ଆପଣଙ୍କ ଘରେ ଯଦି ଅଛି ଲେମ୍ବୁ ଗଛ ହୋଇଯାନ୍ତୁ ସାବଧାନ, ନଚେତ ହୋଇଯିବେ କାଙ୍ଗାଳ

ଯଦି ଆପଣଙ୍କ ବାଡିରେ ଲେମ୍ବୁ ଗଛ ଅଛି । ତେବେ ଆପଣ ଏହି ଉପାୟ କରିବା କଥା ନହେଲେ ଆପଣଙ୍କ ଉପରେ ଘୋର ବିପଦ  ଆସିବ । ତେବେ ଆସନ୍ତୁ ଜାଣିବା କଣ ଏହି ଉପାୟ ଓ କଣ କଣ ଆପଣ କରିବା ଦରକାର । ଯଦି ଏହା ଆମ ଅଗଣାରେ ଅଛି ତେବେ ଅମଧ୍ୟ ଆମେ ଏହି କାମ ଅକରିବା ଭଲ ହୋଇ ଥାଏ । ଆପଣ ଏହା ଜଣାଇ ଥିବେ ଆମକୁ ଶାସ୍ତ୍ର ଅନୁସାରେ ବଡ ବଡ ଜ୍ଞାନୀ ଲୋକମାନେ କହିଛନ୍ତି କି ବାଡି ରେ ହେଉ କିମ୍ବା ଘରେ ହେଉ ଯଦି କଣ୍ଟା ଜାତୀୟ ଉଦ୍ଭିଦ ଅଛି ।

ତେବେ ସାବଧାନ ର ସହ ରଖିବା କଥା । ଯଦି ଆମେ ଏହାକୁ ସମ୍ଭାଳିବା ରେ ସାମର୍ଥ ନାହୁଁ ତେବେ ଆମେ ଏହାକୁ ଲଗାଇବା କଥା ନୁହେଁ । ଆମେ ଏହାକୁ ନିଜ ଘର ଠାରୁ ଦୂରେଇ ରଖବା କଥା । ଯଦି ଏହି ଭଳି କିଛି ଗଛ ଆଗରୁ ନାଇ ତେବେ ସେହି ଜାଗାରେ ଲଗାଇବା ଆଗରୁ ଉପାୟ କରିକି କରିବା ଭଲ ହୋଇଥାଏ ।

କିନ୍ତୁ ଯଦି ଏହା ଆମ ଘରେ ଅଛି ତେବେ ବାସ୍ତୁ ଅନୁସାରେ ଆପଣ କିଛି ଉପାୟ କରି ନିଅନ୍ତୁ । କାରଣ ସବୁ ଲୋକମାନେ ନିଜ ଘରେ ଲେମ୍ବୁ ଗଛ ଲଗାଉ ଛନ୍ତି । ତେବେ ଏହାକୁ କେବଳ ଆମେ ସୋ ପାଇଁ ଲଗାଉ ନାହୁଁ । ଏହା ଆମକୁ ଅବୁତ ସାହାଜ୍ଯ କରି ଥାଏ ।

ଭଗବାନ ଶନି ହେଉଛନ୍ତି ଭଗବାନ ନ୍ୟାୟ ର । ଆପଣ ଯଦି ନିଜକୁ ତାଙ୍କ କୁ ପ୍ରଭାବ ରୁ ବଞ୍ଚାଇବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ସବୁ ଶନି ବାର ଏହାକୁ କରିବା ଭଲ ହୋଇଥାଏ । ଆପଣ ସବୁ ମାସର ପ୍ରଥମ ଶନିବାର ଦିନ ଏହାକୁ କରିଲେ ଏହା ଭଲ ପରିଣାମ ଦେଇ ଥାଏ ।

ଭଗବାନ ଶନି ଦେବଙ୍କ ଖରାପ ପ୍ରଭାବ ପଡିଲେ ଆମେ ସବୁ କିଛି ହରାଇ ଦେଇ ଥାଉ ଆମେ ସବୁ କିଛି ନଷ୍ଟ ହେବାର ଦେଖି ଥାଉ ଆମ ଜୀବନରେ । କିନ୍ତୁ ଯଦି ଦେଖିବା ପାଇ ଯିବା ତ ଆମେ ନିଜ ଘରର ଖରାପ ପ୍ରଭାବ କୁ ଭଲ ପରିଣାମ ରେ ପରିଣତ କରି ପାରିବା ।

ଆମେ କିଛି ଲେମ୍ବୁ କିଣିକି ହେଉ କିମ୍ବା ଏହାକୁ ଗଛ ରୁ ଆଣିକି ହେଉ ଏହାକୁ ଏକ ସୂତା ସାହାଯ୍ୟରେ ଲଙ୍କା ଓ ହଳଦୀ ଦେଇକି ଗୁନ୍ଥି ଦେବା ଭଲ ହୋଇଥାଏ । ସାତଟି ଲଙ୍କା ଦେଇକି ଏହାକୁ ଗୁନ୍ଥିବା ଭଲ ହୋଇଥାଏ ।

ଆପଣ ଯଦି ଏହାକୁ ସବୁ ମାସ ଆରମ୍ଭର ଶନିବାର ଦିନ କରିବେ ତେବେ ଏହା ଭଲ ପରିଣାମ ଦେବ । ସବୁ ଭଲ ପ୍ରଭାବ ପଡିବ ଆପଣଙ୍କ ଉପରେ । ଏହାକୁ କରିବା ଦ୍ଵାରା ଆମେ ଭଲ ପରିଣାମ ପାଇବା ।

Leave a Reply

Your email address will not be published. Required fields are marked *