ଆଜି ଠାରୁ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ଶନିଦେବ, ସେହି ରାଶି ଆପଣଙ୍କର ନୁହେଁ ତ

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ରାଶି ପରିଵର୍ତନ ହୋଇଥାଏ । ତେବେ ସବୁ ଗ୍ରହ ଙ୍କ ମଧ୍ୟରେ ଶନି ଗ୍ରହଙ୍କ ର ମହତ୍ୱ ବେଶୀ । କାରଣ ଅନ୍ୟ ଗ୍ରହଙ୍କର ଖରାପ ବା କୋପ ଦୃଷ୍ଟି ପଡିଲେ ଏହା ମଣିଷର ଅଳ୍ପ କ୍ଷତି କରିଥାନ୍ତି ଓ କିଛି ଉପାୟ ଦ୍ୱାରା ସେହି ଗ୍ରହମାନଙ୍କୁ ଶାନ୍ତ କରିବା ସମ୍ଭବ ହୋଇଥାଏ । କିନ୍ତୁ ଶନି ଦେବଙ୍କର କ୍ରୋଧ କୁ ଶାନ୍ତ କରିବା ସହଜ ନୁହେଁ । ଶନି ଦେବଙ୍କ କୃପା ଦୃଷ୍ଟି ପଡିଲେ ମଣିଷର ଜୀବନର ସବୁ କଷ୍ଟ ଦୁଃଖ ଦୂର ହୋଇଥାଏ ।

କିନ୍ତୁ ଯଦି ଶନିଦେବଙ୍କ କୋପ ଦୃଷ୍ଟି ବା ଖରାପ ଦୃଷ୍ଟି ପଡେ ତେବେ ଏହା ବହୁତ ଖରାପ କରିଥାଏ । ଯଦି ଜାତକଙ୍କ କୁଣ୍ଡଳୀରେ ଶନି ଦୁର୍ବଳ ଥିବେ ସେମାନଙ୍କର ଜୀବନରେ ବହୁତ ସମସ୍ୟା ଦେଖାଦେଇଥାଏ । ଶନି ସବଳ ଥିଲେ ସେମାନଙ୍କର ଜୀବନ ରାଜା ଭଳି ବ୍ୟତୀତ ହୋଇଥାଏ । ଆପଣ ଶନିବାର ଦିନ ଶନି ଚାଲିଶା ପାଠ କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୋଇଥାନ୍ତି । ଶନିବାର ଦିନ ଶନିଦେଵଙ୍କ ମନ୍ଦିରରେ ଯଦି ସୋରିଷ ତେଲ ର ଦୀପ ଜଳାଇଲେ ଓ ଓଁ ଶନିଶ୍ଚରାୟ ନମଃ ମନ୍ତ୍ର ଜପ କରିବା ଦ୍ୱାରା ଶନି ଦେବ ବହୁତ ପ୍ରସନ୍ନ ହୋଇଥାନ୍ତି ।

ଶନିବାର ଦିନ ଅଶ୍ୱଥ ଗଛ ମୂଳରେ ସୋରିଷ ତେଲ ର ଦୀପ ଜଳାଇବା ଦ୍ୱାରା ଶନିଙ୍କ କୃପା ମିଳିଥାଏ । କୌଣସି ଅସହାୟ ମଣିଷଙ୍କୁ ଯଦି ଆପଣ କିଛି କଳା ଜିନିଷ , ବସ୍ତ୍ର ଆଦି ଦେଇ ସାହାର୍ଯ୍ୟ କରନ୍ତି ତେବେ ଶନି ଦେବ ବହୁତ ପ୍ରସନ୍ନ ହୋଇଥାନ୍ତି ।

ଶନିବାର ଦିନ ସୋରିଷ ତେଲ ରେ କିଛି କଳା ରାଶି ପକାଇ ଦୀପ ଜଳାଇବା ଦ୍ୱାରା ଶନିଦେବଙ୍କ ଆର୍ଶୀବାଦ ମିଳିବ । ଶନିବାର ଦିନ କଳା ବସ୍ତ୍ର ଦାନ କରିବା ଦ୍ୱାରା ଶନି ଦେବ ଶାନ୍ତ ହୋଇଥାନ୍ତି । ହନୁମାନଜି ଶନିଦେବଙ୍କର ପରମ ମିତ୍ର ତେଣୁ ଯଦି ଆପଣ ହନୁମାନଜିଙ୍କ ଓ ଶନିଦେବଙ୍କ ଆରଧନା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୋଇଥାନ୍ତି ।

ତେବେ ଶନିଦେଵ ରାଶି ପରିଵର୍ତନ କରିବାକୁ ଯାଉଛନ୍ତି । ଶନିଦେଵ ମିଥୁନ ରାଶିରେ ପ୍ରବେଶ କରି ମାର୍ଗ ଚାଲ ଚାଲିବାକୁ ଯାଉଛନ୍ତି । ଏହି ପରିଵର୍ତନରେ କିଛି ରାଶୀଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତୁଲା ରାଶି – ଏହି ରାଶିର ଲୋକଙ୍କର ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ମଧ୍ୟ ଧନ ଲାଭ ହେବ ।

ଧନ ର ଆଗମନରେ ପରିବାରରେ ସୁଖର ପରିବେଶ ରହିବ । ବିଛା ରାଶି – ଏହି ରାଶିର ଲୋକମାନଙ୍କର ଜୀବନ ଏବେ ବହୁତ ଭଲରେ ବ୍ୟତୀତ ହେବାକୁ ଯାଉଛି । ଏମାନେ ନିଜ ସନ୍ତାନ ଠାରୁ କୌଣସି ସୁଖ ସମ୍ବାଦ ମିଳିବ । ସିଂହ ରାଶି – ଏହି ରାଶିର ଲୋକମାନେ ନିଜର ବୈବାହିକ ଜୀବନର ସମ୍ପୂର୍ଣ ଆନନ୍ଦ ନେଇପାରିବେ ।

ଏମାନେ ନିଜର ବ୍ୟବସାୟ ରେ ଉନ୍ନତି କରିବେ । ଏମାନେ ସମାଜରେ ନିଜର ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି କରିବେ । କନ୍ୟା ରାଶି – ଏହି ରାଶିର ଲୋକମାନଙ୍କ ଉପରେ ଶନିଦେବଙ୍କ ର କୃପା ଦୃଷ୍ଟି ରହିବ । ଏମାନଙ୍କ ର ଆର୍ଥିକ ସମସ୍ୟା ଦୂର ହେବ । ଏମାନଙ୍କ ପାରିବାରିକ କ୍ଳେଶ ଦୂର ହେବ । ଘରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ । ଧନ ପ୍ରାପ୍ତିର ଯୋଗ ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *