ନମସ୍କାର ବନ୍ଧୁଗଣ, ଆଜିକାଲି ର ଯୁବପିଢୀ ବହୁତ ଚିନ୍ତା ରେ ରହୁଛନ୍ତି ତାଙ୍କ ମ୍ୟାରେଜ୍ କୁ ନେଇ । କେମିତି ଜାଣିବେ ଅପଣଙ୍କର ଲଭ୍ ମ୍ୟାରେଜ୍ ହେବ କି ଆରେଞ୍ଜ୍ ମ୍ୟାରେଜ୍, ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଏହା ବିଷୟରେ ତେବେ ଚାଲନ୍ତୁ ଏବେ ଜାଣିବା । ୧୧୧ ୨୨୨ ୩୩୩ ୪୪୪ ଆପଣ ମାନେ ଏହି ୪ ଟି ନମ୍ବର ରୁ ଗୋଟେ ନମ୍ବର ବାଛନ୍ତୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି । ଏହାଦ୍ଵାରା ଜାଣିପାରିବା କଣ ହେବାକୁ ଯାଉଛି ଆପଣଙ୍କ ଜୀବନ ରେ ।
୧୧୧: ଯଦି ଆପଣ ଏହି ନମ୍ବର ବାଛିଛନ୍ତି ତେବେ ଜାଣନ୍ତୁ କି, ଆପଣ କୌଣସି ସିରିୟସ୍ ରିଲେସନ ରେ ନାହାନ୍ତି । କିଛି ସମୟ ପୂର୍ବରୁ ଯିଏ ଆପଣଙ୍କ ଜୀବନ ଥିଲା ଏବେ ଆପଣ ତାଙ୍କ ଉପରେ ବିଶ୍ଵାସ କରିପାରୁନାହାନ୍ତି । ଚିନ୍ତା ରେ ରହିଯିବେ କି ବାହା ହେବେ କି ନାହି, ବନ୍ଧୁ ହୋଇ ରହିବେ କି, ସମ୍ପର୍କରେ ରହିବେ କି ନାହିଁ ଏହା ଆପଣ ଜାଣିପାରିବେ ନାହିଁ ।
ଆପଣଙ୍କ ଜୀବନର ବଡ ବଡ କାମର ଡିସିସନ୍ ଆପଣ ନିଜେ ନେଇପାରନ୍ତି ନାହିଁ । ଆପଣଙ୍କୁ ଅନ୍ୟ ଜଣଙ୍କ ପରାମର୍ଶ ଦରକାର ପଡେ । ଆରେଞ୍ଜ ମ୍ୟାରେଜ୍ କରିବାର ସମ୍ଭାବନା ବହୁତ କମ୍ ରହିଛି । ଆପଣଙ୍କ ବୟସ ଏବେ ୨୨, ୨୩ ବର୍ଷ ହେବ ତେଣୁ ଏହି ବୟସରେ ଆପଣ ଲଭ୍ ମ୍ୟାରେଜ୍ କରିବାକୁ ଚାହୁଛନ୍ତି ଏବଂ ଲଭ୍ ମ୍ୟାରେଜ ହେବାର ବହୁତ ସମ୍ଭାବନା ମଧ୍ୟ ରହିଛି ।
୨୨୨: ଯଦି ଆପଣ ଏହି ନମ୍ବର ବାଛିଛନ୍ତି ତେବେ ଆପଣ ଏକ ସମ୍ପର୍କରେ ଏବେ ଅଛନ୍ତି କିନ୍ତୁ ଆପଣଙ୍କ ସାଥି ଏ ସମ୍ପର୍କକୁ ବେଶୀ ଗୁରୁତ୍ଵ ଦେଉ ନାହାନ୍ତି । ଆପଣ ଲଭ୍ ମ୍ୟାରେଜ୍ କରିବାକୁ ଚାହୁଛନ୍ତି ଆଉ ଆପଣ ଲଭ୍ ମ୍ୟାରେଜ୍ ହିଁ କରିବେ । ଆପଣ ଆପଣଙ୍କ ସାଥି କୁ ନିଜ ଭଲ ପାଇବାକୁ ବୁଝାଇବାକୁ ଚାହୁଛନ୍ତି ହେଲେ ସିଏ ବୁଝିବାକୁ ଚହୁଁନାହାନ୍ତି । ଆପଣ ଏକ ଏମିତି ବ୍ୟକ୍ତି ଯାହାଙ୍କ ପାଇଁ ଭଲ ପାଇବା ହିଁ ଦୁନିଆରେ ସବୁକିଛି ।
ଭଲ ପାଇବାକୁ ପାଇବା ପାଇଁ କିଛି ବି କରିପାରିବେ । ଭଲ ପାଇବା ଆପଣଙ୍କୁ ବହୁତ ଆକର୍ଷିତ କରେ । ଆପଣ ଛାହାନ୍ତି ନିଜର ଜଣଙ୍କୁ ବହୁତ ଭଲ ପାଇବା ପାଇଁ । ଆପଣ ଯେଉଁ ଭଲ ପାଇବା ଅନ୍ୟ କୁ ଦେଉଛନ୍ତି ସେ ଆପଣଙ୍କୁ ଦେଉନାହାନ୍ତି । ଯେଉଁ ବିଶ୍ୱାସ ଆପଣ ଚାହୁଛନ୍ତି ସେ ବିଶ୍ୱାସ ଆପଣଙ୍କୁ କେହି କରୁନାହାନ୍ତି । ଆପଣଙ୍କ ବାହାଘର ବହୁତ ଡେରିରେ ହେବ ।
୩୩୩: ଯେଉଁମାନେ ଏହି କାର୍ଡ ବଛିଛନ୍ତି ଜାଣନ୍ତୁ, ଅପଣ ଯେଉଁ ବ୍ୟକ୍ତି ଙ୍କୁ ସବୁଠୁ ବେଶୀ ଭଲ ପାଉଛନ୍ତି ସେହି ବ୍ୟକ୍ତି ଙ୍କ ଠୁ ହିଁ ଧୋକା ପାଇଛନ୍ତି । ଭଲ ପାଇବା ଉପରୁ ଆପଣଙ୍କର ଭରସା ଉଠିସାରିଛି । ନିଜ ପରିବାର ଲୋକ ଙ୍କ ପସନ୍ଦରେ ହିଁ ଆପଣ ବାହା ହେବେ । ଆରେଞ୍ଜ୍ ମ୍ୟାରେଜ୍ ହିଁ ହବ ଆପଣଙ୍କର । ଆପଣଙ୍କ ମନ ଏବେ ଚାହୁଛି କି ଆପଣ ଆପଣଙ୍କ ଫ୍ୟାମିଲି ପସନ୍ଦରେ ହିଁ ବାହା ହେବେ ।
୪୪୪: ଆପଣଙ୍କ ପସନ୍ଦରେ ହିଁ ଆପଣ ବାହା ହେବେ । ଲଭ୍ ମ୍ୟାରେଜ୍ ହିଁ ହବ ଆପଣଙ୍କର । ମ୍ୟାରେଜ ଡେରି ରେ ହେବ ଆପଣଙ୍କର ୨୮,୨୯ ବୟସରେ । ଆପଣଙ୍କ ପସନ୍ଦର ଜୀବନ ସାଥି ଖୋଜିବା ପାଇଁ ବହୁତ ସମୟ ଲଗାଇବେ ଯେବେ ଯାଏ ଆପଣ ଆପଣଙ୍କ ମନ ପସନ୍ଦ ର ସାଥି ଟିଏ ନ ପାଇଛନ୍ତି । ନିଜ କାମ ନିଜ ଜୀବନ ର ଡିସିସନ୍ ନିଜେ ନେଇଥାନ୍ତି ।
ନିଜ ଉପରେ ବହୁତ ବିଶ୍ୱାସ ରଖିଥାନ୍ତି, ଅନ୍ୟ ମାନଙ୍କ ଭରସା ରେ ଚାଲନ୍ତି ନାହିଁ । ନିଜ ଗୋଡରେ ନିଜେ ଠିଆ ନ ହେବା ପର୍ଯ୍ୟନ୍ତ ଆପଣ ମ୍ୟାରେଜ୍ ର ଡିସିସନ୍ ନେବେ ନାହିଁ, ନିଜ କ୍ଯାରିୟର କୁ ନେଇ ବହୁତ ସିରିୟସ୍ ରହିବେ । ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଲେ ଲାଇକ, ସେୟାର ନିଶ୍ଚୟ କରିବେ । ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।