2022 ର ମକର ସଙ୍କ୍ରାନ୍ତିରେ 7ଟି ରାଶି ହେବେ ଧନର ବର୍ଷା, ଦେଖନ୍ତୁ ସେହି ରାଶି ଆପଣଙ୍କ ନୁହେଁ ତ ?

ମକର ସଂକରାନ୍ତି ହେଉଛି ଆମ ଦେଶର ବହୁତ ଭଲ ଓ ମନୋରଞ୍ଜନ କର ପର୍ବ । ଏହି ମକର ସଂକରାନ୍ତି ରେ କିଛି ଲୋକାମାନେ ନିଜ ପରିବାର ସହ ମିସିକି ଗୁଡି ଉଡାଇ ଥାନ୍ତି । ଏହା ସହ ମକର ଚାଉଳ ମଧ୍ୟ ଖାଇ ଥାନ୍ତି । କିନ୍ତୁ ଏହି ମକର ସଙ୍ଗକରାନ୍ତି କୁ ଉତ୍ତରାୟଣ ମଧ୍ୟ କୁହାଯାଏ । ଏହାର କାରଣ ହେଉଛି କି ଏହି ଦିନ ସୂର୍ଯ୍ୟ ଏହି ଦିନ ଠାରୁ ନିଜର ଉତ୍ତରାୟଣ କରି ଋତୁ ପରିବର୍ତ୍ତନ କରି ଥାନ୍ତି ।

ଏହି ଦିନ ଦାନ କରିବା ଦ୍ଵାରା ଆମେ ବ୍ରହ୍ମ ଲୋକ ପ୍ରାପ୍ତି କରି ପାରିବା । ଏହି ଦିନ ସୂର୍ଯ୍ୟ ଭଗବାନ ଙ୍କ ପୂଜା କରା ଯାଇଥାଏ । କିଛି ଜଣ ଏହି ସମୟରେ ନିଜର ପରିବାର ସହ ମିସିକି ଭଲ ସମୟ ବିତାଇ ଥାନ୍ତି କିନ୍ତୁ କିଛି ନିୟମର ସହ । ଅଲଗା ଅଲଗା ଜାଗାରେ କିଛି ଅଲଗା ପ୍ରକାର ନିୟମମାନ ଅଛି ଯାହା ଦ୍ଵାରା ସବୁ ହିନ୍ଦୁ ଧର୍ମର ଲୋକମାନେ ଏହାଙ୍କୁ ପୂଜା କରି ଥାନ୍ତି ।

ଏହି ଦିନ ବହୁତ ଶୁଭ ଅଟେ ଏହି ଦିନ ଭଗବାନ ସୂର୍ଯ୍ୟ ଦେବା ମକର ରାଶି କୁ ଚଳ କରିବେ । କିନ୍ତୁ ଏବେ ଏହି ବର୍ଷର ମକର ସଙ୍ଗକରାନ୍ତି ଏବେ 14 ତାରିଖରେ ଆସିବା ପାଇଁ ଯାଉଛି ଯାହା ଦ୍ଵାରା ମା ଲକ୍ଷ୍ମୀ କିଛି ରାଶି ମାନଙ୍କ ଉପରେ ନିଜର ଶୁଭ ଦ୍ରୁଷ୍ଟି ଦେବେ ଏହି ଦିନ ଠାରୁ ।

ତେବେ ଆଜି ଆମେ ଆପଣଙ୍କୁ କହିବା କି କେଉଁ ରାଶି ମାନେ ଏବେ ଭଲ ପରିଣାମ ପାଇବା ପାଇ ଯାଉଛନ୍ତି ଓ ଏହା କଣ କଣ ଅଟେ । ମା ଲକ୍ଷ୍ମୀ ଙ୍କ କୃପାରୁ ଏବେ 7 ଗୋଟି ରାଶି ମାନେ ନିଜ ଜୀବନର ପ୍ରଗତି ଆଡକୁ ଯିବେ ଏମାନେ ।

ନିଜ କାମ ଯାହାକାଉ ଅଧାରେ ଛାଡି ଦେଇଥିବେ କିମ୍ବା ଆକିଛି କାରଣରୁ ଏହା ଆପଣଙ୍କ ପାଖରୁ ଚାଲି ଯାଇଥିବା ଏହା ଆପଣଙ୍କ ପାଖକୁ ଆସିଯିବ । ଆପଣ ଯଦି ନୂଆ ଜାଗା କିମ୍ବା ନୂଆ ଜମି କିଣିବା ପାଇ ଚାହିଁବେ ଏହି ସମୟ ଖୁବ ଭଲ ଅଛି କିନ୍ତୁ ଏହାକୁ ସଂକରାନ୍ତି ଦିନ କିଣିବା ଭଲ ନୁହେଁ ଆପଣ ଏହାକୁ ପରେ କିଣି ନେବେ ।

ଯେଉଁ ମାନେ ଏବେ ଚାକିର କରିବା ପାଇ ଚିନ୍ତାରେ ଅଛନ୍ତି ସେମାନେ ନିଶ୍ଚିତ ଭାବେ ଚାକିରି କରିବା ଭଲ ହୋଇ ଥାଏ । ଯଦି କେହି ନିଜର ବେପାର କରିବା ପାଇଁ ଚାହୁଁ ଛନ୍ତି ତେବେ ନିଶ୍ଚିତ ଭାବେ ସେମାନେ ବେପାର କରି ପାରିବେ । ଆପଣ ନିଜର ମଧୁର ବାଣୀ ଦ୍ଵାରା ଅନ୍ୟକୁ ପ୍ରଭାବଇତ କରି ପାରିବେ ।

ଆପଣ ଯଦି କାହାକୁ କେବେ ଭି ସାହାଜ୍ଯ କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ସମୟରେ ତାର ଶୁଭ ପରିଣାମ ପାଇବେ । ଆପଣ ସମାଜରେ ମାନ ସମ୍ମାନ ଓ ଅନେକ ଧନ ମିଳିବାର ଯୋଗ ଅଛି । ତେବେ ଏହି ରାଶୀମାନେ ହେଲେ ତୁଳା, ମକର, ମେଷ, କନ୍ୟା, ବୃଷ, କର୍କଟ, ସିଂହ ରାଶି ।

Leave a Reply

Your email address will not be published. Required fields are marked *