ଏହି 3ଟି ସ୍ଵପ୍ନ ବିଷୟରେ କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ, ହେବ ଭୟଙ୍କର କ୍ଷତି- Swapna Shastra

ସାଧାରଣତ ଆମେ ସମତେ ଶୋଇବା ପରେ ସ୍ଵପ୍ନ ଦେଖିଥାଉ । କିଛି ସ୍ଵପ୍ନ ଭଲ ହୋଇଥାଏ ତ ଆଉ କିଛି ଖରାପ ସ୍ଵପ୍ନ ମଧ୍ୟ ହୋଇଥାଏ । ଯାହାର ପ୍ରଭାବ ଆମ ଦୈନନ୍ଦିନ ଜୀବନ ଉପରେ ପଡିଥାଏ । ଏମିତି କିଛି ସ୍ଵପ୍ନ ରହିଛି ଯାହାକୁ ଦେଖିଲେ ଶୁଭ ମାନାଯାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଭଲ ପରିଣାମ ଦେଖିବାକୁ ମିଳିଥାଏ । କିନ୍ତୁ ଏମିତି କିଛି ସ୍ଵପ୍ନ ଅଛି ଯାହା ଦେଖିଲେ ଅଶୁଭ ମାନାଯାଏ ।

ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲେ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ୧- ପ୍ରଥମ ସ୍ଵପ୍ନ ହେଉଛି ଯଦି ଆପଣ ଶୋଇବା ସମୟରେ ନିଜର ମୃତ୍ୟୁ ସ୍ଵପ୍ନ ଦେଖୁଛନ୍ତି ତେବେ ଅନ୍ୟ ଆଗରେ କୁହନ୍ତୁ ନାହି ।

କାରଣ ଏହା ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ । ଯଦି ଆପଣ ନିଜର ମୃତ୍ୟୁ ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣଙ୍କର କୌଣସି ସମସ୍ୟାର ସମାଧାନ ହେବାକୁ ଯାଉଛି ଯାହା ଦୀର୍ଘ ଦିନରୁ ଲାଗି ରହିଥିଲା ବୋଲି ସୂଚନା ମିଳିଥାଏ । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାରିକୁ କହି ଦିଅନ୍ତି ତେବେ ଆପଣଙ୍କର କ୍ଷତି ହୋଇପାରେ ।

୨- ଦିତୀୟ ସ୍ଵପ୍ନ ହେଉଛି ଯଦି ଆପଣ ଶୋଇବା ସମୟରେ ନିଜକୁ କୌଣସି ବଣରେ ବୁଲୁ ଥିବାର ବା ନଦୀ ପାଖରେ ବସି ଥିବାର ଦେଖୁଛନ୍ତି ତେବେ ଅନ୍ୟ ଆଗରେ କୁହନ୍ତୁ ନାହି । କାରଣ ଆପଣଙ୍କ ଜୀବନରେ କୌଣସି ବଡ ଖୁସି ଆସିଆବର ସଂକେତ ମିଳିଥାଏ । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ ଅନ୍ୟ ଆଗରେ କୁହନ୍ତି ତେବେ ଆପଣଙ୍କର ସେ ଖୁସି ଅଧୁରା ରହିଯିବ ।

୩- ତୃତୀୟ ସ୍ଵପ୍ନ ହେଉଛି ଯଦି ଆପଣ ଶୋଇବା ସମୟରେ ଯଦି ଆପଣ ସାପ ଦେଖନ୍ତି ତେବେ ଆପଣଙ୍କ ଜୀବନରେ ମାନ ସମାନ ପ୍ରାପ୍ତ ହେବାର ସୂଚନା ମିଳିଥାଏ । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ ଅନ୍ୟ ଆଗରେ ପ୍ରକାଶ କରନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇ ଯାଇଥାଏ । ତେଣୁ ଭୁଲରେ ବି ଏହି ସ୍ଵପ୍ନ ବିଷୟରେ ଅନ୍ୟ ଆଗରେ ଜଣାନ୍ତୁ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *