ହିନ୍ଦୁ ଶାସ୍ତ୍ର ପୁରାଣ ଅନୁସାରେ ନବଗ୍ରହ ମାନଙ୍କ ମଧ୍ୟରୁ ଶନି ଦେବ ହେଉଛନ୍ତି ବହୁତ କ୍ରୋଧୀ । ତାଙ୍କୁ ସନ୍ତୁଷ୍ଟ କରିବା ବା ତାଙ୍କ କୃପା ଲାଭ କରିବା ଏତେ ସହଜ ନୁହେଁ । ଶନି ଦେବଙ୍କର କ୍ରୋଧ ଯଦି କାହା ଉପରେ ପଡିଥାଏ ତେବେ ସେହି ବ୍ୟକ୍ତିର ଜୀବନରେ କ୍ଲେଶ , ଅଶାନ୍ତି , ଅର୍ଥ ଅଭାବ , ବୈବାହିକ ଜୀବନରେ ଅଶାନ୍ତି , ଆଦି ଲାଗି ରହିଥାଏ । ଯାହାର ଶନି କୁଣ୍ଡଳୀରେ ଦୁର୍ବଳ ଥାନ୍ତି ସେମାନଙ୍କର ଜୀବନରେ କଷ୍ଟ ଓ ସମସ୍ଯା ଆଦି ବହୁତ ଦେଖାଦେଇଥାଏ ।
କିନ୍ତୁ ସେହି ଭଳି ଅନ୍ୟ ପକ୍ଷରେ ଯଦି ଆପଣଙ୍କୁ ଶନି ଦେବଙ୍କ କୃପା ମିଳିଥାଏ ତେବେ ଆପଣଙ୍କ ଜୀବନରେ କୌଣସି ସମସ୍ଯା ଆସିବ ନାହିଁ । ଯାହାର କୁଣ୍ଡଳୀରେ ଶନି ଦୃଢ ଥାନ୍ତି ତେବେ ତା ଜୀବନର ସବୁ ସମସ୍ଯା ଦୂର ହୋଇଯାଏ । ତେବେ ସେହି ଭଳି ଶନି ଦେବଙ୍କର କୃପା ୫ ଟି ରାଶିଙ୍କୁ ମିଳିବାକୁ ଯାଉଛି ।
କହିବାକୁ ଗଲେ ଏହି ୫ ଟି ରାଶିର ଲୋକମାନେ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି । ଏହି ରାଶିଙ୍କ ଉପରେ ଶନି ଦେବଙ୍କ କୃପା ୨୧ ବର୍ଷ କୃପା ଦ୍ରୁଷ୍ଟି ରଖିବେ । ପ୍ରଥମ ରାଶି ହେଉଛି ମେଶ ରାଶି – ଯେଉନମାନଙ୍କର ଆର୍ଥିକ ସମସ୍ଯା ଲାଗି ରହିଛି ସେମାନଙ୍କୁ ଆୟ କରିବାର ନୂଆ ସୁଯୋଗ ପ୍ରାପ୍ତ ହେବ ।
ଯେଉଁମାନଙ୍କର ପାରିବାରିକ ସମସ୍ଯା ଅଛି ତାହା ଏବେ ସମାଧାନ ହେବ । ଆପଣଙ୍କୁ ନିଜ ସନ୍ତାନ ସହ ଜଡିତ କୌଣସି ଶୁଭ ସମ୍ବାଦ ମିଳିବ । ଦ୍ଵିତୀୟ ରାଶି ଟି ହେଉଛି କର୍କଟ – ଏମାନଙ୍କୁ ମଧ୍ୟ ଶନି ଦେବଙ୍କ କୃପା ମିଳିବ । ପରିବାରରେ ସୁଖ ଓ ଶାନ୍ତି ରହିବ । ଯଦି କୌଣସି ସ୍ଥାନରେ ଆପଣଙ୍କର ପାଇସା ଫସି ଯାଇଛି ତେବେ ତାହା ଆପଣଙ୍କୁ ମିଳିବ ।
ପ୍ରେମ ସମର୍ପକ ରେ ମଧ୍ୟ ଆପଣଙ୍କର ଭଲ ରହିବ । ଛାତ୍ର ଛାତ୍ରୀ ମାନେ ପରିଶ୍ରମ କରିବା ଦ୍ଵାରା ଉଚିତ ଫଳ ପାଇବେ । ତୃତୀୟ ରାଶି ହେଉଛି କନ୍ୟା ରାଶି – ଆପଣ ବହୁତ ଭାଗ୍ୟଶାଳୀ ରହିବେ । ଧନ ଲାଭ ହେବ । ଆର୍ଥିକ ସ୍ଥିତି ଦୃଢ ହେବ । ଆପଣଙ୍କ ବିଗିଡି ଯାଇଥିବା କାର୍ଯ୍ୟ ପୁନର୍ବାର ସୁଧାର ହେବ ।
ଚତୁର୍ଥ ରାଶି ହେଉଛି ମକର ରାଶି – ଧନ ଲାଭ ହେବ । ପୁରୁଣା ବନ୍ଧୁଙ୍କ ସହ ମିସିବେ । କୋଣସି ନୂଆ ଅଳଙ୍କାର , ଜାନ , ଜମି ଆଦି ଆପଣ କିଣି ପାରନ୍ତି । ଆପଣଙ୍କର ପାରିବାରିକ ବନ୍ଧନ ସୁଦୃଢ ହେବ । ବିଦ୍ୟାର୍ଥୀ ମାନେ ଭଲ ଫଳ ପାଇବେ ।
ଏବେ ଜାଣିବା ପଞ୍ଚମ ବା ଶେଷ ରାଶି ସମ୍ପର୍କରେ କୁମ୍ଭ ରାଶି – ଏହି ରାଶିର ଲୋକମାନଙ୍କର ସ୍ଵାମୀ ହେଉଛନ୍ତି ଶନି ଦେବ । ତେଣୁ ଆଜି ଠୁ ୨୧ ବର୍ଷ ପର୍ଯ୍ଯନ୍ତ ଏମାନଙ୍କୁ ଶନି ଦେବଙ୍କ କୃପା ମିଳିବ । ଏମାନଙ୍କର କାର୍ଯ୍ୟକୁ ନେଇ ଥିବା ଚିନ୍ତା ଦୂର ହେବ । ପାରିବାରିକ ରେ ଶୁଖ ଶାନ୍ତି ବଜାୟ ରହିବ । ଏହି ରାଶି ର ଲୋକମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ ।