ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ହେବା କାରଣରୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ରାଶି ଜରିଆରେ ବ୍ୟକ୍ତି ନିଜର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ପୂର୍ବରୁ ଅବଗତ ହୋଇପାରେ । ଯେତେବେଳେ ରହୁ ଓ କେତୁଙ୍କ ଚଳନ ହୋଇଥାଏ ସେତେବେଳେ ସମସ୍ଯା ଅଧିକ ଦେଖା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ୨୦୨୧ରେ ତୁଳା ରାଶି, ବିଛା ରାଶି ଓ ଧନୁ ରାଶି ରାହୁ ଓ କେତୁଙ୍କର ଚଳନ କିପରି ରହିବ ସେହି ବିଷୟରେ କହିବାକୁ ଯାଉଛୁ ।
ତୁଳା ରାଶି : ଆପଣଙ୍କ ଜୀବନରେ ରାହୁ ଓ କେତୁର ଚଳନ ଯୋଗୁ ସାବଧାନତାର ସହ ରହିବାକୁ ପଡିବ । ଆପଣଙ୍କୁ ଅପମାନ ହେବାକୁ ପଡିପାରେ । ଶତ୍ରୁ ମାନଙ୍କର ସଂଖ୍ୟା ବୃଦ୍ଧି ପାଇଥାଏ । କୌଣସି କାରଣରୁ ଆପଣ ମାନସିକ ଚିନ୍ତା ରେ ରହି ପାରନ୍ତି । କିନ୍ତୁ ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ବିଦେଶକୁ ଉଚ୍ଚ ଶିକ୍ଷା ପାଇଁ ଯାତ୍ରା କରି ପାରନ୍ତି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମୟ ରହିବ । ବ୍ୟବସାୟରେ କିଛି ନିବେଶ କରିବା ପୂର୍ବ ରୁ ଆପଣ ବିଚାର ବିମର୍ଶ କରନ୍ତୁ । ଆପଣଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ଦେଖାଯିବ ।
ବିଛା ରାଶି : ଆପଣଙ୍କର ଶତ୍ରୁ ମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ବ୍ୟକ୍ତିଗତ ଜୀବନରେ ସମସ୍ଯା ସୃଷ୍ଟି ହେବ । କୋର୍ଟ କଚେରୀ ମାମଲା ରେ ସମୟ କଟିବ । ଅଯଥା ରେ ଟଙ୍କା ଖର୍ଚ୍ଚ କରିବେ । ଉଚ୍ଚ ଜାଗାରେ ଚଢିବେ ନାହି । ଯାନ ବାହନ ଚଳନ ସମୟରେ ଆପଣ ସତର୍କ ରୁହନ୍ତୁ । ଆପଣଙ୍କର ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ସାହାଜ୍ଯ ମିଳିବ । ଏ ସବୁ ସମସ୍ଯା ଥିଲେ ଆପଣ କୌଣସି କ୍ଷେତ୍ର ରୁ ଖୁସି ଖବର ଶୁଣିବାକୁ ପାଇବେ । କୌଣସି କ୍ଷେତ୍ର ରୁ ଆପଣ ଆକସ୍ମିକ ଭାବେ ଧନ ଲାଭ କରିବେ ।
ଧନୁ ରାଶି : ରାହୁ ଓ କେତୁଙ୍କ ଚଳନ ଯୋଗୁ ଆପଣଙ୍କ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇପାରେ । ଅଯଥା ରେ ଖର୍ଚ୍ଚ କରିବେ । ଅଯଥାରେ ବିବାଦୀୟ ପରିସ୍ଥିତି ସ୍ତୁଷ୍ଟି ହେବ । କୌଣସି ଯାନବାହାନ କିଣିବେ ନାହି । ଆପଣଙ୍କ ସମୟ ପ୍ରତିକୂଳ ରହିବ । ପାରିବାରିକ ଜୀବନରେ କଳହ ସୃଷ୍ଟି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଙ୍କର ମନାନ୍ତର ହୋଇପାରେ । ପ୍ରେମ ଜୀବନରେ ଆପଣଙ୍କର କୌଣସି କାରଣ ହେତୁ ବିବାଦ ହୋଇପାରେ । ଆପଣଙ୍କର ଅର୍ଥ କୁ ନେଇ ଶୁଭ ସମୟ ରହିବ ।
ତେବେ ଏହି ୩ଟି ରାଶି ଚଳିତ ବର୍ଷ ସାବଧାନ ରହିବା ଉଚିତ । ଯଦି ଆପଣ ମାନେ ସାବଧାନ ନ ହେବେ ତେବେ ଆଗାମୀ ଭବିଷ୍ୟତ ରେ ଅସୁବିଧାରେ ପଡି ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।