ଆମ ଶରୀର ଭଗବାନ ଙ୍କ ସୃଷ୍ଟି । ଏହାର ଯତ୍ନ ନେବା ଆମ ପାଇଁ ନିହାତି ଦରକାର । ଆମେ ଯଦି ଏକ ସୁସ୍ଥ ଶରୀର ନ ପାଇବା ତେବେ କିଭଳି ଭାବେ ଆମେ ସବୁ ପ୍ରକାର ଖୁଶି ପାଇବା । ଆମେ ଯାହା ଭି କରିବା କିମ୍ବା ଖାଇବା ଏହାର ପ୍ରଭାବ ଆମ ଜୀବନରେ ପଡି ଥାଏ । ଆମେ ଅନେକ ସମୟରେ କିଛି ଏପାଖ ସେପାକହ ଜିନିଷ ଖାଇ ନେଇ ଥାଉ ଯାହା ପାଇଁ ଆମକୁ ଖୁବ କଷ୍ଟ ହୋଇ ଥାଏ । ଏହା ସହ ଆମେ କିଛି ଜିନିଷ ଉପରେ ଧ୍ୟାନ ମଧ୍ୟ ଦେଇ ନଥାଉ ଯାହା ଦ୍ଵାରା ଆମ ଶରୀର ଖୁବ ଶୀଘ୍ର ଖରାପ ହୋଇ ଯାଇ ଥାଏ ।
ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣ ମାନଙ୍କ ମଧ୍ୟରୁ ଯଦି କେହି ଯଦି ରାତିରେ ଅଧାରେ ପରିସ୍ରା କରିବା ପାଇଁ ଯାଉଛି ଏହା କେତେ ମାତ୍ରାରେ ସଠିକ ଅଟେ । ଆପଣ ମାନେ ସମସ୍ତେ ଜଣାଇ ଥିବେ କି ଆମ ଶରୀରୀ ରେ ଥିବା ବର୍ଜ୍ୟ ବସ୍ତୁ କୁ ଆମେ ଆମ ଶରୀର ରେ ଥିବା ପାଣି ଦ୍ଵାରା ନିଷ୍କାସିତ କରି ଥାଉ । ଏହା ମୂତ୍ର କିମ୍ବା ଝାଳ ଆକାର ରେ ବାହାରକୁ ବାହାରି ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯାହା ଭି ଖାଉଆ ତାକୁ ହଜମ କରିବା ଅପପାଇନ ଆମେ ପାଣି ପିଇ ଥାଉ । କିନ୍ତୁ ଅନେକ ସମୟରେ ଆମେ ଅଧିକା ପାଣି ପିଇ ଦେଇ ଥାଉ । ଯାହା ଦ୍ଵାରା ଆମକୁ ଅଧିକ ପରିସ୍ରା ଲାଗି ଥାଏ ।
ଏହା ଦିନ ସମୟରେ ହେବ ସଠିକ ଅଟେ । କିନ୍ତୁ କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ରାତି ସମୟରେ ମଧ୍ୟ ଅଧିକ ରୁ ଅଧିକ ପାଣି ପିଇ ଥାନ୍ତି ଯାହା ଦ୍ଵାରା ସେମାନଙ୍କୁ ରାତି ଅଧାରେ ହେଉ କିମ୍ବା ଅଧିକ ରାତି ପରେ ହେଉ ପରିସ୍ରା ଲାଗି ଥାଏ । ଏହା ଏକ ସାଧାରଣ କଥା ଅଟେ । ଏକ ସର୍ଭେ ରୁ ଜଣା ପଡିଛି କି ଏହି ଭଳି କ୍କିହହୀ କରିବା ରେ 50 ବର୍ଷରୁ ଅଧିକ ବୟଶର ଲୋକ ମାନେ ଅଧିକ ମାତ୍ରାରେ ଅଛନ୍ତି । ଆପଣ ମାନେ ରାତିରେ ଶୋଇବା ବେଳେ ହି ପରିସ୍ରା ଜୀବ ଆଦରକାର ଯଦି ଆପଣଙ୍କୁ ଅଧିକ ପରିସ୍ରା ଲାଗୁଛି ତେବେ ଆପଣ ଏହାକୁ ଅଟକାଇବା ଅମଧ୍ୟ ଅନୁଚିତ ଅଟେ ।
ଆପଣ ଯେତେବେଳେ ପରିସ୍ରା ପାଇଁ ଉଠୁ ଛନ୍ତି ସିଧା ଉଠିକି ଆପଣ ବାଥ୍ରୁମ କୁ ଯାଇ ପରିସ୍ରା କରି ଦେଉ ଛନ୍ତି । ଏହା ପାଇଁ କିଛି ଡାକ୍ତର ମାନଙ୍କ ମତ ଅଛି କି ଆମ ଶରୀର ରେ ରକ୍ତ ପ୍ରଭାବ ଖୁବ ଧୀରେ ମାତ୍ରାରେ ଥାଏ ଯେତେବେଳେ ଆମେ ସୋଇ ଥାଉ କିନ୍ତୁ ଏହା ଯେତେବେଳେ ପରିସ୍ରା ଲାଗି ଥାଏ ତ ଆମେ ସିଧା ଉଠିକି ଠିଆ ହୋଇ ଯାଉ ଏହା କରିବା ଦ୍ଵାରା ଆମ ଶରୀରୀ ରେ ରକ୍ତ ପ୍ରବାହ ବଢି ଯାଇ ଥାଏ ଓ ଏହା ବ୍ରେନ ଷ୍ଟ୍ରୋକ ହେବାର କାରଣ ମଧ୍ୟ ହୋଇ ଥାଏ । ତେଣୁ କରି ଆପଣ ମାନେ ରାତିରେ ଶୋଇବା ଗାରୁ ପରିସ୍ରା କରିକି ଶୋଇବା ଭଲ ହୋଇ ଥାଏ । ନହଲେ ଆପଣ କିଛି ସମୟ ବିଚନାରେ ବସିକି ତା ପରେ ପରିସ୍ରା ପାଇ ଯାଅନ୍ତୁ ।