ଏହି 3ଟି ଜିନିଷ ଖାଆନ୍ତୁ କେବେ ହେବନି ହାର୍ଟ ଆଟାକ ଏବଂ ଶିରରେ ବ୍ଲକେଜ- Health Tips

ଆପଣ ମାନେ ଜାଣିଥିବେ କି ଏବେ ହୃଦୟ ଜନିତ ସମସ୍ୟା ବହୁତ ଦେଖବାକୁ ମିଳୁଛି । ଏହାର ପ୍ରମୁଖ କାରଣ ହେଉଛି ରକ୍ତ ଖରାପ ହେବା ଯୋଗୁ ଓ ବହୁତ ମୋଟା ହେବା ଯୋଗୁଁ ହୋଇଥାଏ ଯାହା ଫଳରେ ଆମର କୋଲୋଷ୍ଟ୍ରୋଲ ବଢିଯାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କର କୋଲୋଷ୍ଟ୍ରୋଲ ବଢିଯାଇଛି ନା ନାହିଁ ।

ଆମ ଶରୀର ଆମକୁ ବହୁତ ପ୍ରକାରର ସଂକେତ ଦେଇଥାଏ ଯାହାକି ଆମର ଯଦି କିଛି ରୋଗ ଆଗକୁ ହେବାର ଅଛି ବା ହେବ । ଯଦି ଆପଣଙ୍କର କେଉଁ ଜିନିଷ କେଉଁ ଠାରେ ରଖିଛନ୍ତି ମନେ ପଡୁ ନାହିଁ ତେବେ ଏହା ହେଉଛି ସ୍ମରଣ ଶକ୍ତି ଯୋଗୁଁ ହିଁ ହୋଇଥାଏ । ଆମର ମନ ସବୁ ବେଳେ ବହୁତ କମଜୋର ହୋଇ ଗଲାଣି ।

ଯଦି ରକ୍ତ ଠିକ ଭାବରେ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚି ନଥାଏ ତେବେ ଏହିପରି କିଛି ସମସ୍ୟା ଦେଖା ଜାତିଥାଏ । ତେବେ ଆସନ୍ତୁ ଜାଣିବା ଆମର ଯଦି କୋଲୋଷ୍ଟ୍ରୋଲ ବଢିଥାଏ ତେବେ ଆମେ କିପରି ଜାଣିବା । ପ୍ରଥମଟି ଆମେ ଆପଣଙ୍କୁ ସ୍ମରଣ ଶକ୍ତି ରହିବ ନାହିଁ । ଆମର ବାମ ପାଟର ଛାତିରେ ଟିକେ କେଞ୍ଚି ହେଲା ଭଳି ଲାଗିଥାଏ ।

ଏହାଛଡା ଆଖି ଟିକେ ଉପରକୁ କିଛି ଯଦି ରଙ୍ଗ ପରିବର୍ତନ ହୋଇଥାଏ ତେବେ ଆପଣ ଜାଣିବେ କି କୋଲୋଷ୍ଟ୍ରୋଲ ଅଧିକା ବଢି ଯାଇଛି । ଏହା ଆମ ଆଖି ଭିତରେ ରହି ଆମ ଆଖି ବହୁତ ଖରାପ କରିଥାଏ । ଏହା ଆପଣ ଜାଣି ରଖନ୍ତୁ ଯଦି ଆପଣଙ୍କର ଏହି ପରି ହେଉଛି ତେବେ ଆପଣ କେଉଁ ଜିନିଷ ଛାଡିବା ନିହାତି ଦରକାର ଓ କେଉଁ ଜିନିଷ ଖାଇବା ଦରକାର ।

ଆପଣ ସବୁଦିନ ସକାଳୁ ଉଠି କପାଳ ଭାରତୀ କରିବା ନିହାତି ଦରକାର ଏହାପରେ ଆପଣ ଓଲମ ବିଲମ କରିବେ । ଯଦି ଆପଣଙ୍କୁ ଏହାକୁ କରୁଛନ୍ତି ବହୁତ ଶୀଘ୍ର ଏହି ରୋଗରୁ ମୁକ୍ତି ପାଇ ପାରିବେ । ଶରୀରରୁ ଯଦି ଖରାପ କୋଲୋଷ୍ଟ୍ରୋଲକୁ ବାହାର କରିବାର ଅଛି ତେବେ ଆପଣ ପାଣି କଖାରୁର ଜୁଷ କରି ପିଆନ୍ତୁ ଏହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ହେବ ।

ଏହାକୁ ଆପଣ ଗୋଲ ମରୀଚ ସହିତ ମିଶାଇ ପିଅନ୍ତୁ । ସକାଳୁ ଉଠି ଖାଲି ପେଟରେ ପିବା ଦରକାର । ଆପଣ ଦେଖିବେ କୋଲୋଷ୍ଟ୍ରୋଲର ମାତ୍ରା ବହୁତ କମିଯିବ । ନିଜର ସ୍ମରଣ ଶକ୍ତି ମଧ୍ୟ ବହୁତ ବଢିବ । ଏହାଛଡା ଆଉ ଗୋଟିଏ ହେଉଛି ଅର୍ଜୁନ ଛାଲର ପାଉଡର ନିଅନ୍ତୁ ଓ ଏହାପରେ ଆପଣ ଅଳ୍ପ ଡାଲଚିନିର ପାଉଡର ନିଅନ୍ତୁ ।

ଏହାକୁ ଗୋଟିଏ ଗ୍ଳାସ ପାଣିରେ ନେଇ ପିଅନ୍ତୁ । ଏହାକୁ ଯେଉଁ ସମୟରେ ପିଇବେ ସେହି ସମୟରେ ଏହାକୁ ଟିକେ ଉଷୁମ କରନ୍ତୁ ଓ ଏହାକୁ ଛାଣି ଚାହା ପିଲା ଭଳି ଏହାକୁ ପିଅନ୍ତୁ । ଯଦି ଆପଣ ଏହା କରୁଛନ୍ତି ତେବେ ନିଜ ଭିତରେ ଥିବା କୋଲୋଷ୍ଟ୍ରୋଲର ମାତ୍ରା ବହୁତ କମ ହୋଇଯିବ । ଏହି କୋଲୋଷ୍ଟ୍ରୋଲ ଯଦି ଆମ ହୃଦୟରେ ରହିବ ତେବେ ଏହା ଆମ ହୃଦ ଘାତ ରୋଗର କାରଣ ହୋଇପାରେ ଓ ଡାଇବେଟିସର କାରଣ ମଧ୍ୟ ହୋଇଥାଏ ।

ଆପଣ କୁ ଆମେ ଆଉ ଗୋଟିଏ ଉପାୟ କହିବୁ ଯାହା ଆପଣଙ୍କ ଘରେ ଥିବ ଏହା ହେଉଛି ମେଥି । ଏହାକୁ ଆପଣ ୩ ମାସ ଯାଏଁ ପ୍ରତିଦିନ କରିବାକୁ ପଡିବ । ଯଦି ଆପଣଙ୍କ ଭିତରେ ଅତ୍ୟଧିକ ପରିମାଣରେ କୋଲୋଷ୍ଟ୍ରୋଲ ବଢି ଯାଇଛି ତେବେ ଏହାକୁ ଆପଣ ରାତିରେ ଭିଯାଇ ରଖନ୍ତୁ ଏହାପରେ ଆପଣ ସକାଳୁ ଉଠିଲା ପରେ ସେବନ କରନ୍ତୁ । ଯଦି ନିଜର କିଛି ରକ୍ତ ଚାପ ବଢିଥାଏ ତେବେ ମେଥି ଖାଇବା ଫଳରେ ଏହା ବହୁତ କମିଥାଏ ।

Leave a Reply

Your email address will not be published. Required fields are marked *