ଆଜି ରାତି 12ଟା ଠାରୁ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଏହି ରାଶି କୋଟିପତି…. ଧନ ଢାଳିବେ ପ୍ରଭୁ ଶନିଦେବ

ଜ୍ୟୋତିଷ ମତ ଅନୁସାରେ ଯଦି ଗ୍ରହର ଦିଶା ଅଦଳ ବଦଳ ହୋଇ ଥାଏ । ତାହା ର ପ୍ରଭାବ ମଣିଷ ଜୀବନରେ ପଡି ଥାଏ । କିନ୍ତୁ ଆମେ ଏହା ପ୍ରଭାବ ବୋଲି ଜାଣି ନଥାଉ । ତେବେ ଆଜି ଆମେ କହିବା ପାଇ ଯାଉଛେ କି କିଭଳି ଆମେ ଏହାକୁ ଜାଣିବା । ଆଜି ଆମେ ଆପଣଙ୍କୁ ଭଗବାନ ଶନି ଦେବଙ୍କ ବିଷୟରେ କହିବା ପାଇଁ ଯାଉଛେ । ଭଗବାନ ଶନି ଦେବ ହେଉଛନ୍ତି ଏକ ନ୍ୟାୟ ପ୍ରିୟ ଦେବତା ଯିଏ କି ପ୍ରତେକ ଲୋକଙ୍କୁ ନିଜ କର୍ମ ଅନୁସାରେ ଫଳ ଦେଇ ଥାନ୍ତି ଯିଏ ଯେତିକି ପାପ କରି ଥାଏ ସେ ସେତିକି ଡରି ଥାଏ ଭଗବାନ ଶନି ଦେବ ଙ୍କ ଚଳନ କୁ ।

କିନ୍ତୁ ଦେଖିବା ପାଇଁ ଗଲେ ଭଗବାନ ଶନି ଦେବ ସବୁ ଗ୍ରହ ମାନଙ୍କ ଭିତରେ ଭଲ ଅଟନ୍ତି । ସେ କର୍ମ ଅନୁସାରେ ଫଳ ଦେଇ ଥାନ୍ତି ଏହା ସତ୍ୟ ଅଟେ । କିନ୍ତୁ ସେ ଯାହାକୁ କ୍ଖାରାପ ପାରିନନାମ ଦେଇ ଥାନ୍ତି ଯିବା ସମୟରେ ତାକୁ କିଛି ଶୁଭ ଖବର ମଧ୍ୟ ଦେଇକି ଯାଇ ଥାନ୍ତି ଯାହାକୁ କେହି ଭି ଚିନ୍ତା କରି ନଥାଏ । ଯେଉଁ ମାନେ ଅନାଇତିକ କାମ କରୁଥିବା ଲୋକଙ୍କ ଜୀବନରେ ଖରାପ ପରିଣାମ ଦେଇ ଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ମାନେ ଅଛନ୍ତି ଯେଉଁ ମାନେ ଭଗବାନ ଶନି ଦେବଙ୍କ କୃପା ପାଇବା ପାଇଁ ଯାଉଛନ୍ତି ଦୀର୍ଘ ୨୧ ବର୍ଷ ଯାଏ ।

ସେମାନଙ୍କ ମଧ୍ୟରୁ ପ୍ରଥମ ରାଶି ହେଉଛି ମେଶ ରାଶି – ଏହି ରାଶି ଉପରେ ଭଗବାନ ଶନି ଦେବ ଖୁବ ପ୍ରସନ୍ନ ଅଛନ୍ତି । ଏବେ ଆଉ ଆପଣ ଚିନ୍ତା କରିଇବା ଛାଡି ଦିଅନ୍ତୁ । ୨୧ ବର୍ଷ ଯାଏ ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ ଧନର ସମସ୍ଯା ଆଉ ଆପଣଙ୍କୁ ରହିବ ନି । ଏମାନଙ୍କ ସବୁ ମନସ୍କାମନା ପୂରଣ ହେବ । ଏହା ପର ରାଶି ହେଉଛି ସିଂହ ରାଶି – ଏହି ରାଶି ଙ୍କ ଉପରେ ଭି ଶନି ଦେବଙ୍କ କୃପା ରହିବ । ଆପଣ ନିଜ କମ ଊପପରେ ମନ ଧ୍ୟାନ ଦେଇ କାମ କରିବା ଆଦରକାର । ଭଗବାନ ଶନି ଦେବ ଙ୍କ କୃପା ରହୁ ଥିବାରୁ ଏମାନଙ୍କ ପାଖରେ କେବେ ଭି ଆତ୍ମବିଶ୍ବାଶ ର କମି ରହିବନି ।

ତୃତୀୟ ରେ କନ୍ୟା ରାଶି – ଆପଣଙ୍କ ଉଧାର ମଧ୍ୟ ଶନି ମହାରାଜ ଙ୍କ ଦ୍ଵାରା ହେବ । ଆପଣଙ୍କ ଜୀବନରେ ହେଉ ଥିବା ଖରାପ ଘଟଣା ମାନ ସବୁ ଦୂରେଇ ଜୀବ । ନିଜ ଜୀବନ ସାଥି ସହ ଭଲ ସମ୍ପର୍କ ସ୍ଥାପନା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଜୀବନରେ ମାନଶୀକ ଶାନ୍ତି ଆସିବା ପାଇଁ ଯାଉଛି । ଏହା ପରେ ଚତୁର୍ଥ ତୁଳା ରାଶି – ଆପଣଙ୍କ ସଫଳତା ଆପଣଙ୍କ ସହ ଛାଇ ଭଳି ରହିବ । ଆପଣ ଯଦି ବିବାହ କରି ନାହାଁନ୍ତି ତେବେ ନିଜ ପିତା ମାତା ଙ୍କ ସହ ଆନ ଭଲ ସମୟ ବିତାଇବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ଏହା ପରେ ଆଉ ଦୁଇ ରାଶି ହେଉଛନ୍ତି କର୍କଟ ଓ କୁମ୍ଭ ରାଶି – ଏହି ଦୁଇ ରାଶି ଙ୍କ ପାଇଁ ସମୟ ଅଧିକ ରୁ ଅଧିକ ଭଲ ଅଛି । ଆପଣ ଯାହାକୁ ଚାହିଁବେ ନିଜ ପାଖେ ରଖୀ ପାରିବେ ।

Leave a Reply

Your email address will not be published. Required fields are marked *