30 ତାରିଖ ସକାଳୁ ଏହି ରାଶିର ହଟାତ ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର

ଭଗବାନ ଶିବ ଙ୍କ ଆରାଧନା କରିଥିବା ବ୍ୟକ୍ତି ମାନେ ସବୁ ବେଳେ ଭଗବାନ ଶିବ ଙ୍କ କୃପା ପାଇ ଥାନ୍ତି । ତେବେ ଏହି ଦିନ ଆପଣ ମାନେ ଯଦି ଚାହିଁବେ କାଉଡି ନେଇ ମଧ୍ୟ ଯାତ୍ରା କରି ପାରିବେ । ଆପଣ ମାନେ ଜାଣି ଥିବେ କି ଏହି ଦିନ ନିଜ ମନକୁ ଓ ଆତ୍ମା କୁ ପବିତ୍ର ମଧ୍ୟ କରା ଯାଇ ଥାଏ । ଏହି ଦିନ ଭଗବାନ ଙ୍କ ପୂଜା କରିବା ଦ୍ଵାରା ଘରକୁ ଐସୋର୍ଜ୍ୟ ଥାଏ । ଏହା ସହ ଭଗବାନ ଙ୍କ କୃପା ରୁ ଆପଣଙ୍କ ଜୀବନରେ ଆସିଥିବା କିମ୍ବା ଆସିବା ପାଇଁ ଯାଉଥିବା ସବୁ କଷ୍ଟ ଦୂର ହୋଇ ଯାଇ ଥାଏ ।

ଆପଣ ମାନଙ୍କ ମଧ୍ୟରେ କିଛି ଲୋକମାନେ ଏହି ଦିନ ସକାଳୁ ଦେରୁ ରେ ଉଠନ୍ତି ଏହି ମାସରେ ପଡୁ ଥିବା ସୋମ ବାର ଦିନ ଆପଣ ମାନେ ସକାଳ କର୍ମ ସାରି ଏକ ତମ୍ବା କିମ୍ବା ପିତଳ ଢାଳରେ କିଛି ଜଳ ଭାରି ଭଗବାନ ଙ୍କ ପାଖକକୁ ନେଇ ଯାଇ ପାରନ୍ତି ଏହା ସହ ଆପଣ ମାନେ ଏହାକୁ ନେଇ ଭଗବାନଙ୍କ ଲିଙ୍ଗରେ ଢାଳିବା ଆବଶ୍ୟକ ଥାଏ ।

ଏହା ସହ ଆପଣ ଯଦି ଅଭିଷେକ କରିବା ପାଇଁ ଚାହିଁ ବେ ତାହା ମଧ୍ୟ କରି ପାରିବେ । ଆପଣ ମାନଙ୍କ ମଧ୍ୟରୁ କିନ୍ତୁ କିଛି ରାଶି ମାନଙ୍କ ପାଇଁ ଭଲ ଯୋଗ ହୋଇ ସାରିଛି ଏହାର ପ୍ରଭାବ ତାଙ୍କ ଜୀବନରେ ଆସିବା ରେ ମଧ୍ୟ ଲାଗିଛି । ଏହି ଭାଗ୍ୟ ଶାଳି ରାଶି ମାନେ ଏବେ ନିଜ ଜୀବନର ସବୁ କିଛି ଖୁଶି ପାଇବେ ।

ଭଗବାନ ଭୋଳା ନାଥ ଙ୍କ କୃପା ରୁ । କୁହା ଯାଏ ଭଗବାନ ଭୋଳା ନାଥ ଯାହା ଉପରେ ପ୍ରସନ୍ନ ହୁଅନ୍ତି ସେ ସବୁ କିଛି ପାଇ ଯାଇ ଥାଏ । ତେବେ ଏହି ରାଶ୍ହି ମାନେ କଣ କଣ ଫାଇଦା ପାଇବା ପାଇଁ ଯାଉଛନ୍ତି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ।

ଏହି ରାଶିର ଲୋକମାନେ ଏବେ ଚାକିରି ପାଇବା ପାଇ ଯାଉଛନ୍ତି ଏହା ସହ ଏମାନେ ଏବେ କାମ କରିବା ପାଇଁ ଯାଉଛନ୍ତି ଯେଉଁ ମାନେ ବେପାର କରିବା ପାଇଁ ଭାବୁ ଛନ୍ତି ଏହା ଭଲ ସମୟ ଅଟେ । ଆପଣ ନିଜ ବ୍ୟାପାର ଆରମ୍ଭ କରି ପାରିବେ ଏହା ସହ ଆପଣ ବାହାରକୁ ମଧ୍ୟ ଯାତ୍ରା କରିବାର ଯୋଗ ଅଛି ।

ଆର୍ଥିକ ସମସ୍ଯା ଦୂର ହେବା ସହ ଆପଣଙ୍କ ମାନଶୀକ ଚିନ୍ତା ମଧ୍ୟ ଦୂର ହେବା ପାଇଁ ଯାଉଛି । ଯେଉଁ ମାନେ ନିଜ କାମକୁ ଅଧାରେ ଛାଡି ଦେଇ ଥିଲେ ସେମାନେ ଏବେ ଏହାକୁ କରି ପାରିବେ । ଯେଉଁ ମାନେ ପାଠ ପଢୁ ଛନ୍ତି ସେମାନଙ୍କ ପାଇଁ ସମୟ ଖୁବ ଭଲ ଅଛି । ଆପଣ ମାନେ ଏବେ ସବୁ ଧାର ଉଧାର ଓ ଗରିବୀ ରୁ ମୁକ୍ତ ହୋଇ ଯିବେ ।

ଯେଉଁ ମାନେ ଏହା କରିବେ ସେମାନେ ଏବେ ଦୟାଳୁ ହେବା ନିହାତି ଦରକାର ଆପଣ ଯଦି କଠୋର ହୋଇକି ରହିବେ ତେବେ ଆପଣ ମାନେ ନିଶ୍ଚିତ ଭାବେ କଷ୍ଟ ଭୋଗ କରିବେ । ତେଣୁ ମନରେ ଦୟା ଭାବନା ରଖୀ ଥାନ୍ତୁ ଆପଣ ଗରିବ ହେବା ବେଳେ ଯେଉଁ ଭଳି ଥିଲେ ସେହି ଭଳି ଏବେ ମଧ୍ୟ ହୁଅନ୍ତୁ । ତେବେ ସେହି ରାଶି ହେଉଛି କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *