ଆମର ଜୀବନରେ ଯାହା ବି ପରିଵର୍ତନ ହୋଇଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ପାଇଁ ଏହି ସବୁ ହୋଇଥାଏ । ତେବେ ଏହି ଚଳିତ ବର୍ଷର ଅକ୍ଷୟ ତୃତୀୟା ଦିନ ହେବାକୁ ଯାଉଛି ଏକ ବଡ଼ ପରିଵର୍ତନ । ଗ୍ରହ ମାନଙ୍କର ପରିଵର୍ତନ ଯୋଗୁଁ ହେବାକୁ ଯାଉଛି ଏକ ମହାସଂଯୋଗ । ଏହି ମହାସଂଯୋଗ ରେ ମା ଲଷ୍ମୀଙ୍କ କୃପା ମଧ୍ୟ କିଛି ରାଶିର ଲୋକଙ୍କ ଉପରେ ରହିବ । ଏମାନଙ୍କର ସବୁ ସମସ୍ୟା ଏବେ ମା ଲଷ୍ମୀ ଦୂର କରିବେ ।
ଏହି ମହା ସଂଯୋଗର ଫଳ କିଛି ରାଶୀଙ୍କ ଉପରେ ପଡ଼ିବାକୁ ଯାଉଛି । ଏହି ରାଶିର ଲୋକଙ୍କର ଏବେ ଭାଗ୍ୟ ପରିଵର୍ତନ ହେବାକୁ ଯାଉଛି । ତେବେ ଏହି ରାଶି ଗୁଡିକ କଣ ଓ ଏମାନଙ୍କୁ ଏହି ମହାସଂଯୋଗ ରୁ କଣ କଣ ସବୁ ଲାଭ ହେବ ତାହା ସମ୍ପର୍କ ଆମେ ଆଜି ଆପଣଙ୍କୁ ଜଣାଇବୁ ।
ପ୍ରଥମ ରାଶି ହେଉଛି କନ୍ୟା ରାଶି – ଏହି ରାଶିର ଲୋକମାନଙ୍କ ର ଚାକିରୀରେ ଲାଭ ହେବ । ପଦୋନ୍ନତି ହେବ । ଏମାନେ ଯେତିକି ଚିନ୍ତା କରି ନ ଥିବେ ତାହା ଠାରୁ ଅଧିକ ଲାଭ ଏମାନଙ୍କୁ ପ୍ରାପ୍ତ ହେବ । ଯେଉଁମାନଙ୍କର ରୋଜଗାର ଜନିତ ସମସ୍ୟା ହେଉଥାଏ ସେମାନଙ୍କୁ ରୋଜଗାରର ଉତ୍ତମ ସୁଯୋଗ ପ୍ରାପ୍ତ ହେବ ।
ଦ୍ଵିତୀୟ ରାଶି ହେଉଛି ତୁଳା ରାଶି – ଆପଣଙ୍କ ପାରିବାରିକ ସବୁ ସମସ୍ୟା ଦୂର ହେବ । ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ । ତୃତୀୟ ରାଶି ହେଉଛି ସିଂହ ରାଶି – ଏହି ରାଶିର ଲୋକଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।
ଏମାନଙ୍କର ବ୍ୟବସାୟ ବାଣିଜ୍ୟ ରେ ଉନ୍ନତି ହେବ । ଏମାନଙ୍କୁ ନିଜର ସନ୍ତାନ ଠାରୁ କିଛି ଖୁସି ଖବର ମିଳିପାରେ । ଚତୁର୍ଥ ରାଶି ହେଉଛି ମେଷ ରାଶି – ଏହି ରାଶି ର ଲୋକମାନଙ୍କର ଏବେ ଆଥିକ ସ୍ଥିତି ସୁଦୃଢ ରହିବ । ଏମାନଙ୍କୁ ଏବେ ମାତା ଲଷ୍ମୀଙ୍କ କୃପା ମିଳିବାକୁ ଯାଉଛି । ଏମାନଂକ ଜୀବନ ଏବେ ପୁରା ପରିଵର୍ତନ ହେବ ।
ପଞ୍ଚମ ରାଶି ହେଉଛି କର୍କଟ ରାଶି – ଆପଣଙ୍କୁ ଏବେ ଧନ ଉପାର୍ଜନ ର ନୂଆ ଅବସର ସବୁ ପ୍ରାପ୍ତ ହେବ । ଆପଣଙ୍କୁ ନିଜ ଜୀବନ ସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ବିବାହ ଯୋଗ ମଧ୍ୟ ଅଛି । ଷ
ଷ୍ଠ ରାଶି ହେଉଛି କୁମ୍ଭ ରାଶି- ଏହି ରାଶିର ଲୋକମାନେ ଏବେ ମା ଲଷ୍ମୀଙ୍କ କୃପାରୁ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଏମାନଙ୍କ ଜୀବନ ଏବେ ବହୁତ ସୁଖମୟ ହେବ । ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ । ଏହି ଷଷ୍ଠ ରାଶୀଙ୍କୁ ମିଳିବ ମା ଲଷ୍ମୀଙ୍କ କୃପା ।