ଅର୍ଥ ବୃଦ୍ଧି ପାଇଁ ଏହି ନିୟମ ପାଳନ କରନ୍ତୁ, ଟଙ୍କାର ଅଭାବ ରହିବନି- Ajira Auchinta

ଆମେ ସାଧାରଣ ଭାବେ କିଛି ଭୁଲ କରି ଦେଇ ଥାଉ ଯାହା ଦ୍ଵାରା ଆମ ଠାରୁ ମା ଲକ୍ଷ୍ମୀ ଦୂରକୁ ଚାଲି ଯାଇ ଥାନ୍ତି କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ଘରେ ମା ଲକ୍ଷ୍ମୀ ଙ୍କ ବାସ ନଥିଲେ ଆମ ଜୀବନରେ ଦରିଦ୍ରତା ଓ ପ୍ରବଳ ଅସୁବିଧା ଆସିଥାଏ । ତେଣୁ କରି ଆମେ କିଛି କଥାର ଧ୍ୟାନ ଦେବା ନିହାତି ଦରକାର ହୋଇ ଥାଏ ଯାହା ଦ୍ଵାରା ଆମେ ନିଜେ ମଧ୍ୟ ଅନେକ ସମୟରେ ମା ଲକ୍ଷ୍ମୀ ଙ୍କୁ ରଗେଇ ଦେଇ ଥାଉ ।

ଏହା ଆମେ ମାନେ ଜାଣି ନଥାଉ କିମ୍ବା ଆମେ ଜାଣିକି ଭି ଅନେକ ସମୟରେ ଏହାକୁ ଆଳଷ୍ୟ ଯୋଗୁ କରି ଦେଇ ଥାଉ । ତେବେ ଆଜି ଆମେ କହିବା କି କେଉଁ ଭଳି କାମ କରିବା କଥା ନୁହେଁ । ଆଜି ଆମେ କହିବା କି ଯଦି ମା ଲକ୍ଷ୍ମୀ ଙ୍କ କୃପା ଚାହୁଁଛେ ତେବେ ଏହି ନିୟମ କୁ ମାନି ଚାଲିବା ନିହାତି ଭାବେ ଚାଲିବା କଥା ।

ଆପଣ ମାନେ ଜାଣି ଥିବେ କି ମା ଲକ୍ଷ୍ମୀ ଙ୍କ କୃପା ମିଳୁଥିବାରୁ ଆପଣ ଧନକୁ ଗଣିବା ବେଳେ କିମ୍ବା ପଇସା କୁ ଗଣିବା ବେଳେ କେବେହେଲେ ଛେବ ଲଗାଇକି ଏହାକୁ ଗଣିବେ ନି । ଏହା ସହ ଆପଣ ଏହାକୁ ବାହାର ଆଡକୁ କୁ ମଧ୍ୟ ଗଣିବେ ନି ଏହାକୁ ଆପଣ ନିଜ ଆଡକୁ ଗଣିବା କଥା ।

ତୃତୀୟ ନିୟମ ହେଉଛି ଆପଣ ଯଦି ଚିରା ପଇସା ପାଇବେ ଯାକକୁ ରାଖୀ ଆପଣ ବ୍ଯାଙ୍କ କୁ ଦେଇ ଦେବେ ଆଉ କାହାକୁ ଦେଇଦେବେନି । ଆପଣ ନିଜ ପଇସା ରଖୁଥିବା ଜାଗାକୁ ଆପଣ ଏହାକୁ ସଫା ରଖନ୍ତୁ ଓ ପଇସାକୁ ସଜାଡି କି ରଖନ୍ତୁ । ଏହା ନକରିବା ଦ୍ଵାରା ଆପଣ ଙ୍କ ଉପରେ ମାନକ ଖରାପ ପ୍ରଭାବ ପଡିଥାଏ ।

ଆପଣ ଏହା ମଧ୍ୟରେ ଚିରା କିମ୍ବା ଛୋଟ ମୋଟ କାଗଜ ରଖନ୍ତୁ ନି । ଯଦି ପୁରୁଣା ହୋଇଯାଇଛି ଏହା କିମ୍ବା ଛିଣ୍ଡି ଯାଇଛି ତେବେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିବା କଥା ନୁହେଁ । ଆପଣ ଏହାକୁ ସାଧାରଣ ଭାବେ 1 ବର୍ଷ ଯାଏ ରଖନ୍ତୁ । ଆପଣ ଯେଉଁ ଜାଗାରେ ନିଜର ପଇସା ରଖନ୍ତି ସେହି ଜାଗାକୁ ଆପଣ ସଫା କରିବା ଦରକାର ।

ଆପଣ ମଙ୍ଗଳବାର ଦିନ କେବେଭି ଟଙ୍କା କୁ ଧାର କରିବେନି । ଆପଣ କରଜ ଟଙ୍କା କୁ ମଙ୍ଗଳବାର ଦିନ ସବୁକୁ ସୁଝି ଦେଲେ ଏହା ଭଲ ହୋଇ ଥାଏ । ଆପଣ ଯଦି ଗୁରୁବାର ଦିନ ପଇସା ପାଇ ଥାନ୍ତି । ଆପଣ ଏହାକୁ ନେଇକି ଲାଲ ରଙ୍ଗର କପଡାରେ ଆଣିକି ଏହାକୁ ରାଖୀ ଦେଇ ଥାନ୍ତୁ । କାହା ଠାରୁ ଋଣ ଆଣିବା କଥା ନୁହେଁ । ଅନାବଶ୍ୟକ ଭାବେ ଖର୍ଚ୍ଚ କରନ୍ତୁ ନାହିଁ ।

ଆପଣ ଦାନ କରିବା ବେଳେ ଯୋଗ୍ୟ ବ୍ୟକ୍ତି କୁ ଦାନ କରିବା ନିହାତି ଦରକାର । ଆପଣ କେବେହେଲେ ଜୁଆ କିମ୍ବା ଲଟେରୀ ଖେଳାନ୍ତୁ ନି । ଯଦି ବୁଧବାର ଦିନ ଆପଣ କିନ୍ନର କୁ ଦ୍କେହୁଛନ୍ତି ତେବେ ସେମାନଙ୍କୁ ଡାକି ଆପଣ କିଛି ଖାଇବା କୁ ଦେବା ସହ କିଛି ଅର୍ଥ ମଧ୍ୟ ଦାନ କରନ୍ତୁ ଦେଖିବେ ଆପଣ ଶୁଭଫଳ ପାଇବେ ।

Leave a Reply

Your email address will not be published. Required fields are marked *