2022ରେ କେମିତି ରହିବ ମକର ରାଶିର Love Life

ଆପଣଙ୍କୁ ନବ ବର୍ଷର ଶୁଭକାମନା ଦେବା ସହ ଆମେ ଆଜି କହିବା କି ଆପଣଙ୍କ ସମୟ କିଭଳି ଜୀବ । ଆପଣଙ୍କ ସମୟ କିଭଳି ଜୀବ ଆପଣ ଜାଣି ଛନ୍ତି କି ଆପଣ ଯଦି ମକର ରାଶିର ଲୋକ ଅଟନ୍ତି ତେବେ ଆସନ୍ତୁ ଜାଣିବା ଆପଣଙ୍କ ବିଷୟରେ । ଆପଣ ଜାଣି ଥିବେ କି ମକର ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଶନି ଗ୍ରହ ଓ ଭାଗ୍ୟକାରୀ ଗ୍ରହ ହେଉଛନ୍ତି ଶୁକ୍ର ଗ୍ରହ । ଏମାନେ ଖୁବ ସ୍ପଷ୍ଟ ବାଡି ଓ ଅନୁଶାଶନ ସମ୍ପର୍ଣ୍ଣ ଏମାନେ ପରିବାର କୁ ନେଇ କେବଳ ନୁହେଁ କିମ୍ବା ସାଙ୍ଗମାନଙ୍କୁ ନେଇ ନୁହେଁ ଏମାନେ ନିଜ ଅନୁଶାଶନ କୁ ଖୁବ ଭଲ ପାଇ ଥାନ୍ତି ।

ଏମାନେ ଯାହାଭି କରିଥାନ୍ତି କିମ୍ବା ଯାହାଭି କରିବା ପାଇଁ ଚାହିଁ ଥାନ୍ତି ଏମାନେ ସେଯା କରିବା ପାଇଁ ନିଜର ସଂପୂର୍ଣ୍ଣ ଚେଷ୍ଟା କରି ଦେଇଥାନ୍ତି । ଆପଣାମନେ ଯେଉଁ ସମସ୍ଯା ର ଆସୁବିଧାରେ ପଡିଥିଲେ ଏହି ବର୍ଷ ଆରମ୍ଭ ରୁ ଆପଣ ବାହାରି ଯିବେ । ଆପଣ ମାନେ ଯେଉଁ ଭଳି ସମୟ ବୀଟିବାର ଦେଖିବେ ସେଇ ଭଳି ଭାବେ ଆପଣଙ୍କ ସମୟ ଭଲ ହୋଇଯିବ ।

ଆପଣଙ୍କ ପ୍ରେମ ସମ୍ପର୍କ ଖୁବ ଭଲ ହେବା ସହ ଆପାନ୍ନ୍କ ବିବାହ ଯୋଗ ମଧ୍ୟ ଫିତୁଛି ଏହି ବର୍ଷ ଯଦି ଆପଣ ବାହାରକୁ ଯାଇକି ନିଜ ଚାକିରି କୁ ଆହୁରି ଭଲ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣଙ୍କୁ ଅନେକ ଥର ସୁଯୋଗ ମିଳିବ । ଆପଣମାନେ ଯଦି ବିବାହ କରିଛନ୍ତି ତେବେ ଆପଣ ରୋମାନଟିକ ରହିବେ ।

ସ୍ଵାମୀ ସ୍ତ୍ରୀ ଙ୍କ ସହ ସମ୍ପର୍କ ଖୁବ ଭଲ ରହିବ । ଭଲ ଜୀବନ ସାଥି ପାଇବା ସହ ଆପଣ ମାନେ ସମ୍ମାନ ଓ ସବୁ ପ୍ରକାର ଖୁଶି ପାଇବେ । ଯେଉଁ ମାନେ ବେପାର କରୁଛନ୍ତି ସେମାନେ ଏବେ ନୂଆ ପାର୍ଟନର ପାଇବେ । ଆପଣମାନେ ନିଜ ପିତା ମାତା ଙ୍କ ସହ ଭଲ ସମୟ ବିତାଇବେ ।

ଘରେ ଶାନ୍ତିର ବାତାବରଣ ରହିବ ଏହା ଶହ । ଆପଣମାନେ ପରିବାର ରେ ଥିବା ଅଶାନ୍ତିର ସମାଧାନ ମିଳିଯିବ ଆପଣଙ୍କୁ । ଆପଣମାନେ ଯଦି ନୂଆ ବର୍ଷ ଆରମ୍ଭରୁ କିଛି ନୂଆ କାମ କରିବା ପାଇଁ ଚାହୁଁ ଛନ୍ତି ଆପଣ ଏହାକୁ ଜୁନ ମାସ ଆଡକୁ ଆରମ୍ଭ କରିବା ଭଲ ହେବ ।

ଆପଣଙ୍କ କାମ ଯଦି କିଛି ଅସୁବିଧାରେ ଫଶୀ ଯାଇଛି ତେବେ ଆପଣମାନେ ଏହି କାମ ପୁଣି ଥରେ ଆରମ୍ଭ କରି ପାରିବେ । ଯେଉଁ ମାନେ ବେପାର ରେ ନିଜର ନିବେଶ କରିବା ପାଇଁ ଯାଉଛନ୍ତି ସେମାନେ ନିଜ ପରିବାର ର କାହା ଠାରୁ ମତ ନେବା ପରେ ବେପାର ଆରମ୍ଭ କରିବା ଭଲ ହେବ ।

ଆପଣମାନେ ଯଦି କାହାକୁ କେବେ ସାହାଜ୍ଯ କରିଥିବେ ଏବେ ସାମନାରୁ ଆସିକି ସେ ଆପଣଙ୍କୁ ସାହାଜ୍ଯ କରିବେ । ଆପଣମାନେ ଯଦି ବାହାରକୁ ଯିବା ପାଇଁ ଚାହୁଁ ଥିଲେ ତେବେ ଆପଣମାନେ ଏହି ସମୟ ମାଧରେ ଯାଇ ପାରିବେ । ସାହି ପଡିଶା ସବୁ ଆପଣଙ୍କ ସହ ଏକ ମତ ହେବେ । ଆପଣଙ୍କ ସମ୍ମାନ ସମାଜରେ ପ୍ରତିଷ୍ଠା ହେବ ।

Leave a Reply

Your email address will not be published. Required fields are marked *