Blood ଗୃପ କହିବ ଆପଣଙ୍କ ସ୍ଵଭାବ କଣ ? ଦେଖନ୍ତୁ କେଉଁ ଗୃପର ଲୋକ କିପରି ସ୍ଵଭାବର ହୋଇଥାନ୍ତି

ଆମ ଶରୀର ପ୍ରାକୃତିକ ଏହା ମାଧୟରେ ଅନେକ ତତ୍ଵ ଅଛି ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ଜୀବନର ସବୁ ରହସ୍ୟ ଆମ ଭିତରେ ଏହା ପାଇଁ ବୋଧେ ହୁଏ କୁହାଯାଏ ମଣିଷ କିଛି ଭି କରି ପାରିବ । ଆମ ଭିତରେ ଥିବା ରକ୍ତ ମଧ୍ୟ ଆମକୁ ଅଭୁତ କିଛି କହି ଥାଏ । ଏହା ଆମ ଜନ୍ମ କୁଣ୍ଡଳୀ କହି ପାରେ ଆମେ ଏହା ଜାଣିଛେ । ମାତ୍ର ଏହା ଦ୍ଵାରା ଆମର ସ୍ଵଭାବ ମଧ୍ୟ ଜଣା ପଡି ଯାଇ ଥାଏ ତେବେ ଆସନ୍ତୁ ଜାଣିବା ଆମ ସ୍ଵଭାବ କଥା ।

ଆମର ରକ୍ତ ଗୃପ କଣ ହୋଇ ଥିବା ବେଳେ ଏହା ଆମ ପାଇଁ କଣ ସ୍ଵଭାବ ବାହାର କରୁଛି ଆସନ୍ତୁ ଜାଣିବା । A ଗୃପ ର ଲୋକମାନେ ଦେଖିବା ପାଇଁ ଯେଉଁ ଭଳି ହୋଇଥାନ୍ତୁ ନା କାହିଁକି ଏମାନେ ସବୁ ବେଳେ ସ୍ମାର୍ଟ ଓ ଫାସିନେବଲ ହୋଇଥାନ୍ତି । ଏମାନେ ସବୁ ବେଳ ନିଜକୁ ଗମ୍ଭୀର ରଖିବା ପାଇଁ ଭଲ ପାଇ ଥାନ୍ତି ।

ଏମାନଙ୍କ ପାଖରେ ଅଧିକା ଚିନ୍ତା କରିବାର ଶକ୍ତି ଥାଏ । ଏମାନେ ଛୋଟ କଥାକୁ ସବୁ ବେଳେ ଚିନ୍ତା ଅଧିକା କରି ଥାନ୍ତି ଏମାନେ ଝଗଡା କରିବା ପାଇଁ ଭଲ ପାଇ ନଥାନ୍ତି । ଏମାନେ ସବୁ ବେଳେ ଖୁଶି ରେ ରହିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ସବୁ ବେଳେ ଶାନ୍ତି ରେ ରହିବା ପାଇଁ ଭଲ ପାଇ ଥାନ୍ତି ।

ଏମାନେ ଯେଉଁ ଜାଗାକୁ ଯାଇ ଥାନ୍ତି ସେହି ଜାଗାରେ ନିଜ ହିସାବରେ କାମ କୁ ଅକରିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ଯେତିକି ସାଧାରଣ ହୋଇ ଥାନ୍ତି ସେତିକି ଜିଦିଆ ହୋଇ ଥାନ୍ତି । ଏମାନେ ଆପଣଙ୍କ ହାତ ସହଜାରେ ଛାଡି ନଥାନ୍ତି କି ଆପଣଙ୍କ ସହ ସାହାଜରେ ଧୋକା କରି ନଥାନ୍ତି । B ଗୃପ ର ଥିବା ଲୋକମାନେ ବିପରୀତ ହୋଇଥାନ୍ତି ।

ଏମାନେ ଭାବି ଚିନ୍ତି କାମ କରିବା ପାଇଁ ପସନ୍ଦ କରି ନଥାନ୍ତି ଏମାନେ କାମ ଯେତେ ବଡ ହେଲେ ମଧ୍ୟ ବାସ କାମ କରି ଚାଲି ଥାନ୍ତି । ଏମାନେ କାମକୁ କ୍ରୀଏଟିଭ ହୋଇ ଥାନ୍ତି । ଏମାନେ ବହୁତ ସାନ୍ତ ମୁଣ୍ଡରେ ରହି ଥାନ୍ତି । ଏହା ପରେ ଏମାନେ AB ଗୃପ ର ଲୋକମାନେ ଏମାନେ A ଓ B ର ହୋଇ ଥାନ୍ତି ଏହାଙ୍କ ସବୁ ଠାରୁ ଭଲ ଗୁଣ କଥା ହେଲା ।

ଏମାନେ କାହା ଆଗରେ ନିଜର କଥା କହି ନଥାନ୍ତି ଏମାନେ ବହୁତ ଚାର୍ମିଙ୍ଗ ହୋଇଥାନ୍ତି । ନୂଆ ସାଙ୍ଗ ବନାଇ ଥାନ୍ତି ଏମାନେ ଅନ୍ୟ ଲୋକର ଇମୋଶନ ଓ କଥାକୁ ବୁଝି ପାରନ୍ତି । ଏହି ମାନେ ଲୋକଙ୍କୁ ବହୁତ ଅବସର୍ବ-ଭେସନ ଥାଏ । ଏମାନେ ସବୁ ଲୋକଙ୍କ କଥା ମାନି ଥାନ୍ତି ଏହାଙ୍କ ଖରାପ ଗୁଣ ଏହା କି ଏମାନେ କେତେବେଳେ କଣ ଭାବୁ ଛନ୍ତି କେହି ଜାଣି ନଥାନ୍ତି ଏମାନେ ସବୁ ବେଳେ ବହୁତ ଜଲ୍ଦି କଥାକୁ ଭୁଲି ଯାଇ ଥାନ୍ତି ।

ଏହା ପରେ ଶେଷ ଗୃପ ହେଲା O ଗୃପ । ଏମାନେ ଅଜବ ସ୍ଵଭାବର ହୋଇ ଥାନ୍ତି ଏମାନେ ଯତ୍ନଶୀଳ ହୋଇଥାନ୍ତି ଓ ସ୍ଵାଧୀନତା ଚିନ୍ତା ଧାରା ର ହୋଇ ଥାନ୍ତି ଏମାନେ ଅନ୍ୟ ମାନଙ୍କ କଥାରେ ମୁଣ୍ଡ ଖେଳାଇ ନଥାନ୍ତି ଏମାନେ ନିଜ କାମକୁ କରିବା ପାଇଁ ଭଲ ପାଇ ଥାନ୍ତି ।

Leave a Reply

Your email address will not be published. Required fields are marked *