ଆଜି ଆମେ ଆପଣଙ୍କୁ ମାତା ସୀତା କେଉଁ ୪ ଜଣଙ୍କୁ ଅଭିଶାପ ଦେଇଥିଲେ ଯେଉଁମାନେ ଆଜି ବି ତାହା ଭୋଗ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ତ୍ରେତୟା ଯୁଗରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କର ଅବତାର ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ପିଣ୍ଡ ଦାନ ପାଇଁ ବିହାରରେ ଥିବା ଗୟା ନଦୀରେ ପହଞ୍ଚିଥିଲେ । ସେହି ସମୟରେ ଏମିତି କିଛି ଘଟଣା ହେଲା ଯେଉଁଠି ପାଇଁ ମାତା ସୀତା ୪ ଜଣଙ୍କୁ ଅଭିଶାପ ଦେଇଥିଲେ ଯାହା କି ସେମାନେ ଆଜି ବି ଭୋଗୁଛନ୍ତି ।
ମାତା ସୀତା ଓ ପ୍ରଭୁ ରାମଚଣ୍ଡ ଗୟା ନଦୀ କୂଳରେ ପହଞ୍ଚିବା ପରେ ଭଗବାନ ରାମ ଓ ଲକ୍ଷ୍ମଣ ପିଣ୍ଡ ଦାନ ପାଇଁ ସାମଗ୍ରୀ ଆଣିବାକୁ ଗଲେ । କିନ୍ତୁ ଦୁଇ ଭାଇଙ୍କର ଆସିବା ବିଳମ୍ବ ହେବା କାରଣରୁ ପିଣ୍ଡ ଦାନ ପାଇଁ ସମୟ ଗଡି ଗଲା । ସେହି ସାମୀରେ ରାଜା ଦଶରଥ ନିଜେ ଦର୍ଶନ ଦେଇ ଆଉ ପିଣ୍ଡ ଦାନ କରିବାକୁ ସୀତାଙ୍କୁ କହିଲେ ।
ଦଶରଥଙ୍କ କହିବ ଅନୁଯାୟୀ ମାତା ସୀତା ଫାଲ୍ଗୁନୀ ନଦୀ କୂଳରେ ପିଣ୍ଡ ଦାନ କରିଲେ । ପ୍ରଭୁ ରାମ ଓ ଲକ୍ଷ୍ମଣ ଆସିବା ପୂର୍ବରୁ ମାତା ସୀତା ବିଧି ବିଧାନାରେ ପିଣ୍ଡ ଦାନ କରିଥିଲେ । ସେତେବେଳେ ସେଠାରେ ୫ ଜଣ ସାକ୍ଷୀ ଥିଲେ ଅର୍ଥାତ ୫ ଜଣ ଦେଖି ଦେଇଥିଲେ । ସେମାନେ ହେଉଛନ୍ତି ବଟ ବୃକ୍ଷ, ଫାଲ୍ଗୁନୀ ନଦୀ, ଗୋଟେ ଗାଈ, ଗୋଟେ ତୁଳସୀ ଗଛ ଓ ଆଉ ଜଣେ ବ୍ରାମହଣ ।
ଯେତେବେଳେ ପ୍ରଭୁ ରାମ ଓ ଲକ୍ଷ୍ମଣ ଆସି ମା ସୀତାଙ୍କ ପାଖରେ ପହଞ୍ଚିଲେ ମାତା ସୀତା ପିଣ୍ଡ ଦାନ କରି ସାରିଛନ୍ତି ବୋଲି କହିଲେ । ତାଙ୍କ କଥାକୁ ସତ୍ୟ ବିବେଚନା କରିବା ପାଇଁ ମାତା ସୀତା ସେହି ୫ ଜଣଙ୍କୁ ପଚାରିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ମିଛ କହିଲେ । କେବଳ ବଟ ବୃକ୍ଷକୁ ଛାଡି । ତା ପରେ ରାଜା ଦଶରଥଙ୍କ ଆତ୍ମା ଆସି ତାଙ୍କ ପିଣ୍ଡ ଦାନ ସବୁ ବିଧି ବିଧାନ ଅନୁଯାୟୀ ହୋଇଛି ବୋଲି କହିଲେ ।
ସେମାନେ ମିଛ କହିଥିବାରୁ ମାତା ସୀତା ସେମନଙ୍କୁ ଅଭିଶାପ ଦେଲେ । ମାତା ସୀତା ନଦୀକୁ ଅଭିଶାପ ଦେଲେ ସେ ସର୍ବଦା ମାଟିରୁ ତଳକୁ ବୋହିବ ଅର୍ଥାତ ଉଚ୍ଚରୁ ନିଚ୍ଚକୁ ଯିବ । ମାତା ସୀତା ଗାଈକୁ ଅଭିଶାପ ଦେଲେ ପ୍ରତେକ ପୂଜା ପାଇବେ କିନ୍ତୁ ସର୍ବଦା ଅଇଁଠା ଭୋଜନ କରିବାକୁ ପଡିବ । ତା ପରେ ତୁଳସୀଙ୍କୁ ଅଭିଶାପ ମିଳିଲା କୁ ଗୟାରେ କୌଣସି ତୁଳସୀ ଗଛ ଉଠିବ ନାହି ।
ପରେ ବ୍ରାମ୍ହଣଙ୍କୁ ଅଭିଶାପ ମିଳିଲା କି ଗୟାରେ କେବେ ବ୍ରାମହଣ ସନ୍ତୁଷ୍ଟ ହେବେ ନାହି । ସର୍ବଦା ଦାରିଦ୍ରତା ରହିବ । କିନ୍ତୁ ଏଠାରେ ବଟ ଗଛକୁ ବରଦାନ ମିଳିଲା କି କାରଣ ସେ ମହତ୍ଵପୂର୍ଣ୍ଣ କଥା କରିଥିଲା । ବରଗଛକୁ ବରଦାନ ମିଳିଲା ଗୟାକି ପିଣ୍ଡଦାନ କରିବାକୁ ଆସୁଥିବା ବ୍ୟକ୍ତି ବାର ଗଛକୁ ମଧ୍ୟ ପିଣ୍ଡ ଦାନ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥିଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।