ଅଧିକ ପାଣି ପିଇବା ହୋଇପାରେ ଆପଣଙ୍କ ପାଇଁ କ୍ଷତିକାରକ, ଆପଣ ପଡିପାରନ୍ତି ଏହି ରୋଗରେ…. ଦେଖନ୍ତୁ କଣ କହୁଛି Report

ଫିଟ ରହିବା ପାଇ ଅଧିକ ପାଣି ପିଉଛନ୍ତିକି ? ବୋତଲ ବୋତଲ ପାଣି ଏକାସାଙ୍ଗରେ ପିଉଛନ୍ତି କି ? ଏହା ଆପଣଙ୍କ ପାଇ ବହୁତ କ୍ଷତି ହୋଇପାରେ  ଆମେ ପିଲା ଦିନରୁ ଶୁଣିଆସୁଛେ ଆମେ ଯେତେ ପାଣି ପିଇଥାଉ ସେତେ ସୁସ୍ଥ ରହିଥାଉ। ଏହା ମଧ୍ୟ ଜାଣିଥାଉ ଖାଦ୍ଯ ଖାଇ ସାରିବା ପରେ ପାଣି ପିଇଲେ ସହଜ ରେ ହଜମ ହୋଇଯାଏ ।  କିନ୍ତୁ ଅଧିକ ପାଣି ପିଇବା ଆମ ପାଇ କ୍ଷତି କାରକ  ହୋଇପାରେ।  ପାଣି ପିଇବା  ସମସ୍ତଙ୍କ ପାଇ ଅତ୍ୟନ୍ତ ଜରୁରୀ ।

କିନ୍ତୁ ଅଧିକ ପାଣି ପିଇବ ହେତୁ ଆପଣ ଅତ୍ୟଧିକ ହାଇଡ୍ରେସନ ସମସ୍ୟାର ସାମୁଖୀନ ହୋଇପାରନ୍ତି ।  ଏହାକୁ ଜଳ ନିଶା ମଧ୍ୟ କୁହାଯାଇଥାଏ । ଯେମିତିକି ସବୁବେଳେ ପାଣି ପିଇବାକୁ ଇଚ୍ଛା ହେବା । ଏପରି  ପରିସ୍ଥିତିରେ ଆମେ ଆପଣଙ୍କୁ ଏଠାରେ କହିବୁ ଯେ ଅଧିକ ପାଣି ପିଇବା ଆପଣଙ୍କୁ କିପରି କ୍ଷତି ପହଞ୍ଚାଉଛି ଓଭର ହଇଡ୍ରେସୋନ ହେତୁ କିଡନୀ ମଧ୍ୟ ନଷ୍ଟ ହୋଇଯାଏ !

ବାସ୍ତବରେ ଯେତେବେଳେ ଆମେ ଅଧିକ ପାଣି ପିଇଥାଉ ଏହି କାରଣରୁ ଅର୍ଜିନାଇନ ଭସୋପ୍ରେସିନ ପ୍ଲାଜା ସ୍ତର କମି ଯାଏ । ଯାହା କିଡ୍ନିର କାର୍ଯ୍ୟ କ୍ଷମତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ  ।  ଏଭଳି ପରିସ୍ଥିତିରେ ଅଧିକ ପାଣି ପିଇବା ଉଚିତ ନୁହେଁ  ଏହି ପରି ବହୁତ ଅଧ୍ୟୟନ କରାଯାଇଛି ଯେଉଁଥିଥୀରେ ଏହା ଜଣାପଡିଛି ଓଭର ହାଇଡ୍ରେସୋନ  ର କାରଣ କେବଳ ସାଧା ଜଳ ନୁହେଁ ଯେତେବେଳେ ଆପଣ ଲୌହ ମିଶା ଜଳ ପିଅନ୍ତି ସେତେବେଳେ ଅଭଳି ସମସ୍ଯା ଦେଖାଦିଏ।

ଯେଉଁଥି ପାଇଁ  ଯକୃତ ସମ୍ଭଧୀୟ ସମସ୍ୟା ଦେଖାଦିଏ ।ସେଥିପାଇ ଅଧିକ ପାଣି ପିଇବା ଠାରୁ  ଦୂରେଇ ରହିବା ଉଚିତ ।ଯେତିକି ଜରୁରୀ ସେତିକି ପାଣି ପିଇବା ଦରକାର । ଯଦି ଆପଣ ଅଧିକ ପାଣି ପିଅନ୍ତି ତେବେ ଆପଣ ମଧ୍ୟ ହୃଦଘାତ ର ସମୁଖୀନ ହୋଇପାରନ୍ତି।  ବାସ୍ତବରେ ଆପଣ ଅଧିକ ପାଣି ପିଅନ୍ତି ରକ୍ତର ପରିମାଣକୁ ବଢାଇଥାଏ । ଯାହା ହୃଦୟର ରକ୍ତ ବାହି ଉପରେ ସିଧାସଳଖ ଚାପ ପକାଇଥାଏ ।

ଅତ୍ୟଧିକ ଚାପ ଯୋଗୁ ହୃଦଘାତର ସମ୍ଭାବନା ବଢିଥାଏ । ଟିଇଏନଇଉ ଆମେ ଅଧିକ ପାଣି ପିଇବା ଉଚିତ ନୁହେଁ । ଯେତେବେଳେ ଆପଣ ଆବଶ୍ଯକତା ଠାରୁ ଅଧିକ ପାଣି ପିଉଛନ୍ତି ଏହି କାରଣରୁ ଶରୀରରେ ସୋଡିୟମ ର ମାତ୍ରା କମିବାରେ ଲାଗେ । ଯାହା ପରେ ଜଳ ଅଶ୍ମୋସିସ  ପ୍ରକ୍ରିୟା ମାଧ୍ୟମରେ କୋଷଗୁଡିକରେ ପ୍ରବେଶ କରେ । ଏହି କାରଣରୁ କୋଷ ଗୁଡିକରେ ଫୁଲା  ସମସ୍ୟା ଦେଖାଦେଇଥାଏ ।

ଏହି ଅବସ୍ଥା ଅତ୍ଯଧିକ ଗମ୍ଭୀର ସମସ୍ୟା ସୃଷ୍ଟି  ହୋଇପାରେ ।  ଯେପରିକି ମାଂସ ପେଶୀ  ଟିସୂ ମସ୍ତିଷ୍କ ର କ୍ଷତି କରିପାରେ । ଜଳ ର ଅତ୍ଯଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ ।ଆବଶ୍ୟକ ଠାରୁ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ଅଟେ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତେବେ ଆମ ପେଜ କୁ ଲାଇକ ଆଉ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *