ସାରା ଜୀବନ ନିଜକୁ ଡୁହକହରେ ରହିବା ପାଇ ଭଲ ପାଇ ଥାନ୍ତି ଏହି ଲୋକମାନେ କହିଲେ ଭୁଲ ହେବନି । କାରଣ ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ସାରା ଜୀବନ ପାଇଁ ଦୁଃଖରେ ରହିବା ପାଇଁ ଭଲ ପାଇ ଥାନ୍ତି । ମଣିଷ କିଛି ନା କିଛି କଥାକୁ ନେଇକି ଚିନ୍ତାରେ ରହିଥାଏ । ଏହାର କାରଣ ହେଉଛି କି ମଣିଷ ଜନ୍ମ ହେବ ଅପରେ ତାର କର୍ମ ଆରମ୍ଭ ହୋଇ ଯାଇଥାଏ । କେହି ନିଜ ରୋଜଗାର କୁ ନେଇକି ଚିନ୍ତାରେ ରହି ଥାଏ ତ କେହି ନିଜ କାମକୁ ନେଇକି ଚିନ୍ତାରେ ରହି ଥାଏ ।
ମାତ୍ର ସେମାନେ ରହିବା ପାଇଁ ଦୁଇଟି ଜାଗା ନିଜକୁ ଦେଇ ଥାନ୍ତି ଏକ ହେଉଛି ଦୁଃଖ ଓ ଆରତି ଖୁଶି । ସମସ୍ଯା ତ ଆସିବ ଜୀବ କାହା ଜୀବନର ସେଶ ସମସ୍ଯା ଆମେ କହି ପାରିବା ନି । କିଛି ଦିନ ଖୁଶି ରେ ଥିବା ବେଳେ କିଛି ଦିନ ଦୁଃଖ ରେ ନିଶ୍ଚିତ ଭାବେ ଜୀବ । ପ୍ରତେକ ଲୋକଙ୍କୁ ଏହା ସାମନା କରିବା ପାଇଁ ପଡିଥାଏ । ଯେଉଁ ସମୟରେ ସୁଖ ଆସିଥାଏ ଆମେ ଏହାକୁ ଆମ ଜୀବନ ର ଭଲ ସମୟ କହି ଥାଉ ।
ମାତ୍ର ଯେଉଁ ସମୟରେ ଆମେ ଦୁଃଖ ଅନୁଭବ କରୁ ଆମେ ଆମ ଜୀବନକୁ କଷ୍ଟ ଦେଇଥାଉ । ଏହା ପାଇଁ ଆମେ ଭଗବାନ ଙ୍କୁ ପ୍ରାର୍ଥନା କରି ଥାଉ ଏହି ସମୟ ଚାଲିଯିବା ପରେ ଆମେ ଭଗବାନ ଙ୍କୁ ଭୁଲି ଯାଇଆ ଥାଉ ଏହା ପାଇଁ ଆମକୁ ଆମ ଦଣ୍ଡ ମିଳି ଥାଏ । ଭାଗ୍ୟ ଭବିଷ୍ୟତ ସବୁ କିଛି ଆମ ହାତରେ ନଥାଏ ।
ଆପଣ ଏହା ମଧ୍ୟ ଜାଣି ଛନ୍ତି କି ଏହା ଆମ ପାଇଁ ଆଗରୁ ଲେଖା ହୋଇକି ଥାଏ କେଉଁ କର୍ମ କାଲେ କେଉଁ ଫଳ ମିଳିବ । ତେବେ ଆମେ ଯଦି କହିବା କି ଆମ ନାମର ପ୍ରଥମ ଅକ୍ଷର ମଧ୍ୟ ଏହା ପାଇଁ ଦାଇ ହୋଇଥାଏ ଆପଣ କଣ ଏହାକୁ ବିଶ୍ବାଶ କରିବେ ? ଆଜ୍ଞା ହଁ ଆମ ନାମର ପ୍ରଥମ ଅକ୍ଷର ଦ୍ଵାରା ଆମେ ନିଜ ଭାଗୟା ବିଶାୟରେ ଜଣାଇ ନେବା ।
ନାମ ଆମ ଜୀବନର ବହୁତ କିଛି ହାସଲ ପାଇଁ ରାସ୍ତା କଢାଇ ଦେଇଥାଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମେ ନାମ ଅନୁସାରେ ତା ଜୀବନ କଥା କହି ପାରିବା । ପ୍ରଥମ ନାମ “S” ନାମର ଲୋକମାନେ ଏମାନେ ନିଜେ ସବୁ ବେଳେ କଷ୍ଟରେ ରହିକି ଅନ୍ୟ ମାନଙ୍କ ପାଇଁ ବଫାଦାର ଥାନ୍ତି ।
ଏମାନଙ୍କୁ ଲୋକପ୍ରିୟ ହେବ ପାଇ ଲୋଭ ଥାଏ । ଏମାନେ ଖୁବ ଭାବୁକ ହୋଇଥାନ୍ତି ଯାହାର ଫାଇଦା ବାହାର ଲୋକମାନେ ଉଠାଇ ଥାନ୍ତି ଓ ଏହା ପାଇଁ ଏମାନେ ସବୁ ବେଳେ କଷ୍ଟ ଭୋଗ କରନ୍ତି । ଏହା ପର ନାମ ହେଉଛି “P” । ଏହି ନାମର ଅଧିକାଂଶ ଲୋକମାନେ ଭୋଳା ଭଲ ହୋଇଥାନ୍ତି । ଏମାନେ ନିଜ କଥା ନଉସରେ କାମ କରିଥାନ୍ତି ।
ଏମାନେ ନିଜ କଥାକୁ କାହା ଆଗରେ ସେଯାର କରିବା ପାଇଁ ଭଲ ପାଇ ନଥାନ୍ତି ମାତ୍ର ଯାନକ ପାଖରେ ସବୁ ବେଳେ ଲୋକମାନେ ଫାଇଦା ମାରିବା ପାଇଁ ରହିଥାନ୍ତି । ଏହା ପର ନାମ ହେଉଛି “B” ନାମର ଲୋକମାନେ ଏମାନେ ଦେଖିବା ପାଇଁ ସୁନ୍ଦର ଓ ସାନ୍ତ ହୋଇଥାନ୍ତି ଏମାନେ ପରିଶ୍ରମୀ ହୋଇଥାନ୍ତି । ଏମାନେ ଖରାପ ସ୍ଵଭାବ ପାଇ ଏମାନଙ୍କ ସାଙ୍ଗ ଅଧିକା ନଥାନ୍ତି । ଯାନକ ଜୀବନରେ ଦୁଃଖ ଅଧିକା ଥାଏ