Jyotisha Shastra: ଆଜିର ମଙ୍ଗଳବାର ନେଇ ଆସିଛି ଏହି ରାଶି ପାଇଁ ବର୍ଷର ସବୁଠାରୁ ବଡ ଖୁସି ଖବର… ଶୀଘ୍ର ଦେଖନ୍ତୁ

ଜ୍ୟୋତିଷଙ୍କ ଅନୁଯାୟୀ ୧୨ଗୋଟି ରାଶି ରହିଥାଏ ଓ ଏହି ୧୨ ରାଶି ଉପରେ ପଡୁଥିବା ଦଶା ଉପରେ ହିଁ କୌଣସି ଜାତକଙ୍କର ଭବିଷ୍ୟତ ବା ବର୍ତ୍ତମାନରେ ହେଉଥିବା ଉତ୍ଥାନ ପତନର ସମ୍ଭାବନା ଜଣା ପଡିଥାଏ । ପ୍ରତେକ ରାଶିର ଭଲ ଗୁଣ ଓ ଦୁର୍ବଳତା ମଧ୍ୟ ରହିଥାଏ । ପ୍ରତେକ ରାଶିର ନିଜର ସ୍ଵୟଂ ବିଶିଷ୍ଟ ଗୁଣ, ଇଚ୍ଛା, ଜୀବନ ତଥା ଲୋକଙ୍କ ପ୍ରତି ଆଚାର ବ୍ୟବହାର ଅଲଗା ଅଲଗା ରହିଥାଏ । ଆଜିର ମଙ୍ଗଳବାରରେ ଏହି ରାଶିରେ ଭଗବାନ ହନୁମାନଙ୍କ କୃପାରୁ ମିଳିବାକୁ ଯାଉଛି ବଡ ଖୁସି ଆସନ୍ତୁ ଜାଣିବା ସେ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ଆପଣଙ୍କର ଆଗାମୀ ସମୟ ଉତ୍ତମ ରହିବ । ଭଗବାନ ଅନୁମାନଙ୍କ କୃପାରୁ ଆପଣ ବହୁତ ଭାଗ୍ୟଶାଳୀ ସାବ୍ଯସ୍ତ ହେବେ । ଧନ ସମ୍ପତି ସହ ଜଡିତ ମାମଲାରେ ଭଲ ଡିଲ ହୋଇପାରେ । ଆମଦାନିରେ ବୃଦ୍ଧି ହେବ । ଅଚାନକ ଅଟକି ରହିଥିବା ପଇସା ଫେରି ପାଇବେ ।

ତୁଳା ରାଶି : ଏହି ଅବଧି ଆପଣଙ୍କ ପାଇଁ ସାନଦାର ରହିବ । ଚାକିରି କ୍ଷେତ୍ରରେ ଉନ୍ନତି ହେବାର ବହୁତ ବଡ ଖୁସି ଖବର ଆପଣଙ୍କୁ ଭଗବାନ ହନୁମାନ ଙ୍କ କୃପାରୁ ପରପ୍ତ ହୋଇପାରେ । ଆପଣଙ୍କ ପାଇଁ ରଚନାତ୍ମକ କାର୍ଯ୍ୟରେ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିଲେ ଆପଣଙ୍କ ପାଇଁ ଫାଇଦାମନ୍ଦ ରହିବ । ଅଚାନକ ଧନ ଲାଭ ହେବ ।

କନ୍ୟା ରାଶି : ଆପଣଙ୍କ ପାଇଁ ବଡ ରାଜଯୋଗ ହେବାର ଅଛି ଯାହା କାରଣରୁ ଜୀବନରେ ବଡ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଜୀବନରେ ଥିବା ସବୁ ବାଧା ଓ ସମସ୍ୟାର ଅନ୍ତ ହେବ । ଆପଣ ଦୁଇ ଗୁଣା ଉନ୍ନତି କରିବେ । କ୍ରୋଧ ଉପରେ ସଂଯମ ରଖନ୍ତୁ ।

ସିଂହ ରାଶି : ଆପଣଙ୍କ ଜୀବନରେ ଆଗାମୀ ସମୟରେ ଆସୁଥିବା ସବୁ ଦୁଖ ଦୂର କରିବେ ବଜରଙ୍ଗବାଲି । କାହାର କଥାରେ ପଡି ମହତ୍ଵ ପୂର୍ଣ୍ଣ ନିସ୍ପତି ନିଅନ୍ତୁ । ଜୀବନର ସବୁ ସମସ୍ଯା ଦୂର ହେବ । ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହେବେ ।

ମକର ରାଶି : ଆପଣଙ୍କର କିସ୍ମତ ଏବେ ନୂଆ ମୋଡ ନେଇପାରେ । ଆପଣଙ୍କ ଜୀବନରେ ଏବେ ନୂଆ କିରଣ ପ୍ରକାଶିତ ହେବାକୁ ଯାଉଛି । ଆପଣଙ୍କର ଭାଗ୍ୟ ଏବେ ଘୋଡା ଠାରୁ ତେଜ ଦୌଡିବ । ଜୀବନରେ ବଡ ସଫଳତା ମିଳିବ । ସ୍ଵପ୍ନ ଏବେ ସାକାର ହେବ । ମାନ ସମ୍ମାନରେ ବୃଦ୍ଧି ହେବ । ସବୁ ଇଚ୍ଛା ପୁରା କରିବେ ହନୁମାନ ଜି ।

ଧନୁ ରାଶି : ଆପଣଙ୍କ କିସ୍ମତ ଭଗବାନ ହନୁମାନ ଜି ପଲଟାଇବାକୁ ଯାଉଛନ୍ତି । ପ୍ରେମ ଓ ପଇସାରେ ଉନ୍ନତି ହାସଲ କରିବେ । ଆପଣଙ୍କ ଜୀବନରେ ଅଚାନକ ସୁଧୁରିଯିବ । ଆର୍ଥିକ ରୂପରେ ମଜବୁତ ହେବେ । କିସ୍ମତ ନୂଆ ମୋଡ ନେଇପାରେ ।

କୁମ୍ଭ ରାଶି : ଯଦି ଆପଣ ଚାକିରି ସନ୍ଧାନରେ ଅଛନ୍ତି ତେବେ ତାହା ପୁରା ହେବ । ଘରେ ସୁଖ ସମୃଦ୍ଧିର ଆଗମନ ହେବ । ଆର୍ଥିକ ରୂପରେ ମଜବୁତ ହେବେ । ଜୀବନରେ ହନୁମାନଜିଙ୍କର ଛତ୍ର ଛାୟା ଏବେ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *