ଆଜି ରାତି ଠାରୁ ପୁରା 52 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷାଇବେ ଶନିଦେବ, ଆପଣଙ୍କ ରାଶି ନୁହେଁ ତ ?

ଶନି ଭଗବାନ ହେଉଛନ୍ତି  ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ରାଗି ଗ୍ରହ । ଅଯଥା କାରଣରୁ ଶନିଦେବଙ୍କୁ ନିଜ ବାଲ୍ୟକାଳରୁ ଅନେକ କଷ୍ଟ ଭୋଗ କରିବା ପାଇଁ ପଡିଥିଲା, ସେଥିପାଇଁ ସେ କେବେହେଲେ ବି କାହାକୁ ଅନ୍ୟାୟ କରିବା ଦେଖିଲେ କ୍ଷମା କରନ୍ତିନି । ସୂର୍ଯ୍ୟ ନାରାୟଣ ଙ୍କ ପୁତ୍ର ଅଟନ୍ତି ଶନିଦେବ । ଶନିଦେବଙ୍କ ପ୍ରିୟ ବାର ଶନିବାର ଅଟେ । ଏହି ଦିନ ଭଗବାନଙ୍କ ଆରାଧନା କରିବା ଭଲ ହୋଇଥାଏ ।

ଆମେ କାମ ରେ ରହୁ ଥିବା ବେଳେ ଆମେ ସବୁ ବେଳେ ସବୁ ଦେବାଦେବୀଙ୍କ ଆରାଧନା କରି ପାରି ନଥାଉ, ସେଥିପାଇଁ ଆମେ ଗୋଟେ ବାର ବାଛି ଥାଉ, ଯେଉଁ ଦିନ ଆମେ ଉପବାସ ରଖିକି ପୂଜା କରିଥାଉ ଓ ଶୁଭ ପରିଣାମ ପାଇଥାଉ । ତେବେ ଶନିବାର ଦିନ ଆମେ ଶନି ଦେବଙ୍କ ପାଇଁ ଉପବାସ କରିବା ଦ୍ଵାରା ଆମର ଖରାପ ପରିଣାମ ସବୁ ଦୂର ହୋଇଯିବ ।

ଏହି ଆଗାମୀ ଶନିବାର ଦିନ ଠାରୁ କିଛି ରାଶିଙ୍କ ଉପରେ 51 ବର୍ଷ ଯାଏ ସର୍ବାସିଦ୍ଧି ଯୋଗ ହେବା ପାଇଁ ଯାଉଛି । ଏହି ରାଶି ମାନେ ଏହି ସମୟରେ ନିଜ ଭଲ କାମର ପରିଣାମ ପାଇବା ପାଇଁ ଯାଉଛନ୍ତି । ଆପଣ ଏହି ସମୟରେ ଯଦି ନିଜ ଖାଇବାର ଏକ ଭାଗ କୁକୁରକୁ ଖାଇବା ପାଇଁ ଦେବେ ଏହା ଆପଣଙ୍କ ପାଇଁ ଶୁଭ ସମୟ ଆଣିଦେବ ।

ଯେଉଁ ମାନେ ପଶୁ ମାନଙ୍କ ପାଇଁ ଦୟା ମନୋଭାବ ରଖୁଥିବେ ସେମାନେ ଏବେ ନିଜ ଘରେ କେବେହେଲେ ଝଗଡା ହେବାର ଦେଖିବେନି । ସେମାନଙ୍କ ଘରେ ସବୁ ବେଳେ ଧନ ର ଭରପୁର ଭଣ୍ଡାର ରହିବା ପାଇଁ ଯାଉଛି । ଆପଣ ଶନିବାର ଦିନ ଯଦି ଏକ ଓସ୍ତ ଗଛ ମୂଳରେ ଯାଇକି କିଛି ସୋରିଷ ତେଲ ର ଦୀପ ଲଗାଇବେ ସନ୍ଧ୍ୟା ବେଳେ ଓ ସକାଳେ ଆପଣ କିଛି ହଳଦୀ ପାଣି ଓ କ୍ଷୀର ନେଇକି ଏହାକୁ ପୂଜା କରିବେ, ଏହା ଆପଣଙ୍କୁ ଆଗକୁ ଆସୁଥିବା କିଛି ଦୁର୍ଘଟଣା ରୁ ବଞ୍ଚାଇବା ପାଇଁ ଚେଷ୍ଟା କରିବ ।

ଯେଉଁ ମାନେ ନିଜ ପାଇଁ ଏକ ଜୀବନ ସାଥି ଖୋଜୁଛନ୍ତି ସେମାନେ କିଛି କଳାରାଶି ଦାନ କରିବା ଦ୍ଵାରା ସେମାନଙ୍କ ମନ ପସନ୍ଦର ଜୀବନ ସାଥିକୁ ପାଇବେ । ଯେଉଁ ରାଶିର ଲୋକମାନେ ଏବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି  ସେମାନେ କିଛି କାମରେ ଅଟକିବେନି । କିଛି ଭି କାମ କରିବା ଆଗରୁ ଆମେ ଭାବିଛିନ୍ତି କରିବା ଭଲ ।

ସମାଜରେ ଆପଣ ଏକ ନିଆରା ବା ସ୍ଵତନ୍ତ୍ର ପରିଚୟ ବନାଇବା ପାଇ ଚେଷ୍ଟା କରିବେ । ଏହି ରାଶିର ଲୋକଙ୍କ ପାଇଁ ସମୟ ଭଲ ଥିବାରୁ ବ୍ୟାପାର ର ପ୍ରସାର ହେବ ଓ ଅଧିକା ରୁ ଅଧିକା ସମ୍ପତ୍ତି ଓ ଧନ ମଧ୍ୟ ବଢିବ  । ଆପଣ କିଛି ନୂଆ ଧନ୍ଦା ମୂଳକ କାମ କରି ପାରିବେ । ଏହା ଆପଣଙ୍କ ପାଇଁ ସଫଳତା ର ଏକ ମାର୍ଗ ହେବ ।

ଆପଣ ଯାହାକୁ ପଇସା ଦେଇ ଥିବେ କିମ୍ବା ସାହାଜ୍ଯ କରିଥିବେ ସେ ଏବେ ଆପଣଙ୍କ ପାଇଁ ସାହାଜ୍ଯ ର ହାତ ବଢାଇବ ।  ବିବାହ ଜୀବନରେ ବହୁତ ଭଲ ସମୟ ରହିବ ପ୍ରେମ ସମ୍ପର୍କ ରେ ମଧ୍ୟ ଭଲ ରହିବ । ପରିବାର ରେ ଶାନ୍ତି ବଜାୟ ରହିବ ଏହି ରାଶିମାନଙ୍କ ନାମ ହେଲା ମେଷ, ବୃଷ, କୁମ୍ଭ, ମୀନ, ତୁଳା, ମିଥୁନ ରାଶି ।

Leave a Reply

Your email address will not be published. Required fields are marked *