ଯଦି ଆପଣଙ୍କ ବୈବାହିକ ଜୀବନରେରେ ଆସୁଛି ଏହି ସବୁ ସମସ୍ଯା, ତେବେ ଶୁକ୍ରବାର ରେ କରନ୍ତୁ ଏହି ସବୁ ଉପାୟ, ସବୁ ସମାସାୟା ହେବ ଛୁମନ୍ତର

ନମସ୍କାର ବନ୍ଧୁଗଣ । ଆଜି ଆପଣ ମାନଙ୍କୁ କହିବୁ ଯଦି ଆପଣଙ୍କର ବୈବାହିକ ଜୀବନରେ କିଛି ସମସ୍ୟା  ଦେଖା ଯାଉଛି ତାହାଲେ ଆପଣ ଶୁକ୍ରବାର ଦିନ ଏହି କାମ କରନ୍ତୁ ସବୁ ସୁଖ ଫେରି ଆସିବ। ଯଦି ଆପଣ ଘରେ କିଛି ଛିଣ୍ଡା କପଡା ରଖୁଛନ୍ତି ଓ ଯଦି ଆପଣ ଛିଣ୍ଡା ଫଟା ବସ୍ତ୍ର ପିନ୍ଧୁଛନ୍ତି କିମ୍ବା ପୁରୁଣା ବସ୍ତ୍ର ପିନ୍ଧୁଛନ୍ତି ତା ହେଲେ ଆପଣଙ୍କର ଜୀବନ ସାଥିଙ୍କ ସହିତ ଅଶାନ୍ତି ଦେଖା ଦବ ଓ ଶୁକ୍ର ଗ୍ରହ ଅଶୁଭ ଫଳ ଦେଇଥାନ୍ତି ।

ଯଦି ଆପଣ ଶୁକ୍ରବାର ଦିନ ସକାଳୁ ଉଠି ସମସ୍ତ କାର୍ଯ୍ୟ ସାରି ସ୍ନାନ କରି ସମସ୍ତ ବିଧି ବିଧାନ ସହିତ ଶାନ୍ତ ମନରେ ପୂଜା କରିବେ ତାହାପରେ ଆପଣ ଓଁ ଶୁକ୍ରାୟ ନମଃ ମନ୍ତ୍ର 108 ଥର ଜପ କରିବେ ଏହା କରିବା ଦ୍ଵାରା  ଆପଣଙ୍କର ଶୁକ୍ର ଦୋଷ ଖଣ୍ଡନ ହୋଇଥାଏ । ଆପଣଙ୍କର ପାରିବାରିକ ସମସ୍ଯାରୁ ମୁକ୍ତି ମିଳିଥାଏ  । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ ।

2 ରେ ଯଦି ଆପଣ ଶୁକ୍ର ଦୋଷରୁ ମୁକ୍ତି ପାଇବା ପାଇଁ ଚାହୁଛନ୍ତି ତା ହେଲେ ଆପଣ ଶୁକ୍ରବାର ଦିନ ଶିବ  ଲୀଙ୍ଗରେ କ୍ଷୀର କିମ୍ବା ଜଳରେ ଅଭିଷେକ କରନ୍ତୁ ଏହା କରିବା ଦ୍ଵାରା ଆପଣଙ୍କର ଶୁକ୍ର ଦୋଷ ଦୂର ହୋଇଯିବ । ଆପଣଙ୍କର ବୈବାହିକ ଜୀବନ ସୁଖ ମୟ ହେବ । ଲାଗି ରହିଥିବା ଦାମ୍ପତ୍ୟ ସମସ୍ଯା ଦୂର ହୋଇଯିବ । ତାହା ସହିତ ଆପଣ ଓଁ ନମଃ ସିବାୟ ମନ୍ତ୍ର 108 ଥର ରୁଦ୍ରାକ୍ଷ ମାଳା ରେ ଜପ କରିବେ ଏହା କରିବା ଦ୍ଵାରା ଶୁକ୍ର ଦୋଷ ଖଣ୍ଡନ ହୋଇଥାଏ  ଓ ପତି ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବଢି ଥାଏ  ।

3 ରେ ଯଦି ଆପଣ ଶୁକ୍ରବାର ଦିନ ସୁହାଗିନୀ ମହିଳା କିଛି ଶ୍ରୀଙ୍ଗାର ଜିନିଷ ଏକ ସୁହାଗନ କୁ ଦାନ କରିବେ ତାହାଲେ ଆପଣଙ୍କର ବହୁତ ଶୁଭ ହୋଇଥାଏ । ତାହା ସହିତ ଶୁକ୍ର ଦୋଷ ଦୂର ହୋଇଥାଏ  । ସେହି ସୁହାଗିନୀ ଝୁଡିରେ ନାଲି ରଙ୍ଗର ଶାଢୀ, ଚୁଡି, ସିନ୍ଦୁର, ଅଳତା , ନେଲପଲିସ ଦାନ କରିବେ । ଆପଣଙ୍କର ଶୁଭ ଫଳ ମିଳିବ। 4 ରେ ଶୁକ୍ର ବାର ଦିନ ଯଦି ଆପଣ ଚାନ୍ଦି, ଚାଉଳ, ଦହି, ମିଶିରି , ଦାନ କରିବେ ତାହାଲେ ଆପଣଙ୍କର ଶୁକ୍ର ଦୋଷ କଟିଯିବ।

ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ । ଆପଣଙ୍କ ଜୀବନ ସାଥିଙ୍କ ସହିତ ସୁ ସମ୍ପର୍କ ରହିବ। ଲାଗି ରହିଥିବା ସମସ୍ଯା ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଜାଣିଲେ ତ ଯଦି ଆପଣଙ୍କର ବୈବାହିକ ଜୀବନରେ କିଛି ସମସ୍ଯା ଦେଖା ଯାଉଛି ସୁଖ ଶାନ୍ତି ମିଳୁ ନାହିଁ ତା ହେଲେ ଆପଣ ଶୁକ୍ରବାର ଦିନ ଏହି ଉପାୟ କରନ୍ତୁ ଦେଖି ଆପଣଙ୍କର ବୈବାହିକ ଜୀବନ ସୁଖ ମୟ ହେବ ।

Leave a Reply

Your email address will not be published. Required fields are marked *