57 ବର୍ଷରେ ପ୍ରଥମ ଥର କ୍ରୋଧିତ ହେଲେ ମହାଦେବ, ରୁହନ୍ତୁ ସାବଧାନ! ଏହି 1ଟି ରାଶିର ଲୋକ କାନ୍ଦି କାନ୍ଦି କଟିବ ଦିନ

ନମସ୍କାର ବନ୍ଧୁଗଣ । ଆଜିର ସୂଚନା ଅନୁସାରେ ଦୁଇଟି ରାଶି ଉପରେ ପଡିବା ପାଇଁ ଯାଉଛି ମହା ବିପତ୍ତି । ଏହି ଶେଷ ଶ୍ରାବଣ ସୋମବାର ଦିନ ୧୧୭ ବର୍ଷ ପରେ ଶନି ଓ ଶୁକ୍ରର ଦୁର୍ଲଭ ଯୋଗ ବନୁଅଛି । ଏହି ତିଥିରେ ଶନି ନିଜର ରାଶି ମକର ରାଶିରେ ରହିବେ । ବୃହସ୍ପତି ମଧ୍ୟ ନିଜ ରାଶି ଧନୁ ରାଶିରେ ରହିବେ ।ଏହି ସବୁ ଗ୍ରହର ଗୋଚର ସ୍ଥିତିରେ ଏଭଳି ଦୁଇଟି ରାଶି ରହିଛି ଯାହା ଉପରେ ବିପଦ ପଡିବାର ସମ୍ଭାବନା ମଧ୍ୟ ରହିଛି । ଏହି ସମୟରେ ବହୁତ ଅଧିକ ସାବଧାନ ରହିବା ଉଚିତ ଅଟେ, କାରଣ ଏହି ସମୟରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିବ ।

ଏହି ସମୟରେ ଏହି ରାଶିର ଲୋକଙ୍କୁ ଧନ ନିବେଶ କରିବା ପୂର୍ବରୁ ବହୁତ ଭାବି ଚିନ୍ତି ନିବେଶ କରିବାକୁ ପଡିବ । କାହାକୁ ଉଧାର ଦେବା କିମ୍ବା ଲଟେରୀ ଏହି ସବୁ କ୍ଷେତ୍ର ଆପଣଙ୍କ ପାଇଁ ହାନି ହୋଇପାରେ ।  ଏହି ସମୟରେ ଆପଣଙ୍କର ବହୁତ ଅଧିକ ଖର୍ଚ ହୋଇପାରେ । ଯଦି ପାର୍ଟନରସିପ କରି ବ୍ୟବସାୟ କରୁଛନ୍ତି, ତେବେ ଏଥି ପ୍ରତି ଆପଣଙ୍କୁ ସତର୍କ ରହିବାକୁ ପଡିବ । ଆପଣଙ୍କ ବେପାରକୁ ବହୁତ ସମ୍ଭାଳି ରଖିବାକୁ ପଡିବ ।

ଯଦି ଆପଣଙ୍କ ଇଚ୍ଛା ବିଦେଶରେ ଚାକିରି କରିବାର ତେବେ ଏହି ସମୟରେ ପୂରଣ ହୋଇପାରିବ ନାହିଁ । ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି ହେବ । ଏହି ସମୟରେ ଯାହାକୁ ବି କିଛି କହିବେ ତାହା ବହୁତ ଭାବି ଚିନ୍ତି କହିବେ । ଏହି ସମୟରେ ଆପଣଙ୍କ ସ୍ଵାସ୍ଥ ଅବସ୍ତା ବିଗିଡି ଯାଇପାରେ । ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ନିଜ ବୁଦ୍ଧି ଓ ବିବେକ ଅନୁସାରେ ପରିଚାଳିତ ହୋଇ କାମ କରନ୍ତୁ ।

ମୌସୁମି ପରିବର୍ତ୍ତନ କାରଣରୁ ହେଉଥିବା ରୋଗ ଆପଣଙ୍କୁ ଚିନ୍ତିତ କରିପାରେ । ଅଧିକ କାର୍ଯ୍ୟ ଭାର ଆପଣଙ୍କ ଉପରେ ଥିବାରୁ ଆପଣଙ୍କ ଶାରିରୀକ ଓ ମାନସିକ ଥକାପଣ ବଢି ଯାଇପାରେ । ଏହି ଶେଷ ଶ୍ରାବଣ ସୋମବାର ଦିନ ସବୁ ରାଶି ରହୁ ଓ କେତୁ ମଝିରେ ରହିବେ । ଏହି କାରଣରୁ ସର୍ପ ଯୋଗ ବନିବା କାରଣରୁ ରାହୁ ଓ କେତୁ ଯାହା ଉପରେ ଗୋଚର କରିବେ, ସେହି ରାଶି ଥିବା ଲୋକ ଅତ୍ୟଧିକ ସତର୍କ ରହିବା ଆବଶ୍ୟକ । ସମସ୍ତ କାର୍ଯ୍ୟରେ ଭାବି ଚିନ୍ତି କରିବା ଉଚିତ ହେବ ।

ଏହି ସମୟରେ ରାହୁ ମିଥୁନ ରାଶିରେ ରହିବେ ଓ କେତୁ ଧନୁ ରାଶିରେ ରହିବେ । ତେଣୁ ଏହି ସମୟରେ  ଧନୁ ରାଶି ଅତ୍ୟଧିକ ସାବଧାନ ଅବଲମ୍ବନ କରିବା ଆବଶ୍ୟକ । ଏହି ସମୟରେ ଏହି ରାଶିର ଲୋକମାନେ ପ୍ରଭୁ ମହାଦେବଙ୍କ ଶରଣରେ ରହି ତାଙ୍କର ପୂଜା ଆରାଧନା କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *