ଆଜି ପୂର୍ଣ୍ଣିମାରେ କାହାକୁ ନ କହି ଚୁପଚାପ କରନ୍ତୁ ଏହି 1 ଉପାୟ, ବଦଳିଯିବ ଭାଗ୍ୟ…

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତେକ ମାସରେ ପୂର୍ଣ୍ଣିମା ତିଥି ପଡିଥାଏ । ପୁର୍ଣ୍ଣିମା ଦିନ ଏମିତି କିଛି ବିଶେଷ ଉପାୟ କରିବା ଦ୍ଵାରା ମଣିଷର ଭାଗ୍ୟ ବଦଳି ଯାଇଥାଏ । ଶାସ୍ତ୍ର ଅନୁଯାୟୀ ପୂର୍ଣ୍ଣିମା ର ବିଶେଷ ମହତ୍ଵ ରହିଛି । ଏହି ଦିନ କିଛି ପୂଜା ପାଠ ବା ଉପାୟ ମାନ କରିଲେ ଯାହା ଦ୍ଵାରା ବହୁତ ଅଧିକ ଲାଭ ମିଳିଥାଏ । ଏହି ଦିନ ଏମିତି କିଛି ଛୋଟ ଛୋଟ ଉପାୟମାନ କରିବା ଦ୍ଵାରା ଯାହା ବି ଜୀବନରେ ସମସ୍ଯା ବା ଘରେ କ୍ଲେଶ ରହିଥାଏ ତାହା ଦୂର ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

୧- ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଘରେ କ୍ଷୀରୀ ତିଆରି କରି ମା ଲକ୍ଷ୍ମୀ ଙ୍କୁ ଭୋଗ ଲଗାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଧନ ପ୍ରାପ୍ତି ହେବ ସହ ଯାହା ସବୁ ସମସ୍ଯା ହୋଇଥାଏ ତାହା ଦୂର ହୋଇଥାଏ । ଏହା ସହ ଧନର ଆଗମନ ହୋଇଥାଏ ମା ଲକ୍ଷ୍ମୀ ଙ୍କ କୃପାରୁ ।

୨- ଏକ ଆମ୍ବ ପାତ୍ର ଆଣି ପୂର୍ଣ୍ଣିମା ତିଥି ରେ ସକାଳୁ ଘରର ମୁଖ୍ୟ ଦ୍ଵାରା ରେ ଟଙ୍ଗାଇ ଦିଅନ୍ତୁ । ତା ପର ଦିନ ଆମ୍ବ ପତ୍ର କୁ ପାଣିରେ ଭସାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ସମ୍ପତି ରେ ବୃଦ୍ଧି ହେବା ସହ ସବୁ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ ।

୩- ପୂର୍ଣ୍ଣିମା ଦିନ କେବେ ବି ଭୁଲରେ ଆମିଷ ବା ନିଶା ସେବନ କରିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ଵାରା ଘରେ ଦୁଖ କ୍ଲେଶ ବଢି ଯାଇଥାଏ । ଯାହା ଫଳରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।

୪- ପୂର୍ଣ୍ଣିମା ଦିନ ଅଳ୍ପ ହଳଦୀ ନେଇ ସେଥିରେ ଗଙ୍ଗା ଜଳ ମିଶାନ୍ତୁ । ସେହି ହଳଦୀ ରେ ଘରର ମୁଖ୍ୟ ଦ୍ଵାରା ଆଗରେ ଓମ ଲେଖନ୍ତୁ । ଏହି ଉପାୟଟି ପ୍ରତେକ ପୂର୍ଣ୍ଣିମା ତିଥିରେ କରିଲେ ଘରେ ଯାହା ବି ସମସ୍ଯା ରହିଛି ତାହା ବହୁତ ଜଲ୍ଦି ଦୂର ହେବ ।

୫- ପୂର୍ଣ୍ଣିମା ତିଥିରେ ସନ୍ଧ୍ୟା ସମୟରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେଇ ପୂଜା କରନ୍ତୁ । ଏପରି କରିବା ଦ୍ଵାରା ଯାହା ବି ମାନସିକ ଦୁଖ ରହିଥାଏ ତାହା ଦୂର ହୋଇଥାଏ । ଏହା ସହ ଘରେ ଯିଏ ରୋଗାଗ୍ରସ୍ତ ହୋଇଥାନ୍ତି ସେମାନେ ବହୁତ ଜଲ୍ଦି ଆରୋଗ୍ଯ ହୋଇଥାନ୍ତି । ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବା ସହ ଖିରୀ ଭୋଗ ଲଗାନ୍ତୁ ।

୬- ପୁର୍ଣ୍ଣିମା ଦିନ ସକାଳୁ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ ଅଭିଷେକ କରନ୍ତୁ । ଏହା ସହ ମହୁ ଭୋଗ ଲଗାନ୍ତୁ । ଏହି ଉପାୟଟି କରିବା ଦ୍ଵାରା ଘରେ ଯେତେ ବି ମାନସିକ ସମସ୍ଯା ରହିଛି ତାହା ଦୂର ହୋଇଥାଏ । ଯାହା ବି ଦୁଖ କ୍ଲେଶ ରହିଥାଏ ଏହି ଉପାୟ ଦ୍ଵାରା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥିଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *