5 ଜଣ ସ୍ବାମୀଙ୍କ ସହିତ କିପରି ଥିଲା ଦ୍ରୌପଦୀଙ୍କ ଚଉଠି ରାତି….

ବନ୍ଧୁଗଣ ମହାଭାରତରେ ପଞ୍ଚୁ ପାଣ୍ଡବଙ୍କ ସ୍ତ୍ରୀ ଦ୍ରୌପଦୀ ଙ୍କ ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତାଙ୍କର ଉତ୍ପତି ରାଜା ଦ୍ରୌପଦ ଙ୍କ ଯଜ୍ଞ କୁଣ୍ଡ ରୁ ସେହି ସମୟରେ ହୋଇଥିଲା ଯେତେବଳେ ସେ ତାଙ୍କର ଶତ୍ରୁ ଦ୍ରୋଣାଚାର୍ଜ୍ୟ ଙ୍କ ବଧ ପାଇଁ ପୁତ୍ର ପ୍ରାପ୍ତିର ଯଜ୍ଞ କରୁଥିଲେ । ରାଜା ଦ୍ରୌପଦ ଙ୍କ ସେହି ଯଜ୍ଞ କୁଣ୍ଡରୁ ଅଗନିର ଗୋଟେ ପୁତ୍ର ଋଷ୍ଟୟନ ଙ୍କ ସହ ଦ୍ରୌପଦୀ ପ୍ରକଟ ହୋଇଥିଲେ । ରାଜା ଦାରୁପଦ ନିଜ ପୁତ୍ରୀ ଦ୍ରୌପଦୀ ଙ୍କ ବିବାହ ପାଇଁ ସ୍ୱୟମ୍ବର କରିଥିଲେ । ଯେଉଁଥିରେ ବ୍ରାମହଣ ବେଶରେ ଆସିଥିବା ଅର୍ଜୁନ ସ୍ୱୟମ୍ବରକୁ ପୂରଣ କରି ଦ୍ରୌପଦୀଙ୍କୁ ବିବାହ କରିଥିଲେ ।

ଯେତେବେଳେ ଦ୍ରୌପଦୀଙ୍କ ସ୍ଵୟଂବର ହୋଇଥିଲା ସେହି ସମୟରେ ପଞ୍ଚୁ ପାଣ୍ଡବ ନିଜ ମା କୁନ୍ତୀ ଙ୍କ ସହ ସମସ୍ତଙ୍କ ଠାରୁ ନିଜର ପରିଚୟ ଲୁଚାଇ ବ୍ରାମହଣ ବେଶରେ ରହୁଥିଲେ । ଆଉ ଭିକ୍ଷା ମାଗି ଜୀବିକା ନିର୍ବାହ କରୁଥିଲେ । ପଞ୍ଚୁ ପାଣ୍ଡବ ଯେଉଁ ଭିକ୍ଷା ମାଗି ଆଣୁଥିଲେ ତାକୁ ନିଜ ମା ଆଗରେ ରଖୁଥିଲେ । ଏହା ପରେ ସେହି ଭିକ୍ଷା ମା କୁନ୍ତୀ ୫ ଭାଗରେ ବଣ୍ଟନ କରୁଥିଲେ ।

ଯେବେ ଏହି ପ୍ରକାରରେ ପଞ୍ଚୁ ପାଣ୍ଡବ ଦ୍ରୌପଦୀଙ୍କୁ ନେଇ ଘରକୁ ଆସିଲେ ସେମାନେ କବାଟ ପାଖରେ ଠିଆ ହୋଇ କହିଲେ କି ଦେଖ ମା ଆଜି ଆମେ କଣ ନେଇ ଆସିଛୁ । ସେହି ସମୟରେ କାମରେ ବ୍ୟସ୍ତ ଥିବା ମା କୁନ୍ତୀ କହିଥିଲେ କି ୫ ଭାଇ ମିଶି ତାର ଉପୋଭୋଗ କର । କୁନ୍ତିଙ୍କ ସହ ପଞ୍ଚୁ ପାଣ୍ଡବ ବହୁତ ସତ୍ୟବାଦୀ ଥିଲେ ।

ମା ର ପାତିରୁ ବାହାରୁଥିବା ସବୁ କଥାକୁ ନିଜ ଧର୍ମ ମାନେ କରି ସେମାନେ ପାଳନ କରୁଥିଲେ । ଦେବୀ କୁନ୍ତୀ ଦ୍ରୌପଦୀଙ୍କୁ ଦେଖିଲେ ସେଟବେଳେ ଭାବିଲେ ମୁଁ କଣ କହିଦେଲି । ସେତେବଳେ କୁନ୍ତୀ ଯୁଧିଷ୍ଠିରଙ୍କୁ କହିଲେ କି କିଛି ଏହିପରି ଉପାୟ ବାହାର କର ଯେମିତି ଦ୍ରୌପଦୀଙ୍କ କିଛି ଅନର୍ଥ ହେବ ନାହି ଓ ମୁହଁରୁ ବାହାରୁଥିବା କଥାଟି ସତ୍ୟ ହେବ ।

ଯେତେବେଳେ କାହା ଠାରୁ କିଛି ଉପାୟ ବାହାରିଲା ନାହି ସେତେବେଳ ରାଜା ଦ୍ରୌପଦ ମଧ୍ୟ ଚିନ୍ତାରେ ପଡିଲେ । ସଭାରେ ବସିଥିବା ଭଗବାନ କୃଷ୍ଣ ଓ ମହର୍ଷି ବ୍ଯାସକୁ ରାଜା ଦ୍ରୌପଦ କହିଲେ କି ଧର୍ମର ବିପରୀତ କେଉଁ ବି ସ୍ତ୍ରୀର ୫ଟି ସ୍ଵାମୀ ଥିବା ଭାବି ହେବ ନାହି । ଉତ୍ତରରେ ମହର୍ଷି ବ୍ଯାସ ରାଯଙ୍କୁ କହିଲେ କି ଦ୍ରୌପଦୀଙ୍କୁ ପୂର୍ବ ଜନ୍ମରେ ଏହି ବାର ଦାନ ପ୍ରାପ୍ତ ହୋଇଥିଲା ଯାହା ଫଳରେ ଏହିପରି ଘଟିଛି ।

ମହର୍ଷି ବ୍ଯାସ ବୁଝାଇବା ପରେ ରାଜା ଦ୍ରୌପଦ ନିଜ ପୁତ୍ରୀଙ୍କ ବିବାହ ପଞ୍ଚୁ ପାଣ୍ଡବ ସହ କରିବାକୁ ରାଜି ହେଲେ । ଏହା ପରେ ଦ୍ରୌପଦୀଙ୍କ ବିବାହ ପ୍ରଥମେ ଯୁଧିଷ୍ଠିର, ଦିତୀୟ ବିବାହ ଭୀମ, ପରେ ଅର୍ଜୁନ, ନକୁଳ, ସହଦେବଙ୍କ ସହ ହେବା ପରେ ଦ୍ରୌପଦୀ ନିଜର ସ୍ତ୍ରୀ ଧର୍ମ କରିଥିଲେ । ମହାଦେବଙ୍କ ବର ଦାନ କାରନ୍ତୁ ଦ୍ରୌପଦୀ ୫ଟି ସ୍ଵାମୀଙ୍କ ସହ ସ୍ତ୍ରୀ ଧର୍ମ ପାଳନ କରିଥିଲେ । ସେ କୁଆଁରୀ ଅବସ୍ଥାରୁ ନିଜର ୫ ସ୍ବାମୀଙ୍କୁ ପ୍ରାପ୍ତ କରିଥିଲେ ।

ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *