ଆପଣଙ୍କୁ କୋଟିପତି କରାଇବ କାଉ, ବାସ କରନ୍ତୁ ଏହି କାମ! Vastu Tips

ବହୁତ ଲୋକମାନେ କାଉ କୁ ଖରାପ କହୁଥିବା ବେଲେ କେହି କେହି ୟାକୁ ଶୁଭ ବୋଲି କହି ଥାନ୍ତି । ଦୁନିଆରେ ଅନେକ ପ୍ରକାର ମତ ଭେଦ ଅଛି ଏହା ମଧ୍ୟରୁ ଏହା ଏକ ବୋଲି ଜାଣି ନେବା ଭଲ ଆମ ପାଇଁ । କେହି କେହି କହି ଥାନ୍ତି ଏମାନେ ଆତ୍ମା ଭଳି କିଛି ଜିନିଷ କୁ ଦେଖି ପାରି ଥାନ୍ତି ତେଣୁ କରି ଏମନେ ଯଦି ଅକାରଣରେ ଅଧିକା ମାତ୍ରାରେ ଆସିକି କାହା ଘର ଉପରେ ବୁଲୁ ଥାନ୍ତି ଏହା ସେହି ବ୍ୟକ୍ତି ର ଘର ପାଇଁ ଖରାପ ହୋଇ ଥାଏ ।

କିଛି ଜଣ କୁହନ୍ତି କାଉ ଆମକୁ ଶୁଭ ସମୟ ଆସିବା ଆଗରୁ ସୂଚନା ଦେଇ ଥାଏ । ଏଖି କେହି କହି ଥାନ୍ତି ଏହା ଆମକୁ ଖରାପ ସମୟ ଆସିବା ଆଗରୁ ସଂକେତ ଦେଇଥାଏ । କିନ୍ତୁ ଏହା ଆମେ ଜାଣିନୁ କି ଆମେ କେଉଁ ଭଳି ମତ କୁ ମାନିବା କଥା । ଯଦି କାହା ଘରେ କେହି ଚାଲି ଯାଇ ଥାନ୍ତି ସେମାନେ ନିଜ ଶ୍ରାଦ୍ଧ କୁ ଖାଇବା ପାଇଁ ଦେଇ ଥାନ୍ତି ବାହାରେ ।

ଏହାକୁ ଯଦି ଗାଈ କିମ୍ବା କୁକୁର ମାନଙ୍କ ଅପେକ୍ଷା କାଉ ଟିଏ ଆଶିକି ଖାଇ ନେଇ ଥାଏ ଏହା ଭଲ ଓ ଶୁଭ ବୋଲି କୁହାଯାଏ । କହନ୍ତି କାଉ ରୂପରେ ଆସିକି ପୂର୍ବ ପୁରୁଷ ମାନେ ଏହାକୁ ଗ୍ରହଣ କରି ଥାନ୍ତି । କାଉ ଦେହରେ ପିତୃ ପୁରୁଷଙ୍କ ଛାପ ଥିବାର ବିଶ୍ବାଶ କରାଯାଇ ଥାଏ ।

ଯଦି ଏକ କାଉ ସକାଳୁ ଆସିକି ଆପଣଙ୍କ ଘର ସାମନାରେ ବସିକି ଅହରହ ଡାକିବା ପାଇଁ ଲାଗୁଛି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଘରକୁ କେହି ଅଥିତି ଆସିବା ପାଇଁ ଯାଉଛନ୍ତି । ନିଜ ଥନ୍ତରେ ଯଦି ଖାଦ୍ଯ ନେଇ ଏହି କାଉ ଆମ ଘର ଉପରେ ବସେ ଏହା ମଧ୍ୟ ଭଲ ଅଟେ ।

ଧର୍ମ ଗ୍ରନ୍ଥ କଥା କହିବା ଏହି ପକ୍ଷୀ ମାନେ ଅମୃତ ଚାଖି ଥିଲା ଏହା ସେଇ ପାଇଁ ସ୍ଵାଭାବିକ ମୃତ୍ୟୁ ହୋଇ ନଥାଏ । କୁଆ ଯଦି ପାଣି ଭର୍ତ୍ତି ମାଠିଆ ଉପରେ ବସିବାର ଆପଣ ଦେଖୁ ଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ଭାଗ୍ୟ ଉଦୟ ହେବା ପାଇଁ ଯାଉଛି । ଆପଣଙ୍କ ଘରେ ଧନର ଅଭାବ ରହିବନି ।

ଅନେକ ସମୟରେ କାଉ ଯଦି ଆପଣ ଚିନ୍ତା କରୁଥିବା କଥା ପରେ ଡାକ ଦିଏ ତେବେ ଏହା ପୂରଣ ହେବାର ସମ୍ଭାବନା ଅଛି ବୋଲି ଜଣା ଯାଇ ଥାଏ । ଯେଉଁ ଗାଁ ରେ କିମ୍ବା ସହର ରେ ଯଦି ଦୁଃଖ ସମ୍ବାଦ ଆସିବା ପାଇଁ ଯାଉଛି ତେବେ ଏମାନେ ସେହି ଜାଗା ଉପରେ ବୁଲି ଥାଏ । ଜଦି କାଉ କାହା କାନ୍ଧରେ ଯାଇକି ବସିଥାଏ ।

ତେବେ ସେହି ଲୋକର ସମ୍ମାନ ଓ ଧନ ହାନି ହେବା ପାଇଁ ଯାଉଛି ବୋଲି ମାନ୍ୟତା ଅଛି । ଏହା ସହ ସେମାନେ ମରଣ ଠାରୁ ମଧ୍ୟ କଷ୍ଟ ଦାୟକ ପୀଡା ପାଇଥାନ୍ତି । ଯଦି କେଉଁ ମହିଳା ଙ୍କ ଉପରେ କାଉ ବସେ ସେହି ମହିଳା ନ ସ୍ଵାମୀ ଉପରେ ବିପଦ ଆସୁଛି । ଆପଣ ଯଦି କେଉଁ ଆଡେ ଯାଉଛନ୍ତି କାଉ ଟିଏ ଉଡି ଆସି ଆପଣାଙ୍କ ପାଦ ତଳେ ରହୁଛି ତେବେ ଏହା ଭଲ ହୋଇ ଥାଏ ।

Leave a Reply

Your email address will not be published. Required fields are marked *