ଶନି ଦେବ ହେଉଛନ୍ତି ନ୍ୟାୟ ର ଦେବ ତେବେ ଶନି ଦେବ ମଣିଷ ର କାର୍ଯ୍ୟ କୁ ଦେଖିକି ଫଳ ପ୍ରଦାନ କରିଥାନ୍ତି । ଯଦି କେଉଁ ରାଶିରେ ଶନି ଦେବ ପ୍ରବେଶ କରନ୍ତି ତ ଆମେ ମାନେ ଭାବିଥାଉ କି ଆଜି ଠାରୁ ସେହି ବ୍ୟକ୍ତିର କଷ୍ଟ ର ଦିନ ଆରମ୍ଭ ହୋଇଗଲା । କିନ୍ତୁ ଏହା ସର୍ବଦା ହେବ ତାହା ନୁହେଁ । ସର୍ବଦା ଶନି ଦେବ ନିଜର କୋପ ଦୃଷ୍ଟି ପକାଇ ନ ଥାନ୍ତି । ବେଳେ ବେଳେ ଶନି ଦେବ ନିଜର କୃପା ଦୃଷ୍ଟି ମଧ୍ୟ ପ୍ରଦାନ କରିଥାନ୍ତି । ତେବେ ସେହି ଭଳି ୫ ଟି ରାଶିର ଲୋକଙ୍କୁ ମିଳିବାକୁ ଯାଉଛି ।
ପ୍ରଥମ ରାଶି ହେଉଛି ମେଷ ରାଶି – ଆପଣଙ୍କ ର ସବୁ ପାରିବାରିକ ସମସ୍ୟା ଦୂର ହେବ । ଆପଣଙ୍କ ର ଚାକିରୀ କ୍ଷେତ୍ର ରେ ଉନ୍ନତି ହେବ । ଆପଣଙ୍କ ର ବ୍ୟବସାୟ ଉଚିତ ଲାଭ ମିଳିବ । ଆପଣଙ୍କ ର ଧନ ଲାଭର ଯୋଗ ଅଛି । ଦ୍ଵିତୀୟ ରାଶି ହେଉଛି – କର୍କଟ ରାଶି -ଏହି ରାଶିର ଲୋକମାନଙ୍କୁ ଶନି ଦେବ ଙ୍କ କୃପାରୁ ଧନ ଓ ସମ୍ମାନ ପ୍ରାପ୍ତି ହେବ ।
ଆପଣଙ୍କୁ ଚାକିରିର ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ । ଏହି ରାଶି ର ଲୋକମାନେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ଦ୍ୱାରା ସେଥିରେ ସଫଳ ମଧ୍ୟ ହେବେ । ତୃତୀୟ ରାଶି ହେଉଛି କନ୍ୟା – ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ଆପଣଙ୍କ ର କୋର୍ଟ ରେ ଚାଲିଥିବା କେସ ରେ ଆପଣଙ୍କର ଜୟ ହେବ ।
ବିଦ୍ୟାର୍ଥୀ ମାନଙ୍କ ପାଇଂ ଏହି ସମୟ ବହୁତ ଭଲ ଅଟେ । କ୍ୟାରିୟର ପାଇଁ ଉତ୍ତମ ଯୋଗ ବାଣୁଛି । ଏହି ସମୟରେ ଆପଣ ଯଦି ନୂଆ ଯୋଜନା ରେ କାର୍ଯ୍ୟ କରୁଥିବେ ତେବେ ସେଥିରେ ଅନେକ ପ୍ରଶଂସା ଓ ଲାଭ ମଧ୍ୟ ପାଇବେ । ଚତୁର୍ଥ ରାଶି ମକର – ଏହି ରାଶିର ଲୋକମାନଙ୍କୁ ମିଳିବାକୁ ଯାଉଛି ଶନିଦେବଙ୍କ କୃପା । ଆପଣଙ୍କର ଧନ ଲାଭ ର ଯୋଗ ଅଛି ।
ଆପଣଙ୍କ ର କୌଣସି ଜାଗା ରେ ଯଦି ପଇସା ଅଟକି ଯାଇଥିବ ତେବେ ତାହା ଆପଣ ପୁନର୍ବାର ପାଇବେ । ଅଟକିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ । ଘରେ ସୁଖ ଓ ଶାନ୍ତି ରହିବ । ପଞ୍ଚମ ରାଶି କୁମ୍ଭ – ଏହି କୁମ୍ଭ ରାଶିର ସ୍ୱାମୀ ହେଉଛନ୍ତି ଶନି ଦେବ । ତେଣୁ ଏମାନଙ୍କ ପାଇଁ ଏହା ଭାଗ୍ୟ ପରିଵର୍ତନ ର ସମୟ ଅଟେ ।
ଆପଣଙ୍କୁ ପ୍ରତେକ କାର୍ଯ୍ୟ ରେ ସଫଳତା ମିଳିବ । ଆପଣଙ୍କ ସହକର୍ମୀଙ୍କ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଆପଣଙ୍କ ଜୀବନ ସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ସନ୍ତାନଙ୍କ ଠାରୁ କିଛି ଶୁଭ ଖବର ମିଳିବ । ଧନ ଲାଭ ର ଯୋଗ ମଧ୍ୟ ଅଛି ।