2022 ବର୍ଷରେ ଶନୀଙ୍କ କୋପଦୃଷ୍ଟି, ଏହି 3 ଟି ରାଶିର ସାବଧାନ 

୨୦୨୨ ରେ ଶନିଦେବ ରାସୀ ପରିବର୍ତନ କରିବାକୁ ଯାଉଛନ୍ତି । ଆସନ୍ତା ୨୯ ଏପ୍ରିଲକୁ ସନିଦେବ ପ୍ରାୟ ଅଢେଇ ବର୍ଷ ପରେ ରାସୀ ପରିବର୍ତନ କରିବାକୁ ଯାଉଛନ୍ତି । ସନିଦେବ ସବୁ ଗ୍ରହଠାରୁ ଧୀରେ ଚାଳନ କରିଥାନ୍ତି । ଆଉ ପ୍ରତେକ ଅଢେଇବର୍ଷ ପରେ ନିଜ ସ୍ଥାନ ପରିବର୍ତନ କରିଥାନ୍ତି । ଶନିଦେବ ୨୯ ଏପ୍ରିଲ ୨୦୨୨ ରେ ମକର ରାସିରୁ କୁମ୍ଭ ରାଶିକୁ ଚାଳନ କରିବେ । ଜ୍ଯୋତିଷ ଶାସ୍ତ୍ରରେ ଶନିଙ୍କ ରାସୀ ପରିବର୍ତନକୁ ବହୁତ ମହତ୍ଵ ପୂର୍ଣ ମନାଯାଇଥାଏ । ଶନି ନିଜ ରାସୀ ପରିବର୍ତନ କରିବା ଦ୍ଵାରା କିଛି ରାଶିର ବ୍ୟକ୍ତିଙ୍କୁ ଲାଭ ପ୍ରାପ୍ତ ହୋଇଥାଏତ କିଛି ରାଶିର ବ୍ୟକ୍ତିଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।


ଶନି ଦେବ ଯେବେ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ପ୍ରବେଶ କରିଥାନ୍ତି । କିଛି ରାଶିଙ୍କୁ ଶନି ସଢେଷାତିରୁ ମୁକ୍ତି ମିଳିଥାଏ ତ ଆଉ କିଛି ରାଶିରେ ଶନି ଶଢେଷାତି ଆରମ୍ଭ ହୋଇଥାଏ । ସେହି ପରି ଶନିଙ୍କ ରାସୀ ପରିବର୍ତନ ଦ୍ଵାରା କିଛି ରାଶିରେ ସନୀଙ୍କ ଢେୟା ସମାପ୍ତ ହୋଇଥାଏ । କିଛି ରାଶିରେ ଶନୀଙ୍କ ଢେୟା ପ୍ରଭାବ ଆରମ୍ଭ ହୋଇଥାଏ । ଆଜି ଆମେ କହିବୁ ଶନୀଙ୍କ ରାସୀ ପରିବର୍ତନ ଦ୍ଵାରା କେଉଁ କେଉଁ ରାସୀ ଜୀବନରେ କ୍ଷତି ହେବାକୁ ଯାଉଛି । ଏହି ରାସୀ ମାନଙ୍କୁ ୨୦୨୨ ମସିହାରେ ବିଶେଷ ସାବଧାନ ରହିବାକୁ ପଡିବ ଏବଂ ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ବିଷୟରେ କୁହାଯାଇଛି । ଯାହାକୁ କରିବା ଦ୍ଵାରା ଶନୀଙ୍କ ପ୍ରଭାବରୁ ମୁକ୍ତି ମିଳିଥାଏ ।


ମିନ ରାଶି :- ଶନି ଦେବ କୁମ୍ଭ ରାଶିକୁ ପ୍ରବେଶ କରିବା ଦ୍ଵାରା ମିନ ରାଶିରେ ଶନି ଶଢେଷାତିର ପ୍ରଭାବ ଆରମ୍ଭ ହେବାକୁ ଲାଗିବ । ଶନି ଶଢେଷାତିର ତିନୋଟି ଚରଣ ରହିଥାଏ ଏବଂ ଜ୍ଯୋତିଷ ମାନ୍ୟତା ହିସାବରେ ଶନି ଶାଢେଶାତିର ପ୍ରଥମ ଚରଣ ସବୁଠାରୁ ଅଧିକ ଭୟାନକ ହୋଇଥାଏ । ସଦ୍ଗେଷଟିର ପ୍ରଥମ ଚରଣରେ ବ୍ଯକ୍ତିର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ ।


ବିଛା ରାଶି :- ଶନି କୁମ୍ଭ ରାଶିକୁ ପ୍ରବେଶ କରିବା ଦ୍ଵାରା ଶନୀଙ୍କ ଢେୟା ଆରମ୍ଭ ହେବ । ତଥା ଶନୀଙ୍କ ଢେୟା ଲାଗିବା ଦ୍ଵାରା ବିଛା ରାଶିର ବ୍ୟକ୍ତିଙ୍କୁ ନାନା ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିବ । ଶେଠୀ ଲାଗି ବିଛା ରାଶିର ବ୍ୟକ୍ତି ମାନଙ୍କୁ ମଧ୍ୟ ୨୦୨୨ ଏପ୍ରିଲ ମାସ ଠାରୁ ବିଶେଷ ସାବଧାନ ରହିବାକୁ ପଡିବ ।


କର୍କଟ ରାଶି :- ଶନି ଦେବ ରାଶି ପରିବର୍ତନ କରିବା ଦ୍ଵାରା ମଧ୍ୟ ଶନୀଙ୍କ ଢେୟା ପ୍ରାରମ୍ଭ ହେବାକୁ ଲାଗିବା । ଯାହା ଫଳରେ କର୍କଟ ରାଶିର ଲୋକଙ୍କୁ ମଧ୍ୟ ନାନା ସମସ୍ୟାର ସାମ୍ନା କରିବାକୁ ପଡିବ । ଶେଥି ପାଇଁ ବିଶେଷ ସମସ୍ୟାର ସାବଧାନ ରହିବାକୁ ହେବ । କିନ୍ତୁ କିଛି ଉପାୟ ରହିଛି ଯାହାକୁ କରିବା ଦ୍ଵାରା ଶନୀଙ୍କ ଢେୟାକୁ ଖିନ୍ନ କରିହେବ । ଆପଣ ସବୁବେଳେ ହନୁମାନ ଚାଲିସାର ପାଠ କରନ୍ତୁ । ହନୁମାନଙ୍କ ପୂଜାଅର୍ଚନା କରନ୍ତୁ । ଆଉ ଯାତ୍ରା ସମୟରେ ହନୁମାନଙ୍କ ସିନ୍ଦୁର ଧାରଣ କରନ୍ତୁ ।

Leave a Reply

Your email address will not be published. Required fields are marked *