ଆସନ୍ତା କାଲି ଠାରୁ ଏହି 4ଟି ରାଶିର ଲୋକେ ରୁହନ୍ତୁ ସତର୍କ, ଆରମ୍ଭ ହେଲା ଖରାପ ସମୟ

ଜ୍ଯୋତିଷ ଶାସ୍ତ୍ର ରେ ରାଶି ମାନଙ୍କର ବିଶେଷ ମହତ୍ଵ ରହିଛି । ସଂସାରେ ଜନ୍ମ ନେଇଥିବା ମନୁଷ୍ୟ ସହ ୧୨ ଗୋଟି ରାଶି ଯୋଡି ହୋଇ ରହିଥାଏ । ଏହି ରାଶି ବ୍ୟବହାର, ପର୍ସନାଲିଟି, ଆଚାର, ସ୍ଵଭାବ ଦର୍ଶାଇଥାଏ । ଅଲଗା ଅଲଗା ରାଶି ଗୁଡିକ ହେବା କାରଣରୁ ପ୍ରତେକ ମଣିଷର ବ୍ୟବହାର ଭିନ୍ନ ହୋଇଥାଏ । ଏଥିପାଇଁ ଗ୍ରହ ମାନଙ୍କର ସ୍ଥିତି କାରଣରୁ ରାଶି ମାନଙ୍କ ଜରିଆରେ ମଣିଷ ଜୀବନକୁ ପ୍ରଭାବିତ କରିଥାଏ । ତେବେ ଆସନ୍ତା କାଲି ଠାରୁ କିଛି ରାଶିର ଲୋକଙ୍କ ଉପରେ ଗ୍ରହର ପରିବର୍ତ୍ତନ କାରଣରୁ ସତର୍କ ରହିବାକୁ ଶାସ୍ତ୍ର ରେ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ମିଥୁନ ରାଶି : ଆପଣ ନିଜର ଲୋକପ୍ରିୟତା ହ୍ରାସ ପାଇବେ । ନିଜର ଅର୍ଥ ହାନି ହେବ । ଆସା ହରାଇବେ । ଆକସ୍ମିକ କଳହରେ ପଡି ପାରନ୍ତି । ପାଇଥିବା ଦ୍ରବ୍ଯ ହରାଇବେ । ଆର୍ଥିକ ସ୍ଥିତି ଖରାପ ହୋଇପାରେ । କୌଣସି ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ । ଖର୍ଚ୍ଚ ବଢିବାରୁ ବିଚଳିତ ହେବେ । ଆତ୍ମୀୟଙ୍କ ଦ୍ଵାରା ଅସୁବିଧାରେ ପଡି ପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଈକୁ ଖାଇବାକୁ ଦିଅନ୍ତୁ ।

ବିଛା ରାଶି : ଆପଣଙ୍କର ମାନସିକ ଅସାନ୍ତି ବଢିପାରେ । ଦୂର ବନ୍ଧୁ ଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । ଅବାଞ୍ଛିତ ପରିସ୍ଥିତି ରେ ପଡିବେ । ଅସୁବିଧାର ଆଭାସ ପାଇବେ । ଶାରୀରିକ ପୀଡା ଅନୁଭବ କରିବେ । ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି କୌଣସି ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତୁ ।

ମେଷ ରାଶି : ଅର୍ଥ ଅଭାବର ଆଭାସ ପାଇବେ । ପରିବେଶରେ ପରିବର୍ତ୍ତନ ହେବ । ମାନ ସମାନରେ ହାନି ଘଟିପାରେ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହି । ଉପରିସ୍ଥ କର୍ତ୍ତୁପକ୍ଷ ଙ୍କ ଚାପ ପଡିବ । ପରିବାରରେ ବିଶୃଙ୍ଖଳା ହୋଇପାରେ । ଆଳସ୍ୟ ଅନୁଭବ କରିବେ । ଦୁର୍ଘଟଣାଗ୍ରସ୍ତ ହେବେ । କାର୍ଯ୍ୟରେ ଅବନ୍ନତି ଘଟିବ । ମାନସିକ ଅସାନ୍ତି ସୃଷ୍ଟି ହୋଇପାରେ । ଯାହା ପାଇଁ ଆପଣ ଉଦାସ ରହିବେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତେକ ମଙ୍ଗଳବାର ଦିନ ହନୁମାନ ଚାଳିଶା କାଠ କରନ୍ତୁ ।

ମୀନ ରାଶି : ଆପଣ ଭୟରେ ସମୟ କାଟିବେ । ଯାତ୍ରା ରେ ଅସୁବିଧା ହୋଇପାରେ । ମାନସିକ ଚାପ ବଢିପାରେ । ବ୍ଯସ୍ତତା ଭିତରେ ସମୟ କଟିପାରେ । ଗୃହରେ କ୍ଲେଶ ଦେଖା ଯାଇପାରେ । ଅଭାବ ଅନଟନ ରେ ଦିନ କତିପାରେ । ବିଶ୍ବାଘାତକତାର ଶିକାର ହେବେ । ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ । ବିରୋଧରେ ସମୁଖିନ୍ନ ହେବେ । ଆପଣଙ୍କର ଧନର ଅଭାବ ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତି ଙ୍କୁ ସାହାଜ୍ଯ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *