦାନ କରିଲେ । ହନୁମାନ ଚାଳିଶାର ପାଠ ମଙ୍ଗଳବାର ବା ଶନିବାର ଦିନ କରିବା ଶୁଭ ହୋଇଥାଏ । ହନୁମାନ ଚାଳିଶାରେ ଏମିତି କିଛି ମନ୍ତ୍ର ରହିଛି ଯାହା ଜପ କରିବା ଦ୍ଵାରା ମଣିଷ ଜୀବନରେ ସବୁ ଦୁଖ ଦରିଦ୍ରତା ଦୂର ହୋଇ ପାରିବ ।

ପ୍ରଥମ ମନ୍ତ୍ର ହେଉଛି ଭୁତ ପିଶାଚ ନିକଟ ନାହି ଆୱେ, ମହାବୀର ଜବ ନାମ ସୁନାବେ । ଏହାର ଅର୍ଥ ହେଉଛି ଯେଉଁ ମାନେ ଭୟ କରୁଛନ୍ତି ସେମାନେ ଏହି ମନ୍ତ୍ର ଜପ କରିଲେ ସବୁ ଭୟ ଦୂର ହୋଇଥାଏ । ଅନ୍ୟ ମନ୍ତ୍ରଟି ହେଉଛି ନାସେ ରୋଗ ହରେ ସବ ପୀଡା, ଜପଟ ନିରନ୍ତର ହନୁମତ ବୀରା ।

ଏହାର ଅର୍ଥ ହେଉଛି ଯଦି କୌଣସି ବ୍ୟକ୍ତି ଦୀର୍ଘ ଦିନ ହେବ ରୋଗରେ ପୀଡିତ ଅଛନ୍ତି ତେବେ ତାଙ୍କୁ ଏହି ମନ୍ତ୍ର ଜପ କରିବା ଉଚିତ । ଯାହା ଦ୍ଵାରା ସେ ବହୁତ ଜଲ୍ଦି ଆରୋଗ୍ଯ ହୋଇ ପାରିବେ । ଏହି ମନ୍ତ୍ର ଦିନକୁ ଦୁଇ ଥର ଜପ କରିବା ଶୁଭ ବୋଲି ବିଚାର କରାଯାଏ । ଏହା ସହ ସବୁ ରୋଗର ନାସ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *