ଶନି ଦେବ ହେଉଛନ୍ତି ନ୍ୟାୟ ର ଦେବ । ସେ ସର୍ବଦା ମଣିଷର କାର୍ଯ୍ୟ କଳାପ କୁ ଦେଖିକି ଏହାକୁ ଦଣ୍ଡ ବା କୃପା ଦେଇଥାନ୍ତି । ଆମେ ଜାଣିଛୁ ଶନିଦେବ ଯଦି କେଉଁ ବ୍ୟକ୍ତିର ରାଶିରେ ପ୍ରବେଶ କରନ୍ତି ତେବେ ସେହି ଲୋକର ବହୁତ ଖରାପ ଦିନ ଆରମ୍ଭ ହୋଇଥାଏ । ଏହା ସବୁ ବେଳେ ହୋଇ ନଥାଏ । ଶନିଦେବ ଆପଣଙ୍କ କାର୍ଯ୍ୟ ଦେଖି ଫଳ ଦେଇଥାନ୍ତି । ତେବେ ଶନି ଦେବ ଏବେ କିଛି ରାଶିଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ରଖିବାକୁ ଯାଉଛନ୍ତି । ସେଶି ରାଶି ମାନଙ୍କୁ କେଉଁ କେଉଁ ଉନ୍ନତି ହେବ ତାହା ସମ୍ପର୍କରେ ଆମେ ଆପଣଙ୍କୁ କହିବୁ ।
ପ୍ରଥମ ରାଶି ହେଉଛି ସିଂହ ରାଶି ଆପଣ ପ୍ରତେକ ଶନିବାର ଦିନ ଶନି ଚାଳିଶାର ପାଠ କରନ୍ତୁ । ଆପଣ କିଛି ନୂଆ ଯୋଜନା ରେ ମଧ୍ୟ କାର୍ଯ୍ୟ କରିପାରନ୍ତି ଉଚିତ ଭାବେ ଆପଣଙ୍କୁ ଲାଭ ମଧ୍ୟ ହେବ । ଆପଣ ଚାକିରି ପାଇଁ କରୁଥିବା ପ୍ରୟାସ ରେ ଏବେ ସଫଳ ହେବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଚାକିରି ମଧ୍ୟ ମିଳିବ ।
ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଆପ୍ନ କରୁଥିବା ପ୍ରୟାସ ରେ ସଫଳତା ପାଇବେ । ଦ୍ଵିତୀୟ ରାଶି ହେଉଛି ଧନୁ ରାଶି – ଆପଣଙ୍କ ପାଇଁ ଏହି ସାମୀ ବହୁତ ଶୁଭ ଅଟେ । ଆପଣ ସ୍ୱଳ୍ପ କାର୍ଯ୍ୟ ରେ ମଧ୍ୟ ସଫଳତା ପାଇବେ । ଆପଣଙ୍କ ର କୌଣସି ଏକ ବଡ ଲାଭ ହୋଇପାରେ ।
ଆପଣଙ୍କ ର ବ୍ୟବସାୟ ରୀ ଭଲ ଭାବେ ଭାବି ଚିନ୍ତି ଯଦି କିଛି ନିବେଶ କରିବେ ତେବେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ପାରିବାରିକ ସମସ୍ଯା ଏବେ ଦୂର ହେବ । ଏହି ରାଶିର ବିଦ୍ୟାର୍ଥୀ ମାନେ ଏବେ ପାଠ ରେ ଉନ୍ନତି କରିବେ । କୋର୍ଟ ରେ ଚାଲିଥିବା କେଶ ରେ ଆପଣଙ୍କ ର ସପକ୍ଷ ହିଁ ଭାରି ରହିବ ।
ଆପଣ ଜିତ୍ୟ ପାରନ୍ତି । ଚାକିରି ପାଇଁ ମଧ୍ୟ ଏହି ସମୟ ବହୁତ ଉତ୍ତମ ଅଟେ । ଚାକିରି କ୍ଷେତ୍ରରେ ଆପଣଙ୍କ ର କାର୍ଯ୍ୟ କୁ ନେଇ ଆପଣ ପ୍ରଶଂସିତ ହୋଇପାନ୍ତି । ତୃତୀୟ ରାଶି ହେଉଛି କୁମ୍ଭ ରାଶି – ଏହି ରାଶିର ସ୍ଵାମୀ ହେଉଛନ୍ତି ଶନି ଦେବ । ତେଣୁ ଏମାନଙ୍କୁ ଏହି ସମୟରେ ବହୁତ ଲାଭ ପ୍ରାପ୍ତ ହେବ ।
କିଛି ଶୁଭ ସମାଚାର ଆପଣଙ୍କୁ ମିଳିପାରେ । ଆପଣଙ୍କର ସବୁ ମନସ୍କାମନା ପୂର୍ଣ ହେବ । ଆର୍ଥିକ ସ୍ଥିତି ଦୃଢ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଧିକ ଧନ ଲାଭ ର ଯୋଗ ଅଛି ।