ଆଜି ଦୋଳ ପୁର୍ଣିମା । ଏହା ଏକ ପବିତ୍ର ଦିନ ଅଟେ । ଏହି ଦିନ ରାଧା କୃଷ୍ଣଙ୍କୁ ଦୋଳିରେ ବସାଇ ବିମାନରେ ନେଇ ଗୋପାଳ ମାନେ ପରିକ୍ରମା କରାଯାଇଥାଏ । ରାଧା କୃଷ୍ଣଙ୍କୁ ଫଗୁ ମଧ୍ୟ ଲ୍ଗାଯାଇଥାଏ । ଏହା ଫଲ୍ଗୁନ ମାସ ଦଶମୀ ରୁ ଆରମ୍ଭ ହୋଇ ପୁର୍ଣିମା ଅର୍ଥାତ ଆଜି ସେଶ ହୋଇଥାଏ । ତେବେ ଆଜି ରାତିଠାରୁ ଗ୍ରହ ମାନଙ୍କ ମଧ୍ୟରେ ହେବାକୁ ଯାଉଛି ବଡ ପରିବର୍ତନ । ଏହି ମହାସଞ୍ଜୋଗ ର ଫଳ ରେ ମା ଲକ୍ଷ୍ମୀଙ୍କ କୃପା କିଛି ବିଶେଷ ରାଶିଙ୍କ ଊପରେ ପଡିବାକୁ ଯାଉଛି । ଏହି ରଶୀମାନଙ୍କ ର ଏବେ ଭାଗ୍ୟର ପରିବର୍ତନ ହେବାକୁ ଯାଉଛି ।
ତେବେ ଆଜି ଆମେ ଜାଣିବା କେଉଁ କେଉଁ ରାଶି ଗୁଡିକ ହେବାକୁ ଯାଉଛନ୍ତି ଭାଗ୍ୟବାନ । ପ୍ରଥମ ରାଶି ହେଉଛି ମେଶ ରାଶି – ଏହି ରାଶିର ଲୋକମାନଙ୍କର ଆଜି ଠାରୁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ହେବାକୁ ଯାଉଥିବା ଗ୍ରହ ପରିବର୍ତନ ଏମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ତେବେ ଏହି ରାଶିର ଲୋକମାନନ୍କୁ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିବ ।
ତେଣୁ ଏମାନନଙ୍କର ଧନ ଲାଭର ମଧ୍ୟ ଯୋଗ ବନୁଅଛି । ଆପଣ ବ୍ୟବସାୟ ପ ବାଣିଜ୍ୟ କୁ ନେଇ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଦଦ୍ଵିତୀୟ ରାଶି ହେଉଛି ସିଂହ ରାଶି – ଏହି ରାଶିର ଲୋକମାନେ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି । ଏମାନେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । ଏମାନଙ୍କ ର ସବୁ ସମସ୍ଯା ଦୂର ହୋଇଥାଏ ।
ଏମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ବ୍ୟାପାର ଓ ବାଣିଜ୍ୟରେ ଲାଭ ମିଳିବ । ତୃତୀୟ ରାଶି ଟି ହେଉଛି କନ୍ୟା ରାଶି – ଏହି ରାଶିର ଲୋକଙ୍କୁ ଏବେ ଚାକିରିର ନୂଆ ଅବସର ମିଳିବ । ଯେଉଁ ମାନଙ୍କର ବିବାହ ହୋଇପାରୁ ନାହି ସେମାନଙ୍କର ବିବାହ ପାଇଁ ପ୍ରସ୍ତାବ ଆସିବ । ଏହି ରାଶିର ଲୋକମାନେ ନିଜ କାର୍ଯ୍ୟକୁ ନେଇ କିଛି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି ।
ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି – ଏହି ରାଶିର ଲୋକମାନେ ଏବେ ବହୁତ ଧନ ଅର୍ଜନ କରିବେ । ଏମାନଙ୍କୁ ସବୁ କ୍ଷେତ୍ରରେ ଏବେ ଲାଭ ପ୍ରାପ୍ତ ହେବ । ତେବେ ଏହି ରାଶିର ଲୋକମାନେ ଯେଉଁ ମାନେ କୌଣସି କାର୍ଯ୍ୟ ସନ୍ଧାନ ରେ ଅଛନ୍ତି ସେମାନଙ୍କୁ ଚାକିରିର ନୂଆ ସୁଯୋଗ ମିଳିବ । ଏମାନେ ନିଜର ଦକ୍ଷତା ଦ୍ଵାରା ସବୁ କାର୍ଯ୍ୟ ରେ ସଫଳ ହେବେ ।
ମା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ସହିତ ଦୀର୍ଘ ସମୟ ଧରି ରହିବ । ପଞ୍ଚମ ରାଶି ହେଉଛି ମୀନ ରାଶି – ଏମାନଙ୍କୁ ଭାଗ୍ୟବାନ ରାଶି କହିଲେ ଭୁଲ ହେବ ନାହିନ । ଏମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ଅପାର ଧନ ପ୍ରାପ୍ତି ହେବ । ଏମାନଙ୍କର ସବୁ ସମସ୍ଯା ଦୂର ହେବ ।