A ନାମର ବ୍ୟକ୍ତିଙ୍କ ପାଇଁ 2022 ବର୍ଷ ନେଇ ଆସିଛି କିଛି ଖାସ, ଦେଖନ୍ତୁ ବହୁତ ବଡ ଭବିଷ୍ୟବାଣୀ

ଆଜି ଆମେ କହିବ ଆକି “A” ନାମର ରାଶି ଫଳ ଲୋକଙ୍କ 2022 ବର୍ଷ କିଭଳି ରହିବ । କିଛି ଲୋକମାନେ ନିଜ କୁଣ୍ଡଳୀ ଜାଣି ନଥାନ୍ତି । କିନ୍ତୁ ଯଦି ଆପଣ ଜାଣି ନାହାଁନ୍ତି ତେବେ ଆପଣ ଆଜି ଯାହା କହିବା ସେହି ଥିରୁ ଜାଣି ପାରିବେ କି ନାମ ରାଶି ଦ୍ଵାରା ଆପଣଙ୍କ ବର୍ଷ କିଭଳି ଜୀବ । ଆପଣ ଜାଣି ଥିବେ କି ନାମ ରାଶି ଅଲଗା ଥାଏ ଓ ଜନ୍ମ ରାଶି ଅଲଗା ଥାଏ । କିନ୍ତୁ ଯେଉଁ ମାନେ ଜନ୍ମ ରାଶି ଜାଣି ନାହାନ୍ତି ସେମାନେ ନାମ ରାଶି ହିସାବରେ ଚାଲିବେ ।

ଯେଉଁ ମାନଙ୍କ ନାମ “A” ରୁ ଆରମ୍ଭ ହୁଏ ସେମାନଙ୍କ ରାଶି ହେଉଛି ମେଷ ରାଶି । ଏହି ରାଶିର ଲୋକଙ୍କ ମାନରେ ଧର୍ଯ୍ୟ ଖୁବ କମ ଥାଏ । ଏମାନେ ବହୁତ ଚାଳଖ ଥାନ୍ତି ଏହାର କାରଣ ହେଉଛି କି ଏହାଙ୍କ ସ୍ଵାମୀ ଗ୍ରହ ହେଉଛି ମଙ୍ଗଳ ତେଣୁ ଏମାନେ ଖୁବ ବୁଦ୍ଧିମାନ ମଧ୍ୟ ଥାନ୍ତି । କିନ୍ତୁ ଏମାନେ ଯାହାଭି କହିବା କଥା ମୁହଁରେ କହିଥାନ୍ତି ।

ଏମାନେ ବୁଲିବା ପାଇ ଅଧିକ ଭଲ ପାଇ ଥାନ୍ତି ଓ ଏମାନେ ନିଜ ପରିବାର କୁ ମଧ୍ୟ ବହୁତ ମାନି ଥାନ୍ତି । ଏମାନଙ୍କର ଗୋଟେ ଜିନିଷ ଖରାପ ଥାଏ ତାହା ହେଉଛି ଜିଦି ଓ ଇଚ୍ଛା । ଏମାନେ ଚାହିଁ ଥାନ୍ତି କି ଏମାନେ ସବୁ ବେଳେ ସ୍ଵତନ୍ତ୍ର ହୋଇ ରହିବେ ।

ଏମାନଙ୍କୁ ଯଦି କେହି କିଛି କହି ନଥାନ୍ତି ସେମାନେ ଭଲ ଥାନ୍ତି ଯଦି କିଛି କଥାରେ ଏମାନଙ୍କ ଉପରେ ପ୍ରେସର ପଡିଥାଏ ତେବେ ଏମାନେ ଖରାପ ରୁଶି ଜାଇଥାନ୍ତି । ଏମାନେ ଏହା ପାଇଁ ରଗୀ ଯାଇ ଥାନ୍ତି ମଧ୍ୟ କିନ୍ତୁ ଏମାନେ ମନରୁ ଖୁବ ଭଲ ଥାନ୍ତି । ଆସନ୍ତୁ ଜାଣିବା ଏହି ବର୍ଷ କିଭଳି ଜୀବ ଓ ଏହାର ଉପାୟ ମଧ୍ୟ ।

12 ଏପ୍ରିଲ ରେ ରାହୁ, 13 ଏପ୍ରିଲ ରେ ବୃହଷ୍ପତ୍ତି, 19 ରେ ଶନି ଦେବଙ୍କ ଚଳନ ହେବା ପାଇଁ ଯାଉଛି । ତେବେ ଆପଣଙ୍କ 11 ଘରେ ଶନି ଦେବ ରହିବେ ଆପଣ ଯଦି କିଛି କମ୍ପାନୀ ରେ ଅଛନ୍ତି ତେବେ ଆପଣଙ୍କ ସମୟ ଭଲ ଜୀବ ଏହା ସହ ଧନ ମଧ୍ୟ ମିଳିବ ।

ଯଦି ହସ୍ପିଟାଲ ରେ ଅଛନ୍ତି କିମ୍ବା ଡିଭାଇନ ଲାଇନ ରେ ଅଛନ୍ତି ତେବେ ଆପଣଙ୍କ ପାଇଁ ସମୟ ଟିକେ ଖରାପ ରହିବ । ଦେଖନ୍ତୁ ଆପଣଙ୍କ ପାଇଁ ମୋଟା ମୋଟି ଭାବେ ଏହି ବର୍ଷ ଧନ ଓ ଯଶ ଆଣିବ । କେଉଁ କାରଣରୁ ଆପାନଙ୍କ ଏହି ଯୋଗ ରହିବ ଆସନ୍ତୁ ଜାଣିବା । ଗ୍ରହ ମାନଙ୍କ ସ୍ଥିତି ରେ ପରିବର୍ତ୍ତନ ଥିବାରୁ ଆପଣଙ୍କ ସମୟ ଭଲ ରହିବ । କିନ୍ତୁ ରାହୁ ଚନ୍ଦ୍ରମାର ଉପରେ ରହିବା ଦ୍ଵାରା ଆପଣଙ୍କ ମନରେ ଅନେକ ଡାଉଟ ରହିବ ।

ଏହା ସହ ଭଲ ପାଇବା କିମ୍ବା ପରିବାରକୁ ନେଇ ଆପଣ କନ୍ଫ୍ୟୁଜନ ରେ ଝଗଡା କରିବେ । ଏହାର ଉପାୟ ପାଇଁ ଆପଣ ଚନ୍ଦ୍ରମାଙ୍କ ବୀଜ ମନ୍ତ୍ର କରନ୍ତୁ ସୂର୍ଯ୍ୟାସ୍ତ ପରେ କରନ୍ତୁ । ଏହା ପରେ ଆପଣ ହନୁମାନଜିଙ୍କ ଚାଳିଶା ପଢିବା ସହ ଆପଣ ଶିବ ଭଗବାନଙ୍କ ପୂଜା ମଧ୍ୟ କରନ୍ତୁ । ଏହା ମଧ୍ୟ ଭଲ ରହିବ ଆପଣଙ୍କ ପାଇଁ ।

Leave a Reply

Your email address will not be published. Required fields are marked *