ସବୁଠୁ ବଡ ପାପ! ଅଜାଣତରେ ମଧ୍ୟ ଏହି 5ଟି ପାପ କଲେ ସାରା ଜୀବନ ରହିବେ ଦରିଦ୍ର… Sri Krishan

ନମସ୍କାର ବନ୍ଧୁଗଣ, ପାପ ପୂଣ୍ୟର ଏହି ସଂସାରରେ ପୂଣ୍ୟ କମ କିନ୍ତୁ ପାପ ବେଶି ହେଉଅଛି । ତେବେ ପାପ କରୁଥିବା ଲୋକ ଏହା ଜାଣି ପାରୁନାହାନ୍ତି ସେମାନେ ନିଜ ଜୀବନରେ ଏହାର କେତେ ବଡ ଦଣ୍ଡ ପାଇବାକୁ ଯାଉଛନ୍ତି । ତାଙ୍କୁ ସମସ୍ତ ପାପ ବହୁତ ଛୋଟ ହିଁ ଲାଗୁଥାଏ । କିନ୍ତୁ ବେଳେ ବେଳେ ଛୋଟ ପାପର ମଧ୍ୟ ବଡ ଦଣ୍ଡ ମିଳିଯାଏ । ତେବେ ଆସନ୍ତୁ ଜାଣିବା 5ଟି ପାପ ବିଷୟରେ ଯାହାକୁ କରିବା ଦ୍ଵାରା ମଣିଷ ଜୀବନ ସାରା କେବଳ ପସ୍ତେଇବା ଛଡା ଅନ୍ୟ କୌଣସି ରାସ୍ତା ପାଏ ନାହିଁ  ।

ପ୍ରଥମ: ମାନସିକ ପାପ: ଏହାର ଅର୍ଥ ହେଉଛି ଆପଣଙ୍କ ମନରେ ଅନ୍ୟ ମାନଙ୍କ ପ୍ରତି ଖରାପ ଭାବନା ଆଣିବା । ଏବଂ ତାଙ୍କ ଅନିଷ୍ଟ ଚିନ୍ତା କରିବା । ଅନ୍ୟର ଉନ୍ନତିକୁ ଦେଖି ଇର୍ଷାରେ ଜଳିବ । କାହାର ସୁନ୍ଦରତାକୁ ଦେଖି ମନରେ ଈର୍ଷା ଭାବ ଆଣିବା । କୌଣସି ସୁନ୍ଦରୀ ନାରୀ ଉପରେ ଆଖି ପକାଇବା ଇତ୍ୟାଦି ବହୁତ ବଡ ପାପ ହୋଇଥାଏ ।

ଦିତୀୟ: ଶିବ ପୂରଣ ଅନୁଯାଇ ମୁହଁରୁ ଅନ୍ୟମାନଙ୍କୁ ବାଣୀ ଖରାପ କରି କହିବା ଅପମାନ ଦେବା ଇତ୍ୟାଦି ବହୁତ ବଡ ପାପ ହୋଇଥାଏ । ମଣିଷକୁ ସବୁବେଳେ ସତ କହିବ ଉଚିତ । ଏବଂ ମୁହଁରୁ ସବୁବେଳେ ମିଠା ବାଣୀ ପ୍ରୟୋଗ କରିବା ଉଚିତ । ଯେଉଁମାନେ ମିଛ କୁହନ୍ତି ଏବଂ ଅନ୍ୟ ମାନଙ୍କୁ କଟୁ କଥା କୁହନ୍ତି ଏହାକୁ ପାପ ବୋଲି ମନାଯାଏ । ଏଭଳି ମଣିଷ ସବୁବେଳେ ଗରିବ ହିଁ ରହିଥାନ୍ତି ।

ତୃତୀୟ: ଶାରୀରିକ ପାପ: ଏହାର ଅର୍ଥ ହେଉଛି ଗଛ ଲତା ଇତ୍ୟାଦି କାଟିବା ଓ ପଶୁ ପକ୍ଷୀଙ୍କ ହତ୍ୟା କରିବା ଇତ୍ୟାଦି ଶାରୀରିକ ପାପର ଅନ୍ତର୍ଗତ । ପାଦ ତଳେ ଛୋଟ ଛୋଟ ଜୀବଙ୍କୁ ଚଢି ମାରିବାକୁ ମଧ୍ୟ ପାପ ମନାଯାଏ । ଚତୁର୍ଥ: ନିନ୍ଦା କରିବା ଏକ ପାପ ଅଟେ । କଳିଯୁଗର ସବୁଠାରୁ ଭୟଙ୍କର ପାପ ମଧ୍ୟରୁ ଗୋଟିଏ ହେଉଛି ନିନ୍ଦା କରିବା ।

ନିନ୍ଦା କରିବା ପୂର୍ବରୁ ସବୁବେଳେ ଜାଣିବା ଦରକାର ସାମ୍ନାରେ ଥିବା ମଣିଷ ନିନ୍ଦାର ପାତ୍ର ଅଟେ କି ନାହିଁ । ବୟସ୍କ ବ୍ୟକ୍ତି ଏବଂ ମାତା ପିତାଙ୍କ ନିନ୍ଦାକୁ ସବୁଠାରୁ ବଡ ପାପ ମନାଯାଏ । ପଞ୍ଚମ: ଭୁଲ ଲୋକଙ୍କ ସମ୍ପର୍କରେ ରହିବା ମଧ୍ୟ ଏକ ପାପ ଅଟେ । ଚୋରୀ କରିବା ହତ୍ୟା କରିବା ଇତ୍ୟାଦି ପାପ ହୋଇଥାଏ । ଏବଂ ଏମାନଙ୍କର ସଂସ୍ପର୍ଶରେ ରହିବା ମଧ୍ୟ ଭଗବାନଙ୍କ ନଜରରେ ପାପ ହୋଇଥାଏ ।

ଏମାନଙ୍କ କୌଣସି କାର୍ଯ୍ୟରେ ସାହାର୍ଯ୍ୟ କରିବା ବା କରିଥିବା କାର୍ଯ୍ୟ ଲୁଚାଇବା ମଧ୍ୟ ବହୁତ ବଡ ପାପ ହୋଇଥାଏ । ତେଣୁ ଜଣେ ସଭ୍ୟ ମଣିଷକୁ ଏମାନଙ୍କ ଠାରୁ ଦୂରେଇ ରହିବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *