72 ବର୍ଷ ପରେ ଦୁର୍ଲଭ ମହା ସଂଯୋଗ, 26 ତାରିଖ ରେ ଶ୍ରବଣ ଶିବରାତ୍ରି…. ଏହି 6ଟି ରାଶି ହେବେ କୋଟିପତି

ଶ୍ରାବଣ ମାସରେ ପ୍ରଭୁ ଶିବଙ୍କର ପୂଜା ହେବାର ବିଧାନ ଥାଏ । ଏହି ପବିତ୍ର ମାସ ଶିବଙ୍କର ଅତି ପ୍ରିୟ ମାସ ହୋଇଥାଏ ଏବଂ ଶିବ ମନ୍ଦିର ମାନଙ୍କରେ ଭକ୍ତ ମାନଙ୍କର ବହୁତ ମାତ୍ରାରେ ଭିଡ ଦେଖିବାକୁ ମିଳେ । ଶ୍ରାବଣ ମାସରେ ପ୍ରଭୁ ଶିବଙ୍କୁ ନିଷ୍ଟାର ସହ ପୂଜା କରିଥିବା ଲୋକମାନଙ୍କର ମନସ୍କାମନା ପୂରଣ ହୋଇଥାଏ । । ଶିବ ମନ୍ଦିର ମାନଙ୍କରେ ପ୍ରଭୁଙ୍କର ରୁଦ୍ରାଭିଷେକ ବେଲପତ୍ର ,ପାଣି,ଘିଅ ,ମହୁ,ଦହି ଇତ୍ୟାଦି ଦ୍ଵାରା ହୋଇଥାଏ ।

ମହାଦେବଙ୍କ ଲିଙ୍ଗ ଉପରେ ବେଲପତ୍ର ,ଫୁଲ ଅର୍ପଣ କରାଯାଇଥାଏ ଓ ତାଙ୍କ ନାମକୁ ବହୁ ବାର ଜପ କରାଯାଇଥାଏ ସ୍ଵାମୀ ଓ ସ୍ତ୍ରୀ ଦୁହେଁ ମିଶି ଶିବ ଲିଙ୍ଗରେ ଜଳ ଢାଳିବା ଦ୍ଵାରା ସମସ୍ତ ବୈବାହିକ ଅଶାନ୍ତି ଦୂର ହୋଇଥାଏ । ଭଗବାନ ଶିବଙ୍କ କୃପାରୁ ଏହି ଶ୍ରାବଣ ମାସରେ ୧୨ ରାଶିରୁ ୬ ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏହି ୬ ରାଶି ମାନଙ୍କର ଭାଗ୍ୟରେ ସୁଖ ସମୃଦ୍ଧି ସବୁ ଆସିବାର ସମ୍ଭାବନା ଅଛି ।

କନ୍ୟା ରାଶି;- ଶ୍ରାବଣ ମାସରେ ଏହି ରାଶି ମାନଙ୍କର ଭାଗ୍ୟ ଚମକିବା ପାଇଁ ଯାଉଛି । ଏହି ରାଶିର ବ୍ୟକ୍ତି ମାନେ ଧନସମ୍ପତି ର ଅଧିକାରୀ ହୋଇପାରିବେ । ଏହି ସମୟ ଆପଣଙ୍କ ପାଇଁ ଅତି ଶୁଭ ସମୟ ହେବ । ପ୍ରଭୁ ଶିବଙ୍କ କୃପାରୁ କନ୍ୟା ରାଶିର ଲୋକମାନଙ୍କର ସମସ୍ତ ପ୍ରକାର ମାନସିକ ପୂରଣ ହେବ ।

କୁମ୍ଭ ରାଶି;- ଏହି ରାଶିର ଲୋକମାନଙ୍କ ଉପରେଶ୍ରାବଣ ମାସରେ ପ୍ରଭୁ ଶିବ ବହୁତ ମାତ୍ରାରେ ପ୍ରସନ୍ନ ରହିବେ ସେଥିପାଇଁ ଏହି ସମୟ ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବା ଯାନବାହାନ କିଣିବାର ଭଲ ଅବସର ରହିଛି । ପ୍ରେମିଯୁଗଳ ମାନଙ୍କ ପାଇକି ପ୍ରେମରେ ସଫଳ ହେବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ରହିଛି । ଘର ପରିବାର ସହିତ ସମୟ କାଟିବେ । ସନ୍ତାନ ପ୍ରାପ୍ତିର ସଂଯୋଗ ଅଛି ।

ସିଂହ ରାଶି :-ସିଂହ ରାଶି ବ୍ୟକ୍ତି ମାନଙ୍କର ମହାଦେବଙ୍କ କୃପାରୁ ଅତ୍ୟନ୍ତ ଭଲ ଆସୁଛି । ଏହି ରାଶିର ଲୋକମାନେ ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି କରିବେ । ଆପଣଙ୍କ ଜୀବନ ସୁଖମୟ ହେବ ଓ ବିଭିନ୍ନ କାମରେ ଆପଣ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ନିଜ ପ୍ରତିଦ୍ବନ୍ତି ପରୀକ୍ଷାରେ ସଫଳତା ହାସଲ କରିବେ । ନୂଆ ଗାଡି,ଘର କିଣିବା ପାଇଁ ଏହି ମାସ ଭଲ ରହିବା ।

ମିଥୁନ ରାଶି ;-ପବିତ୍ର ଶ୍ରାବଣ ମାସ ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ ଶୁଭର ମାସ ହେବ ଆପଣମାନେ ବିଦେଶ ଯାତ୍ରା କରିପାରିବେ । କୋର୍ଟ କଚେରୀରେ ଚାଲୁଥିବା କେସର ସମାଧାନ ହୋଇଯିବ । ଆପଣ ଧାର୍ମିକ କାମରେ ଲିପ୍ତ ରହିବେ ଓ ଧାନ ପ୍ରାପ୍ତିର ଆଶା ମଧ୍ୟ ରହିଛି । ଘରପରିବାର ସୁଖରେ ସମୟ ବିତାଇବେ ।

ବୃଷ ରାଶି ;- ବୃଷ ରାଶି ଲୋକମାନଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ଦ୍ରୁଷ୍ଟି ଏହି ଶ୍ରାବଣ ମାସରେ ପଡିବାକୁ ଯାଉଛି । ଆପଣଙ୍କ ଜୀବନରେ ଥିବା ଯେତେବି ଦୁଖ ସମାପ୍ତ ହେବାର ସମ୍ଭାବନା ରହିଛି ଓ ବହୁତ ବଡ ଖୁସିର ଆଗମନ ହେବାପାଇଁ ଯାଉଛି । ଏହି ରାଶିର ବ୍ୟକ୍ତିମାନେ ଯେତେ ଅନ୍ୟର ଉପକାର କରିବେ ସେତେହିଁ ଆପଣଙ୍କର ଭଲ ହେବ ।

ମେଷ ରାଶି;-ମେଶ ରାଶିର ଲୋକମାନଙ୍କର ଅତ୍ୟନ୍ତ ହିଁ ଶୁଭର ଦିନ ଆସୁଛି । ଆପଣମାନଙ୍କ ପାଇଁ ଏହି ମାସରେ ଧନର ବର୍ଷା ହେବାକୁ ଯାଉଛି । ବିଦେଶ ଯାତ୍ରା କରିବେ ଓ ଆପଣଙ୍କ ପରିବାର ସାଥିରେ ସମୟ ବିତେଇପାରିବେ । ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ।

Leave a Reply

Your email address will not be published. Required fields are marked *