ନାମର ପ୍ରଥମ ଅକ୍ଷର S , H , L , M , C , V ଥିଲେ ଥରେ ନିଶ୍ଚୟ ଦେଖନ୍ତୁ- Astrology

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଇଚ୍ଛା କରିଥାନ୍ତି ତାଙ୍କ ପାଖରେ ଧନଧାନ୍ୟ ର ଅଭାବ ନ ରହୁ । ନିଜର ଏହି ଇଚ୍ଛା ପୂରଣ କରିବା ପାଇଁ ବହୁତ ମେହନତ ମଧ୍ୟ କରିଥାନ୍ତି । କିନ୍ତୁ ଅନେକ ଥର ଏମିତି ଦେଖାଯାଏ କି କିଛି ଲୋକ କଠିନ ପରିଶ୍ରମ କରି ବି ସଫଳ ହୋଇ ପାରନ୍ତି ନାହି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ଖୁବ କମ ପରିଶ୍ରମ କରି ବଡ ସଫଳତା ପାଇଥାନ୍ତି । ଏମିତି ବ୍ୟକ୍ତି ଜନ୍ମ ରୁ କୋଟିପତି ହେବାର ଭାଗ୍ୟ ନେଇକି ଆସିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୬ଟି ନାମର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଜନ୍ମରୁ ରାଜଯୋଗ ନେଇ ଜନ୍ମ ହୋଇଥାନ୍ତି ।

୧- ଯେଉଁ ବ୍ୟକ୍ତିଙ୍କ ନାମ C ଆଖିରୁ ଆରମ୍ଭ ହୋଇଥାଏ ଏପରି ବିଚାର କାରଜାଏ ଏମାନଙ୍କର ଭାଗ୍ୟରେ ରାଜଯୋଗ ଲେଖା ହୋଇ ରହିଥାଏ । ଏହି ନାମର ବ୍ୟକ୍ତି ଖୁବ କମ ପରିଶ୍ରମ ଦ୍ଵାରା ସଫଳତା ପ୍ରାପ୍ତ କରିଥାନ୍ତି । ଏମାନେ ନିଜର କାମ ପ୍ରତି ନିଷ୍ଠା ଓ ସଚ୍ଚୋଟ ରଖିଥାନ୍ତି । ଏମାନେ ଛୋଟ କାମ ହେଲେ ମଧ୍ୟ ସମ୍ମାନ ଦେଇଥାନ୍ତି ।

୨- ଯେଉଁ ବ୍ୟକ୍ତି ନାମ H ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଭିଡ ଭିତରେ ବି ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି । ସମାଜରେ ଏମାନଙ୍କର ଛବି ଅନ୍ୟଙ୍କ ଠାରୁ ଅଲଗା ଓ ଖାସ ହୋଇଥାଏ । ଏମାନଙ୍କର ଜୀବନରେ ରାଜଯୋଗ ଲେଖା ହେବା କାରଣରୁ ଜୀବନରେ ମାନ ସମାନ ପ୍ରାପ୍ତ କରିଥାନ୍ତି ।

୩- ଯେଉଁ ବ୍ୟକ୍ତିଙ୍କ ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ ଏପରି ବ୍ୟକ୍ତି ସରଳ ସ୍ଵଭାବର ହେବା ସହ ପଢିବା ଓ ଲେଖିବାରେ ରୁଚି ଅଧିକ ରହିଥାଏ । ଭାଗ୍ଯର ଧନୀ ହେବ କାରଣରୁ ଜୀବନରେ ସଫଳତାର ଉଚ୍ଚ ପଦ ପାଇଥାନ୍ତି । ଭାଗ୍ୟଶାଳୀ ହେବ କାରଣରୁ ଜୀବନରେ ଅଧିକ ଧନ, ବୈଭବ ପ୍ରାପ୍ତ ହୋଇଥାଏ ।

୪- ଯେଉଁ ବ୍ୟକ୍ତିଙ୍କ ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ତୀକ୍ଷଣ ବ୍ୟକ୍ତି ସମ୍ପନ୍ନ ହେବା ସହ ସାହସୀ ହୋଇଥାନ୍ତି । ଏମାନେ ନିଜକୁ ଅନ୍ୟଙ୍କ ଠାରୁ କମ ଭାବନ୍ତି ନାହି । ନିଜର ବିଜନେସ କରିବାକୁ ଇଚ୍ଛା ରଖିଥାନ୍ତି । ନିଜର ବୁଦ୍ଧି ଓ ଭାଗ୍ୟ ବଳରେ ଜୀବନରେ ଜଲ୍ଦି ସଫଲତା ପାଇଥାନ୍ତି ।

୫- ଯେଉଁ ବ୍ୟକ୍ତିଙ୍କ ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ନିଜର ଜୀବନରେ ଖୁବ ଧନ ବୈଭବର ଅଧିକାରୀ ହୋଇଥାନ୍ତି । ଏମାନେ ସାକାରାତ୍ମକ ଚିନ୍ତାଧାରା ବ୍ୟକ୍ତି ହୋଇଥିବାରୁ ନିଜର ଆଖପାଖରେ ସେୟା କରିବାକୁ କ୍ଷମତା ରଖିଥାନ୍ତି । ଭଲ ସ୍ଵଭାବ କାରଣରୁ ଲୋକେ ଏମାନଙ୍କୁ ମନେ ରଖିଥାନ୍ତି ।

୬- କୁହାଯାଏ V ନାମର ବ୍ୟକ୍ତ ନିଜାରତ ବୁଦ୍ଧି ଓ ପରିଶ୍ରମ ବଳରେ ଖୁବ ସମୟ ମଧ୍ୟରେ ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି । ଏମାନଙ୍କ ପାଖରେ ଧନର ଅଭାବ ରୁହେ ନାହି । ପ୍ରତେକ କାମକୁ ବାଲାନ୍ସ କରି ଚାଲିଥାନ୍ତି । ଏପରି ବ୍ୟକ୍ତି ଶାନ୍ତ ହେବା ସହ ବ୍ୟବହାରରେ ବାକ୍ୟ କୌଶଳତା ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *