Almond ଖାଇବା ଦ୍ଵାରା ଶରୀରରେ ଯାହା ହୁଏ ଜାଣି ହୋସ ଉଡିଯିବ, ଏବେ ହି ଦେଖନ୍ତୁ ନ ହେଲେ ପରେ ପସ୍ତେଇବେ- Healthy Tips

ବାଦାମ ପୁରାତନ ସଭ୍ୟତା କାଳରୁ ଲୋକଙ୍କର ପ୍ରିୟ ଖାଦ୍ୟ ଭାବେ ବ୍ୟବହାର ହୋଇ ଆସୁଛି । ବାଦାମରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ଓ ଖଣିଜ ଲବଣ ରହିଥାଏ । ଯାହା ଆମ ଶରୀରର ଆବଶ୍ୟକ କରିଥାଏ । ବାଡାମରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ, ଭିଟାମିନ-ବି, ଆମୀନୋ ଏସିଡ ରହିଥାଏ । ପ୍ରତିଦିନ ୪ଟି ବାଦାମା ଖାଇଲେ ସ୍ଵଚାରେ ଗ୍ଲୋ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ବାଦାମ ଖାଇବାର ଉପକାରିତା ବିଷୟରେ କହିବକାଉ ଯାଉଛୁ ।

୧- ଓଜନ ହ୍ରାସ କମ କରିବାରେ ବାଦାମର ସେବନ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ଫାଇଭର, ପ୍ରୋଟିନ ରହିଥାଏ । ଏହା ଖାଇଲେ ଭୋକ ଜଲ୍ଦି ଲାଗି ନ ଥାଏ । ବାଡାମରେ ଭିଟାମିନ-ଡି ର୍ତାହିଥାଏ ଯାହା ଆମ ମେଟାବୋଲିଜିୟମକୁ ସୁସ୍ଥ ରଖିଥାଏ ।

୨- ଆଲାମଣ୍ଡ ରେ ଅନେକ ପ୍ରକାରର ପୋଶକ ତତ୍ତ୍ଵ ରହିଥାଏ ଯାହା ଆମ ମସ୍ତିସ୍କରେ ବିକାଶରେ ସହାୟକ ହୋଇଥାଏ । ଆଲମଣ୍ଡରେ ଆମୀନୋ ଏସିଡ ରହିଥାଏ ଯାହା ମସ୍ତିସ୍କରେ ଏକାଗ୍ରତା ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଆୟୁର୍ବେଦିକ ଅନୁଯାୟୀ ଆଲମଣ୍ଡ ରେ ବୁଦ୍ଧି ବୃଦ୍ଧି କରିବାରେ କ୍ଷମତା ରହିଥାଏ । ଏହା ଅବ୍ୟତୀତ ଆଲମଣ୍ଡ ଖାଇବା ଦ୍ଵାରା ଅନିଦ୍ରା ଓ ମାନସିକ ଚାପ ଦୂର ହୋଇଥାଏ ।

୩- ଆଲମଣ୍ଡ ରେ ଭିଟାମିନ-ଇ ରହିଥାଏ ଯାହା ସ୍କିନ ଜନିତ ସମସ୍ଯା ପାଇଁ ଅଭତୁ ଲାଭଦାୟକ ହୋଇଥାଏ । ଏହା ଖାଇବା ଦ୍ଵାରା ବୟସ ପୂର୍ବରୁ ତ୍ଵଚାରେ କୁଞ୍ଚା ପଡେ ନାହି । ପ୍ରତିଦିନ ୪ଟି ଲେଖାଏଁ ଆଲମଣ୍ଡ ଖାଇବା ଦ୍ଵାରା ତ୍ଵଚା ଭଲ ରହିଥାଏ ।

୪- ଗବେଷଣାରୁ ଜଣା ଯାଇଛି ଯେଉଁ ମାନେ ସପ୍ତାହକୁ ୫ ଦିନ ଆଲମଣ୍ଡର ସେବନ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ହାର୍ଟ ଆଟାକର ସମ୍ଭାବନା ୫୦ ପ୍ରତିଶତ କମ କରିଥାଏ । ଏହାର ସେବନ କରିଲେ ଏଥିରେ ଥିବା ଫୋକସ ତତ୍ତ୍ଵ ହାର୍ଟକୁ ସୁସ୍ଥ ରଖିଥାଏ ।

୫- ଆଲମଣ୍ଡରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ ଯାହା ଅସ୍ଥିକୁ ମଜବୁତ କରିଥାଏ । ଏହା ସହ ଆଲମଣ୍ଡର ସେବନ କରିଲେ ଦାନ୍ତ ମଧ୍ୟ ଶାକ୍ତ ହୋଇଥାଏ । ଏହା ବ୍ଯତୀତ ଏଥିରେ ଥିବା ପୋଟାସିୟମ ଓ ମ୍ୟାଗ୍ନେସିୟମ ଥାଏ ଯାହା ଅସ୍ଥିକୁ ସୁସ୍ଥ କରିବାରେ ସହାୟକ ହୋଇଥାଏ ।

୬- ଗବେଷଣାରୁ ଜଣା ପଡିଛି କି ପ୍ରତିଦିନ ୪ଟି ଲେଖାଏଁ ଆଲମଣ୍ଡ ଖାଇଲେ ଶରୀରରେ ଥିବା ଖରାପ କୋଲେଷ୍ଟରକୁ କମ କରି ଦେଇଥାଏ । ଗର୍ଭବତୀ ମହିଳା ମାନେ ଆଲମଣ୍ଡ ଖାଇବା ଦ୍ଵାରା ଗର୍ଭସ୍ଥ ଶିଶୁ ସୁସ୍ଥ ରହିଥାଏ । ଏହା ବ୍ଯତୀତ ଶିଶୁr ବିକାଶ ମନ୍ଥର ଗତିରେ ହେଉଥିଲେ ଏହାକୁ ସକ୍ରିୟ କରିବା ପାଇଁ ଆଲାମଣ୍ଡ ସେବନ କରିବା ଉଚିତ ।

୭- ଏକ ଗବେଷଣାରୁ ଜଣା ପଡିଛି କ୍ୟାନସର ରୋଗ ଭିଟାମିନ କାରଣରୁ ସୃଷ୍ଟି ହୋଇଥାଏ । ଶରୀରରେ ଭିଟାମିନ-ବି ର ଅଭାବ ହେଲେ କ୍ୟାନସର ସୃଷ୍ଟି ହୋଇଥାଏ । ଆଲମଣ୍ଡ ସେବନ କରିବା ଦ୍ଵାରା ବ୍ରେଷ୍ଟ କ୍ୟାନ୍ସର ହେବାର ଚନ୍ସ କମ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *