20 ଟଙ୍କିଆ ନୋଟର ପଛରେ ଥିବା ଫୋଟୋ କେଉଁ ଯାଗା? ଏହା ସହ ଆହୁରି 23 Gk Quiz

ଆଇଏସ ଇଣ୍ଟରଭିୟୁରେ କେତେ ଥର ଇଣ୍ଟରଭିୟୁରେ ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପ୍ରଶ୍ନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭିୟୁର କ୍ୟାଣ୍ଡିଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏସ ଇଣ୍ଟରଭିୟୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦେବା ପାଇଁ ପ୍ରୟାସ କରନ୍ତୁ ।

୧- ଆଖିର ଲୁହ କାହିଁକି ଲୁଣିଆ ଲାଗିଥାଏ ?

ଉତ୍ତର- ଲୁହ ରେ ସୋଡିୟମ କ୍ଳୋରାଇଡ ଥିବାରୁ

୨- ସାପ ର ବିଷ କେଉଁ ରଙ୍ଗର ହୋଇଥାଏ ?

ଉତ୍ତର- ହଳଦିଆ

୩- ମଇଦା କେଉଁଥିରୁ ତିଆରି ହୋଇଥାଏ ?

ଉତ୍ତର- ଗହମ

୪- କେଉଁ ଜୀବ ତାର ପାଦ ରେ ସ୍ଵାଦ ବାରିଥାଏ ?

ଉତ୍ତର- ପ୍ରଜାପତି

୫- କେଉଁ ପ୍ରାଣୀ ଅନ୍ଧାରରେ ଦେଖିପାରେ ?

ଉତ୍ତର- ଚିତାବାଘ

୬- କଳା ପତାକା ର ଅର୍ଥ କଣ ?

ଉତ୍ତର- ପ୍ରତିବାଦର ସଂକେତ

୭- ଭାରତରେ ମାଟି ତଳେ ଟ୍ରେନ ପ୍ରଥମେ କେବେ ଓ କେଉଁଠି ଚାଲିଥିଲା ?

ଉତ୍ତର- କଲିକତାରେ ୨୧ ଅକ୍ଟୋବର ୧୯୮୪ ମସିହାରେ

୮- ଭାରତରେ ସୁନା କେଉଁଠାରେ ମିଳିଥାଏ ?

ଉତ୍ତର- କର୍ଣ୍ଣାଟକ ରାଜ୍ୟର କୋଲାର

୯- ଓଡିଶାରେ କେତୋଟି ହ୍ରଦ ରହିଛି ?

ଉତ୍ତର- ୩ଟି ଯଥା ଚିଲିକା, ସାରା ଓ ଅଂସୁପା

୧୦- ସବୁଠାରୁ ବେସୀ ଦିନ ବଞ୍ଚୁଥିବା ଜୀବ ର ନାମ କଣ ?

ଉତ୍ତର- କଇଁଛ

୧୧- ଭିକ୍ଟୋରିଆ ସହର କେଉଁଠାରେ ଅଛି ?

ଉତ୍ତର- କୋଲକାତା

୧୨- କେଉଁ ଜୀବ ର ଆଖି ରୁ ସବୁବେଳେ ଲୁହ ଝରିଥାଏ ?

ଉତ୍ତର- କୁମ୍ଭୀର

୧୩- ଓଡିଆ ନୂଆବର୍ଷ କେବେ ପାଳନ କରାଯାଏ ?

ଉତ୍ତର- ପଣା ସଙ୍କ୍ରାନ୍ତି ରେ

୧୪- କେଉଁ ଜୀବ ର ରକ୍ତ ରଙ୍ଗ ନୀଳ ହୋଇଥାଏ ?

ଉତ୍ତର- ଅକ୍ଟୋପାସ

୧୫- କେଉଁ ପକ୍ଷୀ ଉଭୟ ଆଗକୁ ଓ ପଛକୁ ଉଡିପାରେ ?

ଉତ୍ତର- ହାମିଙ୍ଗ ବାର୍ଡ

୧୬- କେଉଁ ବୃକ୍ଷ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ ?

ଉତ୍ତର- ଅଶ୍ଵତଥ ଗଛ

୧୭- କେଉଁ ଗଛର ପତ୍ର ରୁ ନୂଆ ଗଛ ହୋଇଥାଏ ?

ଉତ୍ତର- ଆମର ପୋଇ

୧୮- କେଉଁ ଜୀବ ର ୯ଟି ମୁଣ୍ଡ ଅଛି ?

ଉତ୍ତର- ହାଇଡ୍ରା

୧୯- କେଉଁ ଜୀବ ର ଆଖି ନାହି ?

ଉତ୍ତର- ଜିଆ

୨୦- ବିମାନର ଟାୟାରରେ କେଉଁ ଗ୍ଯାସ ଥାଏ ?

ଉତ୍ତର- ନାଇଟ୍ରୋଜେନ

୨୧- କେଉଁ ଜୀବ କେବେ ସୁଏ ନାହି ?

ଉତ୍ତର- ମାଛ

୨୨- କେଉଁ ଜୀବ କେବଳ ୧୬ ମିନିଟ ମାତ୍ର ଶୋଇଥାଏ ?

ଉତ୍ତର- ପିମ୍ପୁଡି

୨୩- ଲାଲକିଲା ଭାରତ ବ୍ଯତୀତ କେଉଁଠାରେ ଅଛି ?

ଉତ୍ତର- ପାକିସ୍ତାନ

୨୪- ୨୦ ଟଙ୍କିଆ ନୋଟ ର ପଛରେ ଥିବା ଫୋଟୋ ର କେଉଁ ଜାଗା ?

ଉତ୍ତର- ଏଲୋରା ଗୁମ୍ଫା, ମହାରାଷ୍ଟ୍ର ର

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *