ଆପଣଙ୍କ ସହ ଭଗବାନ ଅଛନ୍ତି ନା ନାହିଁ, ଜାଣନ୍ତୁ ଏହି 4ଟି ସଙ୍କେତରୁ! Astrology

ନମସ୍କାର ବନ୍ଧୁଗଣ, ଆମ ଧର୍ମ ଗ୍ରନ୍ଥରେ ସମସ୍ତ କଥା ଉଲ୍ଲେଖ ରହିଛି । ବାସ ଆମକୁ ଆବଶ୍ୟକତା ରହିଛି ସେ ସବୁକୁ ବୁଝିବା ପାଇଁ । ଆମର ପ୍ରଶ୍ନ ଏହା ସବୁବେଳେ ଥାଏ କି ଆମ ସହ ଭଗବାନ ଅଛନ୍ତି କି ନାହିଁ । ତେଣୁ ଆଜି ଆମେ ୪ଟି ସଙ୍କେତ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେଉଁଥିରୁ ଆପଣ ଜାଣିପାରିବେ ଭଗବାନ ଆପଣଙ୍କ ସହ ଅଛନ୍ତି କି ନାହି । ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ବିସ୍ତାର ଭାବରେ ।

ପ୍ରଥମ: ସ୍ଵପ୍ନ ସିଦ୍ଧ ହେବା, ଯେତେବେଳ ଅପଣ କୌଣସି ଭଲ ସ୍ଵପ୍ନ ଦେଖୁଥିବେ ଆଉ ସ୍ଵପ୍ନଟି ସତ ହୋଇଯାଏ । ଅନେକ ଥର ଆପଣ ରାତିରେ ଯେଉଁ ସ୍ଵପ୍ନ ଦେଖିଥାନ୍ତି ତାହା ଦିନରେ ସତ ହୋଇଯାଏ । ସେତେବେଳେ ଆପଣ ଭାବୁଥିବେ ଏହା ତ ମୁଁ ସ୍ଵପ୍ନରେ ଦେଖିଥିଲି । ଯଦି ଏମିତି ଆପଣଙ୍କ ସହ ହେଉଛି ତେବେ ଆପଣଙ୍କ ସହ ଭଗବାନ ଅଛନ୍ତି । ଦିତୀୟ: ସ୍ଵପ୍ନରେ ସାଧୁ, ଦେବତା କିମ୍ବା ମନ୍ଦିର ଦେଖିବା ।

ଯଦି ଆପଣଙ୍କୁ ସ୍ଵପ୍ନ ଆସୁଛି ଏବଂ ବାରମ୍ବାର ମନ୍ଦିର ଦେବତା ଦେଖନ୍ତି ତାହାଲେ ଆପଣଙ୍କ ଉପରେ ଦେବୀ କୃପା ରହିଛି । ଯେଉଁ ଭଗବାନ ଆପଣଙ୍କୁ ସ୍ଵପ୍ନରେ ଦେଖା ଦିଅନ୍ତି ତାଙ୍କ ପୂଜା ନିଶ୍ଚୟ କରନ୍ତୁ । କାରଣ ସେ ଆପଣଙ୍କ ସହ ଅଛନ୍ତି ଆଉ ଆପଣଙ୍କ ଉପରେ କୃପା ବର୍ଷା କରନ୍ତି । ତୃତୀୟ: ଆପଣ କିଛି ସଂକଳ୍ପ ବା କିଛି କାର୍ଯ୍ୟ କରିବା ପାଇଁ ଇଚ୍ଛା କଲେ ଆଉ ତାହା ସତ ହୋଇଗଲା,

ହଠାତ ଆପଣଙ୍କ ମନରେ କିଛି ଆସିଲା ଆଉ ତାହା ସତ ହୋଇଗଲା ତେବେ ବୁଝିଜାନ୍ତୁ ଆପଣଙ୍କ ଉପରେ ଈଶ୍ଵରଙ୍କ କୃପା ରହିଛି । ଆପଣଙ୍କ ପିତୃଦେବ ଏବଂ ଈଶ୍ଵରଙ୍କ ଆଶ୍ରିବାଦ ଆପଣଙ୍କ ଉପରେ ରହିଛି । ଚତୁର୍ଥ: ଯଦି ଆପଣ କିଛି ଅସୁବିଧାରେ ଅଛନ୍ତି କିମ୍ବା ଆପଣଙ୍କ ସହ କିଛି ଅଘଟଣ ବା ଧୋକା ହେଉଛି ଆଉ ଆପଣ ପଜେଟିଭ ଚିନ୍ତା ଧାରାରେ ରହୁଛନ୍ତି । କାହାର ବିରୁଦ୍ଧରେ ଆପଣ ଖରାପ ଭାବୁନାହାନ୍ତି,

କାହାକୁ ବି ଗାଳି ଦେଉନାହାନ୍ତି, ଆପଣଙ୍କ ସହ କେହି ଜଣେ ଖରାପ କଲେ ମଧ୍ୟ ଆପଣ ଭଲ ଚିନ୍ତା ଧାରା ରଖୁଛନ୍ତି । କିମ୍ବା ଆପଣ ଚାହିଲେ ମଧ୍ୟ ଅନ୍ୟ ବ୍ୟକ୍ତି ପାଇଁ ଖରାପ ଚିନ୍ତା ଧାରା ଆପଣଙ୍କ ମନରେ ଆଣିପାରୁନାହାନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିଅଛି । ଆଉ ଭଗବାନ ଆପଣଙ୍କ ସହ ଅଛନ୍ତି ।

ତେବେ ବନ୍ଧୁଗଣ ଯଦି ଆପଣ ମାନେ ଏହି ଚାରୋଟି ସଙ୍କେତ ଦେଖନ୍ତି ନିଜ ଠାରେ ବା ଅନ୍ୟ କାହା ଠାରେ ତେବେ ଜାଣିନିଅନ୍ତୁ ଭଗବାନଙ୍କ ଆଶ୍ରିବାଦ ରହିଅଛି ଆପଣଙ୍କ ଉପରେ । ଯଦି ଆପଣ ମନକୁ ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଆପଣଙ୍କ ପାଇଁ ଆମର ଏହି ପୋଷ୍ଟଟି ଫଳପ୍ରଦ ହେବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *