ଆପଣମାନେ ଯଦି ଜାଣି ଥିବେ ତ ଆମର ପୃଥିବୀରେ ଅନେକ ପ୍ରକାର ପ୍ରାଣୀ ମାନେ ଅଛନ୍ତି । ଯେଉଁ ମାନେ ଏହି ଦୁନିଆରେ ଅଛନ୍ତି ସେମାନେ ନିଶ୍ଚିତ ଭାବେ କିଛି ନୂଆ ନୂଆ ଜିନିଷ କୁ ଅନୁଭୂତ କରିଥାନ୍ତି । ଆମେ ମଧ୍ୟ ଏହି ପୃଥିବୀର ଅଟୁ । ଆମକୁ ଅନେକ ଲୋକମାନେ ଶୁଭ ଅଶୁଭ ମାନ୍ୟତା ଥାଏ । ଆପଣମାନେ ଏହା ମଧ୍ୟ ଜାଣି ଥିବେ କି କିଛି ପଶୁ ପକ୍ଷୀ ମାନଙ୍କୁ ଆମେ ଶୁଭ ଓ ଅଶୁଭ ମାନ୍ୟତା ଥାଏ ।
ଯଦି କେହି ଏମାନଙ୍କୁ ଦେଖି ଥାଏ କିମ୍ବା କେହି ଯଦି ଏମାନଙ୍କୁ ଆସିବାର ଯିବାର ନିଜ ବାଟରେ ଦେଖି ଥାନ୍ତି ତ ଏମାନେ କହି ଥାନ୍ତି କି ଏହା ଖରାପ ଅଟେ । କିନ୍ତୁ ଆପଣ ମାନେ ଜାଣିବା ନିହାତି ଭାବେ ଦରକାର କି ଏହା ଭଲ କିମ୍ବା ଖରାପ ଆମ ଅନୁସାରେ ହୋଇ ପାରେ ମଧ୍ୟ । କାରଣ ସବୁ ଙ୍କର ନିଜର ବିଶେଶ୍ଵତ ଅଛି ।
ସବୁ ନିଜ ନିଜ ପ୍ରକାର ମତ କୁ ନେଇ ଅଲଗା ପ୍ରକାର ଜୀବନ ବଞ୍ଚି ଥାନ୍ତି । ଆଜି ଆମେ ଖିବା କି ସାଧାରଣ ଭାବେ ଆମେ ଦେଖୁଥିବା ପେଚା ଯାହା ଆମକୁ ରାତିରେ ଅନେକ ସମୟରେ ଦେଖା ଯାଇ ଥାଏ । କିଛି ଜଣ ଏହାଙ୍କୁ ଶୁଭ ମାନିବା ବେଳେ କିଛି ଜଣ ଏହାକୁ ଅଶୁଭ ବୋଲି ମାନି ଥାନ୍ତି ।
ଆପଣମାନେ ଏହା ପେଚାର କାହାଣୀ ଜାଣି ଛନ୍ତି କି ପେଚା ଏକ ନିଶା ଚର ପକ୍ଷୀ ଅଟନ୍ତି । ଏହା ସହ ଆଉ କିଛି ଜଣ ଏହାଙ୍କୁ ଭୁତ ମାନଙ୍କ ସାଙ୍ଗ ବୋଲି କହି ଥାନ୍ତି । ଆପଣମାନେ ଏହା ମଧ୍ୟ କହି ପାରନ୍ତି କି ରାତିରେ ଶୋଇବା ସମୟରେ ଯେଉଁ ଜୀବ ମାନେ ଯିବା ଆସିବା କରି ଥାନ୍ତି ସେମାନଙ୍କୁ ଆମେ ଡରି ଥାଏ । ଆଜି ଆମେ କହିବ ଆକି ପେଚା କିଭଳି ପକ୍ଷୀ ଅଟେ ।
ଏହି ପକ୍ଷୀ ଦେଖିବା ପାଇଁ ହୁଏତ ପୁରା ଧଳା ଓ ଧଳା କଳା ମିଶା ଓ ମାଟିଆ ରଙ୍ଗର ଥାନ୍ତି । ଏମାନେ ଦେଖିବା ପାଇଁ ବାଦାମ ଭଳି ମୁହଁ ରଖୀ ଥାନ୍ତି ଏହାଙ୍କ ନାକ ଖୁବ ତୀକ୍ଷଣ ହୋଇଥାଏ । ଏହା ସହ ଏମାନଙ୍କ ଆଖି କିଛି ଅଲଗା ପ୍ରକାର ଥାଏ । ଏହାଙ୍କ ଆଖି ଏକ ଆଡେ ଥାଏ ଓ ଅନ୍ୟ ଆଖି ଆଉ ଏକ ଆଡେ ଥାଏ । ଏମାନେ ଦେଖିବା ପାଇଁ ଖୁବ ଖୁଙ୍ଖାର ହୋଇ ଥାନ୍ତି ।
ଏହା ସହ ଏମାନେ ଆଜୀବ ପ୍ରକାର ଆବାଜ କରି ଥାନ୍ତି ରାତିରେ ଯାହା ପାଇଁ କିଛି ଲୋକମାନେ ଏହାଙ୍କୁ ଅଶୁଭ କହିଥାନ୍ତି । କୁହାଯାଏ କି ମା ଲକ୍ଷ୍ମୀ ରାତିରେ ଧାରାକୁ ବୁଲିବା ପାଇ ଆସିଥିଲେ ମାତ୍ର ତାଙ୍କୁ କେବଳ ପେଚା ଦେଖା ଯାଇ ଥିଲା ସେହି ସମୟରେ ତେଣୁ ସେ ଏହାକୁ ନିଜର ବାହାନ କରି ଦେଇ ଥିଲେ ।
ଏହା ସହ ଏହା ମଧ୍ୟ କୁହାଯାଏ କି ଯଦି ଆପଣ କେଉଁ ଜାଗାକୁ ଜୀବା ଆଗରୁ ଏହାଙ୍କୁ ଦେଖିବେ ଏହା ଶୁଭ ହୋଇ ଥାଏ । ଯଦି କେହି ବେମାର ଥିବା ବେଳେ ଏହି ପେଚା ସେମାନଙ୍କୁ ଛୁଇଁକି ଚାଲି ଯାଇଥାଏ ତେବେ ସେ ଭଲ ହୋଇ ଯାଇ ଥାଏ । ଏହା ସହ ପେଚା ଯଦି ଆପଣଙ୍କ ଆଖିରେ ଆଖି ମିଶାଇକି ଦେଖି ଥାଏ ତେବେ ଏହା ଭଲ ହୋଇ ଥାଏ ।