“A” ନାମ ଥିବା ବ୍ୟକ୍ତି ଆପଣଙ୍କ ପାଖରେ ଅଛନ୍ତି କି, ତେବେ ନିଶ୍ଚୟ ଦେଖନ୍ତୁ

ଆପଣ ନିଜ ନାମକୁ ନେଇକି କିଛି ଜାଣିବା ପାଇଁ ଚାହୁଁ ଛନ୍ତି । ତେବେ ଆସନ୍ତୁ ଜାଣିବା “A” ନାମର ଲୋକମାନେ କିଭଳି ଅଟନ୍ତି । ସେମାନଙ୍କ ସ୍ଵଭାବ କଣ ଅଟେ । ସେମାନେ କେଉଁ ଭଳି ଅଟନ୍ତି ତାଙ୍କ ମନରେ କଣ ଥାଏ । ସେମାନେ କେବେ ହେଲେ କାହାକାଉ ଭଲ ପାନ୍ତି କି ନାଇ ଏହି ଭଳି ଅନେକ କଥା ଆଜି ଆମେ ଆପଣଙ୍କୁ କହିବା । ତେବେ “A” ନାମର ଲୋକମାନେ ସବୁ ବେଳେ କିଭଳି ଥାନ୍ତି ଏହା ମଧ୍ୟ ଆପଣ ଜାଣି ପାରିବେ ।

ପ୍ରତେକ ଲୋକଙ୍କ ମୂଳ ଅକ୍ଷର ଯଦି ଇଂରାଜୀ ଅନୁସାରେ ଦେଖିବା ପାଇଁ ଯିବା ତ “A” ରୁ ଆରମ୍ଭ କରିକି “Z” ଯାଏ ଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଏହି ନାମ ର ପ୍ରଥମ ଅକ୍ଷର ରୁ ଲୋକଙ୍କ ପରସୋନାଲିଟି ମଧ୍ୟ ଦେଖାଇ ଦେଇ ଥାଏ । ଏମାନଙ୍କ ଇଚ୍ଛା ଶକ୍ତି ବହୁତ ଥାଏ । ଏମାନେ ଅନ୍ୟ ମାନଙ୍କ ଆଗରେ ନିଜକୁ କମଜୋର କରିବା ପାଇଁ ଦେଇ ନଥାନ୍ତି ।

ଏମାନେ ସବୁ ବେଳେ ଚେଷ୍ଟା ଅକ୍ରିୟ ଥାନ୍ତି କି ଏମାନେ ଯାହାଭି କରୁଛନ୍ତି ତାହା ଏମାନେ ନିଜ ପାଇଁ ଆଗ କରନ୍ତୁ । ଏହି ସ୍ଵଭାବ ଦେଖିକି କିଛି ଲୋକମାନେ ଏହାଙ୍କୁ ଘମଣ୍ଡି କହି ଥାନ୍ତି । ଏମାନେ ବହୁତ ସରଲ ସ୍ଵଭାବର ହୋଇ ଥାନ୍ତି ଏମାନେ ଭାଗ୍ଯବାନ ଥାନ୍ତି । ଏମାନେ ଜୀବନରେ ଖୁବ ଆଗକୁ ଯାଇ ଥାନ୍ତି ।

ଏହାଙ୍କ ସ୍ତ୍ରୀ ମାନେ ଦେଖିବା ପାଇଁ ଖୁବ ସୁନ୍ଦରୀ ହୋଇଥାନ୍ତି । ଏମାନେ ନିଜ ଜୀବନରେ କେବେହେଲ ହାର ମାନି ନଥାନ୍ତି ଏମାନେ ସାଧାରଣ ଭାବେ ଏମାନେ ସରକାରୀ ଚାକରି କରି ଥାନ୍ତି । ଏମାନେ ଶରୀର ରୁ ବହୁତ ମଜବୁତ ଥାନ୍ତି ଏମାନେ ସାଧାରଣ ଭାବେ ଏତେ ଶିଘ୍ର ଦେହ ଖରାପ ରେ ପଡି ଯାଇ ନଥାନ୍ତି ।

ଏମାନେ ଦେଖିବା ପାଇଁ ଏତେ ଭଲ ଥାନ୍ତି କି ଏମାନେ ପ୍ରଥମ ନଜର ରେ ଲୋକଙ୍କୁ ଦିବାନା କରି ଦେଇ ଥାନ୍ତି । ଏମାନେ ଖୁବ ଜଲ୍ଦି ଲୋକଙ୍କ ନଜର କୁ ଆସି ଯାଇ ଥାନ୍ତି ଏମାନେ ପରିବାର କୁ ଓ ସମ୍ପର୍କ କୁ ଖୁବ ମହତ୍ଵ ଦେଇ ଥାନ୍ତି ମାତ୍ର ଏମାନେ ଜାଣି ନଥାନ୍ତି କି ଏମାନେ ଭଲ ପାଇବା ଉପରେ ଏତେ ଅଧିକା ବିଶ୍ବାଶ କରନ୍ତି ବୋଲି ।

ଯେବେ ୟାଙ୍କ ପାଖରୁ କିଛି ଚାଲି ଯିବା ଭଲ ପରିସ୍ଥିତି ଆସିଥାଏ ସେତେବେଳେ ଏମାନେ ନିଜକୁ ଜାଣି ଥାନ୍ତି । ଏମାନେ ଯାହା ସହ ମିଶି ଥାନ୍ତି ତା ପାଇଁ କିଛି ଭି କରି ଥାନ୍ତି । ଏହା ସତ ଅଟେ କି ଏମାନଙ୍କୁ ବହୁତ ଚେଷ୍ଟା ପରେ ସଫଳତା ପାଇ ନଥାନ୍ତି । କିନ୍ତୁ ଏମାନେ ଯେତେବେଳେ ସଫଳତା ପାଇ ଥାନ୍ତି ତାହା ସମାଜ ଉଦାହରଣ ହୋଇ ଯାଇ ଥାନ୍ତି ।

ଏମାନେ ଦେଖିବା ପାଇଁ ଏତେ ହିମତ ନଥିବା ଭଳି ଓ ସାଧାରଣ ଲୋକ ଭଳି ଥାନ୍ତି ମାତର ଦରକାର ପଡିଲେ ଏହି ଭଳି କାମ କରି ଯାଇ ଥାନ୍ତି ଯାହା ଦ୍ଵାରା ସେ ସବୁଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥାନ୍ତି । ଏମାନେ ନିଜ ମନ କଥାକୁ ସାଧାରଣ ଭାବେ କାହା ଆଗରେ ସେୟାର କରି ନଥାନ୍ତି ।

Leave a Reply

Your email address will not be published. Required fields are marked *