ଆଜିଠୁ ବୃହସ୍ପତି ଯୋଗ ଆରମ୍ଭ, 4ରାଶି ହେବେ କୋଟିପତି

ଗଣନା ଆମ ପାଇଁ ସାଧାରଣ ଭାବେ ଆମ ଦୈନଦିନ ଜୀବନରେ ଦରକାର ପଡୁଥିବା ଗଣିତ । ମାତ୍ର ଆମେ ଏହାକୁ ଆମ ଆଗାମୀ ଦିନ ବିଶୟରେ ଜାଣିବା ପାଇଁ ମଧ୍ୟ ବ୍ୟବହାର କରିଥାଉ । ଆମେ ଜାଣିଛେ ଜୋତିଶ ଶାସ୍ତ୍ର ଅନୁସାରେ ଆମେ କିଛି ନା କିଛି ପରିଣାମ ପାଇ ଥାଉ । ଏହା ଦ୍ଵାରା ଆମେ କିଛି ନା କିଛି ପରିଣାମ ର ପାଇଁ ଆଗୁଆ ପ୍ରସ୍ତୁତ କରି ପାରିବା କୁ ସମୟ ପାଉ । ଆଜି ଆମେ କହିବା କି ଏହି ଗଣନା ଦ୍ଵାରା ଆମକୁ ମିଲିବା ପାଇଁ ଯାଉଥିବା କିଛି ଯୋଗ କଥା ।

ଏହା ମଧ୍ୟ ଜଣା ଯାଇ ଥାଏ ଆମ ଜୀବନରେ ଆସୁଥିବା ସୁଯୋଗ ଓ ଦୁର୍ଯୋଗ କଥା ଆମେ ଯଦି ଏହାକୁ ଭଲ ଭାବେ ଜାଣିବା ତେବେ ଆମେ ନିଶ୍ଚିତ ଭାବେ କିଛି ନା କିଛି ଭଲ ପରିଣାମ ପାଇ ପାରିବା । ଆଜି ଆମେ କହିବା କି ଆଜି ଠାରୁ ହେବା ପାଇଁ ଯାଉଛି କିଛି ରାଶିଙ୍କ ଉପରେ ବୃହସ୍ପତି ଯୋଗ ହେବା ପାଇଁ ଯାଉଛି ।

ଯାହା ଦ୍ଵାରା ଚାରି ଟି ରାଶିର ଲୋକମାନେ ଭଲ ପରିଣାମ ପାଇବେ । ପ୍ରଥମ ରାଶି ହେଉଛି କନ୍ୟା ରାଶି – ଆପଣ ଯାହା ଇଛା ହେବ ତାହା କରି  ପାରିବେ । ଆପଣ କେବଳ ଧାର୍ଯ୍ୟ ଧରି ରଖନ୍ତୁ । ଆପଣ ଙ୍କ ବସିବା ଜାଗାରେ ଆପଣ ବସି ପାରନ୍ତି କହିବାର ମାନେ ହେଉଛି କି ଆପଣ କେଉଁ ନୂଆ ଜାଗାରେ କାମ କରି ପାରନ୍ତି ।

କିମ୍ବା ଆପଣଙ୍କ ଚିନ୍ତାର ବିପରୀତ କାମ ଆପଣଙ୍କୁ ମିଳିବା ପାଇଁ ଯାଉଛି । ଆପଣ ନିଜ ଆତ୍ମବିଶ୍ବାଶ କୁ ବଜାୟ ରଖନ୍ତୁ । ଆପଣ ନିଜ ମନରେ ଭାବି ଥିବା କଥାକୁ ନିଶ୍ଚିତ ଭାବେ ସଫଳ କରାଇବେ । ଆପଣ ପ୍ରସନ୍ନ ହୋଇକି ରହିବେ । ବିପରୀତ ବ୍ୟକ୍ତି ମାନେ ଆପଣ ସହ ମିଶିବା ପାଇଁ ଚେଷ୍ଟା ଅକରିବେ ଆପଣ କିଛି ଉପହାର ମଧ୍ୟ ପାଇବାକୁ ଯାଉଛନ୍ତି ।

ତୁଳା ରାଶି – ଅଚାନକ ଭାଗ୍ୟ ଚମକିବା । ଯାହା ଦ୍ଵାରା ଆପଣ ଶାଚା ପ୍ରେମ ପାଇବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଦ୍ରୁଷ୍ଟି ଲାଗି ରହିବ । ଆପଣ ପ୍ରେମ ମାମଲା ରେ ବହୁତ କିଛି ପାଇବେ । ଏହି ସମୟ ଆପଣ ସଫଳ ହେବେ ଆପଣ ପ୍ରେମରେ ଶାରୀରକ ମାନଶୀକ ଖୁଶି ମିଳିବ ।

ଆପଣ ଆଗକୁ ଅଭୁତ ପ୍ରଗତି କରିବେ । ସିଂହ ରାଶି – ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ଅସୀମ କୃପା ରହିବ । ବିଦ୍ୟାର୍ଥୀ ଏମାନେ ପାଠ ପଢାରେ ମନ ଦେବେ । କିଛି ମହିଳା ମାନେ ଅଚାନକ ଧନ ପାଇବାର ଯୋଗ ମଧ୍ୟ ଅଛି । ଆପଣଙ୍କ ଜୀବନରୁ ପାରିବାରିକ କଳହ ର ଅନ୍ତ ହେବ ।

ମେଷ ରାଶି – ପ୍ରତି ଦିନର କାମରେ ଆସୁଥିବା ବ୍ଯବଧାନ ଏବେ ଦୂର ହେବ । ଆପଣ ମାନ ସମ୍ମାନ ପାଇବେ । ଆପଣ ବ୍ୟାପାର ରେ ବହୁତ ଭଲ ନିର୍ଣ୍ଣୟ ନେବେ । ଆପଣ ଭାବି ଚିନ୍ତି ଯେଉଁ କାମ କରିବେ । ବାହାର ଜାଗାରେ  ଆପଣଙ୍କ କାମ ଚାଲୁ ହେବ ।

Leave a Reply

Your email address will not be published. Required fields are marked *