ଆପଣ ମାନେ ଖାଇବା ବେଳେ ପରେ ଅନେକ ସମୟରେ ବାସନ କୁ ଛାଡି ଦେଇ ଥାନ୍ତି । ଆମେ ଏହାକୁ ମାଜିବା କୁ ବେଳେ ବେଳେ ଅଳସୁଆ ହୋଇ ଯାଇଥାଉ । କିନ୍ତୁ ଏହା ଆମ ପାଇଁ ଖରାପ ହୋଇ ଥାଏ । ଏହା ପାଇଁ ଭୟାନକର ପରିଣାମ ମଧ୍ୟ ମିଳି ଥାଏ । କିଛି ଲୋକମାନେ ପାଣି କାମ କରିବା ରୁ ବଞ୍ଚିବା ପାଇଁ ଖାଇବା ଖାଇ ସାରି ନିଜ ବାସନ କୁ ଛାଡି ଦେଇ ଥାନ୍ତି । ଏହା ସହ ଆମେ ଏହାକୁ ଚାକର ଚାକରାଣୀ ମାନଙ୍କ ପାଇଁ ରଖି ଦେଇ ଥାଉ ।
ଏହା ଆମେ ଆଜି କହିବା କି ସିତ ଦିନ ରାତିରେ ଲୋକମାନେ ଥଣ୍ଡା ରୁ ବଞ୍ଚିବା ପାଇଁ ଆମେ ଏହା କୁ କରି ଥାଉ । ଆଉ କିଛି ଜଣ ଙ୍କ ଅଭ୍ୟାଶ ହିଁ ଥାଏ କି ସେମାନେ ଖାଇବା ବେଳେ ସେଇ ଜାଗାରେ ହାତ ଧୋଇ ଦିଅନ୍ତି ଓ ସେହି ଜାଗାରେ ହିଁ ବାସନ ଛାଡି ଦେଇ ଥାନ୍ତି । କାମ କରିବା ପାଇ ଅଳସୁଆ ହୋଇକି । କିନ୍ତୁ ଏହା କରିବା ଦ୍ଵାରା ଆମର କ୍ଷତି ହୋଇ ଥାଏ । ବାସ୍ତୁ ଶାସ୍ତ୍ରରେ ରେ କୁହା ଯାଇଛି କି ବାସନ କୁ ପକାଇ ରଖିବା ଦ୍ଵାରା ଘରେ ଅସାନ୍ତି ହୋଇ ଥାଏ । ଏହା ସହ ରାତିର ବାସନ ଯଦି ଆମେ ନ ଧୋଇକି ରଖି ଦେଇ ଥାଉ ତେବେ ଏହା ଆମ ପାଇଁ ଖରାପ ହୋଇ ଥାଏ । ଆମ ପରିବାର ରେ ମତ ଭେଦ ହୋଇ ଥାଏ ।
ଏହା ସହ ଆମେ ନିଜ ଘର ଲୋକଙ୍କ ଭିତରେ ଖୁବ ଅସାନ୍ତି ହୋଇ ଥାଏ । ବାସନ କୁ ଅପରିଷ୍କାର ରଖିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ହୋଇ ନଥାଏ । ଯାହା ଦ୍ଵାରା ଆପଣ ମାନେ ଧୀରେ ଧୀରେ ଦରିଦ୍ର ହୋଇ ଯିବେ । ଏହା ସହ ଆମଦାନୀ ମଧ୍ୟ କମିବା ରେ ଲାଗିବ ଆପଣଙ୍କ ଘରେ । ଆପଣ ମାନେ ଯେଉଁ କାମ କରିବା ପାଇଁ ଇଚ୍ଛୁକ ଥିବେ ତାହା ହୋଇ ପାରିବ ନି । ଏହା ସହ ଆପଣଙ୍କ ସବୁ ସ୍ଵପ୍ନ ଅଧାରେ ରହିଯିବ ।
ଆପଣ ଯଦି ଖାଇବା ପରେ ଏହାକୁ ସାଙ୍ଗେ ସାଙ୍ଗେ ଧୋଇ ନିଅନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଏହାର ମୁହଁ ସକାଳଉ ସକାଳୁ ଦେଖିବା ପାଇଁ ପଡିବ ନି । ଏହା ସହ ଅଇଁଠା କିମ୍ବା ଅଇଁଠା ବାସନ ଏହାକୁ ଅଧିକ ସମୟ ରଖିବା ଦ୍ଵାରା ଏହି ବାସନ ରେ ଜର୍ମ ଲାଗି ଯାଇ ଥାଏ ଯାହା ଦ୍ଵାରା ଜୀବାଣୁ ଏତେ ସହଜରେ ଏଥିରୁ ଯାଇ ନଥାନ୍ତି ଓ ଏହା ଆମକୁ ବେମାର କରାଇ ଦେଇ ଥାଏ । ତେଣୁ ଆପଣ ମଧ୍ୟ ଏହାର ଧ୍ୟାନ ରଖିବେ କି ଏହାକୁ ଆମେ ରାତିରେ ହିଁ ସଫା କରି ନେବା । ଆମେ ଓ ଆମ ପରିବାର ଖୁବ ଖୁସିରେ ରହିବେ ।